ବିବାଦୀୟ ସମୟରେ ଆସିଲା ଟାଟୁ ଗୀତ,Daitari Panda ଗାଇଲେ ନୂଆ ଗୀତ ତୋ ଅ ଜାଗାରେ ଟାଟୁ,ଶୁଣିଲେ ଆପଣ କହିବେ ଏ କଣ..

Spread the love

ତେବେ ଆଜିକାଲି ସମାଜରେ ଅନେକ ପ୍ରକାରର ଖରାପ ଜିନିଷ ଦେଖିବାକୁ ମିଳୁଛି।ଯେପରି ଆଜିକାଲିର ଝିଅ ମାନେ ଅନେକ ପ୍ରକାରର ଅଶ୍ଳୀଳ ଅବସ୍ଥାରେ ଲୋକ ମାନଙ୍କ ସମ୍ମୁଖକୁ ଆସୁଛନ୍ତି।ତେବେ ଏହା ହେଉଛି ଏକ ବହୁତ ବଡ଼ ଲଜ୍ୟାର ବିଷୟ।ଆଜିକାଲି ଅନେକ ଝିଅ ଏପରି ଭାବରେ ଜନତାଙ୍କ ସମ୍ମୁଖକୁ ଆସୁଛନ୍ତି ଯାହା ଆପଣ ଦେଖିଲେ ଆପଣଙ୍କୁ ନିଜକୁ ଖରାପ ଲାଗିବ।ତେବେ ସେ ଯାହା ବି ହେଉ ଆଜିକାଲି ଅନେକ ଝିଅ ମାନେ ଏପରି ସ୍ଥାନରେ ଚିତା କୁଟାଉଛନ୍ତି ଯାହାକୁ ଆପଣ ଦେଖିଲେ ବିଶ୍ଵାସ କରି ପାରିବେ ନାହିଁ।

ତେବେ ଏପରି ଅନେକ ଝିଅ ଅଛନ୍ତି ଯେଉଁମାନେ ନିଜର ପେଟ ଛାତିରେ ଚିତା କୁଟାଇ ଜନତାଙ୍କ ସମ୍ମୁଖକୁ ଆସୁଛନ୍ତି ତାହା କେବଳ କିଛି ଅଧିକ ପ୍ରଶଂସା ପାଇବା ପାଇଁ।କିନ୍ତୁ ସେମାନେ ଏହା ଜାଣି ପାରୁ ନାହାଁନ୍ତି କି ସେମାନେ ଏପରି କରିବା ଫଳରେ ସେମାନେ ନିଜର ତଥା ନିଜର ପରିବାରର ମାନ ଓ ସମ୍ମାନ ହାନି କରୁଛନ୍ତି।ତେବେ ଅନେକ ଲୋକ ସେମାନଙ୍କୁ ଏପରି କରିବାକୁ ମନା କରି ସାରିଛନ୍ତି।

ଏହା ସହିତ ଅନେକ ଲୋକ ସେମାନଙ୍କୁ ଅନେକ ଚେତାବନୀ ଦେବା ପରେ ମଧ୍ୟ ସେମାନେ ନିଜର ଏପରି କାର୍ଯ୍ୟ କରିବାରୁ ନିବୃତ ହେଉ ନାହାନ୍ତି।ତେବେ ଅନେକ ଝିଅ ଏପରି ଅଛନ୍ତି ଯେଉଁମାନେ ନିଜର ଶରୀରର ଏପରି ସ୍ଥାନରେ ଚିତା କୁଟାଉଛନ୍ତି ଯାହା ବହୁତ ଲଜ୍ୟାଜନକ।କିନ୍ତୁ ସେମାନେ ଏହି ସମସ୍ତ କଥା ନମାନି ନିଜର ସେହି ସ୍ଥାନର ଚିତାକୁ ସମସ୍ତଙ୍କୁ ଦେଖାଇବାରେ ମଧ୍ୟ ନିଜର ସମୟ ନଷ୍ଟ କରୁ ନାହାନ୍ତି।

