ଏହି ତିନୋଟି ଝିଅଙ୍କୁ ବିବାହ କରନ୍ତୁ ନାହିଁ,ନଚେତ ଆପଣଙ୍କ ପରିବାରର ସର୍ବନାଶ ନିଶ୍ଚିତ – ଜୀବନରେ ଏକ ହେଇଯିବେ ଆପଣ

Spread the love

ଚାଣକ୍ୟ ନୀତି ହେଉଛି ଚାଣକ୍ୟଙ୍କ ଦ୍ଵାରା ଲିଖିତ ଏକ ପୁସ୍ତକ।ଯେଉଁଥିରେ ସେ ଲେଖିଛନ୍ତି ଏପରି କିଛି କଥା ଯାହାକୁ ମାନି ଚଳିବା ଫଳରେ ଆପଣଙ୍କ ଜୀବନରେ ସୁଖ ଓ ସମୃଦ୍ଧି ଭରି ହୋଇଯିବ।ଯଦି ଏହାକୁ ଆପଣ ଅବହେଳା କରି ନିଜ ଜୀବନରେ ଆଗକୁ ଯାଆନ୍ତି ତେବେ ଆପଣ ନିଜ ଜୀବନରେ ଅନେକ ସମସ୍ୟାର ସମ୍ମୁଖୀନ ହେବେ।ଆପଣ ନିଜ ଜୀବନରେ କେବେ ମଧ୍ୟ ସଫଳତା ପାଇ ପାରିବେ ନାହିଁ।ତେଣୁ ଚାଣକ୍ୟଙ୍କ ନୀତିକୁ ସର୍ବଦା ମାନି ନିଜ ଜୀବନରେ ଆଗକୁ ବଢିବା ଆବଶ୍ୟକ।

ଆମେ ବର୍ତ୍ତମାନ ଚାଣକ୍ୟଙ୍କର ଏପରି କିଛି ନୀତି ସମ୍ପର୍କରେ ଆଲୋଚନା କରିବା ଯାହାକୁ ନ ମାନିବା ଫଳରେ ଆପଣଙ୍କ ପରିବାରର ସର୍ବନାଶ ଘଟିଥାଏ।ତେବେ ଆମେ ବର୍ତ୍ତମାନ ଏପରି ନାରୀଙ୍କ ବିଷୟରେ କଥା ହେବା ଯାହାକୁ ବିବାହ କରିବା ଫଳରେ ଘରେ ସର୍ବଦା ଅଶାନ୍ତି ଲାଗି ରହିଥାଏ।ଏହା ସହିତ ଏହି ନାରୀମାନେ ନିଜର ପତି ସହିତ ନିଜର ପରିବାରର ମଧ୍ୟ ସର୍ବନାଶ କରି ଦେଇଥାନ୍ତି।ଆମେ ଯେତେବେଳେ କୌଣସି ଝିଅ ସହ ବିବାହ କରିଥାଉ ସେତେବେଳେ ସେହି ଝିଅ ବିଷୟରେ ସମସ୍ତଙ୍କ ଠାରୁ ଭଲଭାବରେ ବୁଝିନେବା ଆବଶ୍ୟକ।

ଚାଣକ୍ୟଙ୍କ ଅନୁସାରେ ଯେଉଁ ଝିଅର ଅନେକ ସମ୍ପର୍କ ରହିଥାଏ ସେହି ଝିଅକୁ କେବେ ମଧ୍ୟ ବିବାହ କରିବା ଉଚିତ ନୁହେଁ।କାରଣ ଏହି ଭଳି ଝିଅ ମାନେ କେବେ ମଧ୍ୟ କାହାର ମଙ୍ଗଳ କରି ପାରନ୍ତି ନାହିଁ।ଏମାନେ ସର୍ବଦା ନିଜର ପତି ସହିତ ନିଜ ପରିବାରର କ୍ଷତି ବିଷୟରେ ଚିନ୍ତା କରି ଥାଆନ୍ତି।ଏମାନେ ଦରକାର ପଡ଼ିଲେ ନିଜର ପତିଙ୍କ ସହିତ ବିଶ୍ୱାସ ଘାତକତା କରିବାକୁ ମଧ୍ୟ ପଛଘୁଂଚା ଦିଅନ୍ତି ନାହିଁ।ତେଣୁ ଏହିଭଳି ଝିଅ ମାନଙ୍କ ଠାରୁ ସର୍ବଦା ଦୂରତା ରକ୍ଷା କରନ୍ତୁ।ଏହି ଭଳି ଝିଅ ମାନଙ୍କ ସହିତ କେବେ ମଧ୍ୟ ବିବାହ କରନ୍ତୁ ନାହିଁ।