ତେବେ ଏହା ସହିତ ସେମାନଙ୍କୁ ଏପରି କରିବା ପାଇଁ ବର୍ତ୍ତମାନ ଯାତ୍ରା ଜଗତର ଖଳନାୟକ ଦୈତାରି ପଣ୍ଡା କିଛି ନୂତନ ଉପାୟ ବାହାର କରିଛନ୍ତି।ଯାହା ଫଳରେ ସେମାନେ ବର୍ତ୍ତମାନର ଯୁବପିଢିକୁ ଏପରି କରିବାରୁ ରୋକି ପାରିବେ।ଏହା ସହିତ ସେ ସେମାନଙ୍କୁ ସଚେତନ କରି ପାରିବେ।ତେବେ ଅନେକ ଝିଅ ଏପରି ଅଛନ୍ତି ଯେଉଁମାନେ ସୋସିଆଲ ମିଡ଼ିଆ ଜରିଆରେ ନିଜର ଅଶ୍ଳୀଳ ଭିଡିଓ ଛାଡ଼ିବା ପାଇଁ ମଧ୍ୟ ଟିକେ ମାତ୍ର ଲଜ୍ୟା କରୁ ନାହାନ୍ତି।

ସେମାନେ ନିଜର ଏପରି ଅନେକ ଭିଡିଓ ଜନସାଧାରଣଙ୍କ ସମ୍ମୁଖକୁ ଛାଡି ଦେଉଛନ୍ତି ଯେଉଁଥିରେ ସେମାନେ ନିଜର ବ୍ୟକ୍ତିଗତ ଜାଗାରେ କରିଥିବା ଚିତା ଦେଖାଉଛନ୍ତି।ତେବେ ଏହା ବିରୁଦ୍ଧରେ ଅନେକ ଲୋକ ସେମାନଙ୍କୁ ସଚେତନ କରିବା ପାଇଁ ବିଭିନ୍ନ ଉପାୟରେ ସେମାନେ ସେମାନଙ୍କୁ ସଚେତନ କରୁଛନ୍ତି କିନ୍ତୁ ସେମାନେ ନିଜର ଏପରି କାର୍ଯ୍ୟରେ କିଛି ବି ପରିବର୍ତ୍ତନ କରୁ ନାହାନ୍ତି।

ତେବେ ଦୈତାରି ପଣ୍ଡା ନିକଟରେ ଏକ ଗୀତ ଗାଇବାକୁ ଯାଉଛନ୍ତି।ଯାହା ମାଧ୍ୟମରେ ସେ ସାଧାରଣ ଲୋକଙ୍କୁ ସଚେତନ କରି ପାରିବେ କି ଏଭଳି କାର୍ଯ୍ୟ ନ କରିବା ପାଇଁ।କାରଣ ଏପରି କରିବା ଫଳରେ ଅନେକ ଲୋକଙ୍କ ଉପରେ ଏହାର ଅନେକ ଖରାପ ପ୍ରଭାବ ପଡୁଛି।ବିଶେଷ କରି ଛୋଟ ପିଲାମାନେ ଅନେକ ଖରାପ ରାସ୍ତାକୁ ଯାଉଛନ୍ତି।ତେବେ ଯେଉଁମାନେ ଏପରି କରୁଛନ୍ତି ସେମାନଙ୍କୁ ଏପରି ନ କରିବା ପାଇଁ ଦୈତାରି ପଣ୍ଡା ନିଜର ଏକ ଗୀତ ମାଧ୍ୟମରେ ସମସ୍ତଙ୍କୁ ସଚେତନ କରୁଛନ୍ତି।ତେବେ ଏହା ଫଳପ୍ରଦ ହେବ କି ନାହିଁ ତାହା ସମୟ କହିବ।

Leave a Reply

Your email address will not be published. Required fields are marked *