ଏହା ପରେ ହେଉଛି ଯେଉଁ ଝିଅମାନେ ସର୍ବଦା ଧନକୁ ଭଲ ପାଇଥାନ୍ତି ସେହି ଝିଅ ମାନଙ୍କୁ କେବେ ମଧ୍ୟ ବିବାହ କରିବା ଉଚିତ ନୁହେଁ।ସେହି ଝିଅମାନଙ୍କୁ ବିବାହ କରିବା ଫଳରେ ସେହି ଝିଅମାନେ ସର୍ବଦା ନିଜ ଘରୁ ଟଙ୍କା ଚୋରି କରିଥାନ୍ତି।ଫଳରେ ଘରର ଆର୍ଥିକ ଅବସ୍ଥା ବିଗିଡି ଯାଇଥାଏ।ତେଣୁ ଏହିଭଳି ଝିଅ ମାନଙ୍କୁ କେବେ ମଧ୍ୟ ବିବାହ କରିବା ଉଚିତ ନୁହେଁ।ଏହାପରେ ହେଉଛି ଧର୍ମକୁ ମାନୁ ନଥିବା ଝିଅ।ଯେଉଁ ଝିଅ ମାନେ ଧର୍ମକୁ ମାନନ୍ତି ନାହିଁ ସେହିଭଳି ଝିଅ ମାନଙ୍କୁ ବିବାହ କରିବା ଫଳରେ ଘରେ ସର୍ବଦା ଅଶାନ୍ତି ଲାଗି ରହିଥାଏ।ଘରେ ସର୍ବଦା କଳି କଜିଆ ଲାଗି ରହିଥାଏ।ତେଣୁ ଏହିଭଳି ଝିଅ ମାନଙ୍କୁ ବିବାହ କରିବା ଉଚିତ ନୁହେଁ।

ଏହାପରେ ହେଉଛନ୍ତି ରାଗି ସ୍ୱଭାବର ନାରୀ।ଯେଉଁ ଝିଅମାନେ ଅଧିକ ରାଗି ସ୍ୱଭାବର ହୋଇଥାନ୍ତି ସେମାନଙ୍କୁ କେବେ ମଧ୍ୟ ବିବାହ କରନ୍ତୁ ନାହିଁ।କାରଣ ଯେଉଁ ଝିଅମାନେ ଅଧିକ ରାଗି ସ୍ୱଭାବର ହୋଇଥାନ୍ତି ସେମାନେ କେବେ ମଧ୍ୟ ନିଜର ଭୁଲକୁ ସ୍ବୀକାର କରନ୍ତି ନାହିଁ ଫଳରେ ଘରେ ସର୍ବଦା ଅଶାନ୍ତି ଲାଗି ରହିଥାଏ।ତେଣୁ ଏହି ସବୁ ସ୍ୱଭାବର ଝିଅମାନଙ୍କୁ ବିବାହ କରିବା ମୂର୍ଖାମିର ପରିଚୟ ହୋଇଥାଏ।ଶାସ୍ତ୍ର ଅନୁସାରେ ନାରୀମାନଙ୍କ ପାଦରେ ମାତା ଲକ୍ଷ୍ମୀଙ୍କର ପାଦ ରହିଥାଏ।ତେଣୁ ନାରୀଙ୍କ ପାଦ ଛୁଇଁ କୌଣସି କାର୍ଯ୍ୟ କରିବା ଦ୍ୱାରା ସେହି ସମସ୍ତ କାର୍ଯ୍ୟ ସଫଳ ହୋଇଥାଏ।

Leave a Reply

Your email address will not be published. Required fields are marked *