ଟାଟୁ ବାଲି ଙ୍କ ଘରେ ନିଆଁ ଲଗାଇ ମଜା ଦେଖୁଛି ଟୁକା,କେବେ କ୍ୟାମେରା ସାମ୍ନାକୁ ଆସିବେ Taato ଗାର୍ଲଙ୍କ ପୂର୍ବ ପ୍ରେମିକ ଟୁକା,କିଏ ଏହି ତୁକ ଏବେ ଜାଣିନିୟନ୍ତୁ

Spread the love

ସାଙ୍ଗମାନେ ଆଜିର ଏହି ଆର୍ଟିକିଲରେ ଆମେ ଜାଣିବା ଏକ ବିଶେଷ ଘଟଣା ବିଷୟରେ।ବର୍ବର ପ୍ରେମିକର ଫ୍ୟାସନ।ପୂର୍ବରୁ ମଧ୍ୟ ଥିଲା ଏବଂ ବାହାଘର ପରେ ମଧ୍ୟ ଶାନ୍ତିରେ ବଞ୍ଚିବାପାଇଁ ଦେଉ ନଥିଲା ପ୍ରେମିକାକୁ ଏହି ପଯେସିଭ ପ୍ରେମିକ।ଟାଟୁ ଗାର୍ଲ ନାମରେ ଦୁର୍ନାମ ମୁଣ୍ଡାଇଥିବା ସୋନାଲିଙ୍କ ଜୀବନରେ ବିଷ ଭରିଦେଇଛି ଏହି ପଜେସିଭ ପ୍ରେମିକ।ଏହି ଟୁକା ପାଇଁ ୨୦୨୦ ମସିହାରେ ଗୁଳିର ଶିକାର ହୋଇଥିଲେ ସୋନାଲି।ଏବଂ ସେ ଗୁଳିର ଶିକାର ହେବାପରେ ରାଜଧାନୀ ସମେତ ସାରା ରାଜ୍ୟରେ ଦୁର୍ନାମ ଅର୍ଜନ କରିଥିଲେ।

ନିଜ କ୍ରୋଧର ଜ୍ୱାଳାକୁ ଶାନ୍ତ କରିବାପରେ ମଧ୍ୟ ଶାନ୍ତି ପାଇନଥିଲା ଟୁକା।ଏବଂ ସୋନାଳୀର ବିବାହ ପରେ ତାଙ୍କର ହସ ଖୁସିର ଅନେକ ଫଟୋ ଦେଖି ଟୁକା ସାଇକୋ ପାଲଟି ଯାଇଥିଲା।ସୋନାଲିଙ୍କ ସହିତ ବିତାଇଥିବା ତାହାର ମୁହୂର୍ତ୍ତକୁ ଅସ୍ତ୍ର ରୂପରେ ବ୍ୟବହାର କରିଥିଲା ସ୍ୱାମୀର ବ୍ରେନ ୱାସ କରିବା ପାଇଁ।ଆଉ ତାଙ୍କ ସ୍ୱମୀଙ୍କ ବ୍ରେନ ୱାସ ପରେ ଏବେ ସେ ପାଗଳ ହୋଇଯାଇଛନ୍ତି।ଏବଂ ସେ ଏହା ଚାହୁଁଛନ୍ତି ଯେ ସ୍ତ୍ରୀ ସୋନାଲିଙ୍କ ସହିତ ସମ୍ପର୍କ ତୁଟାଇବା ପାଇଁ।

ଭୁବନେଶ୍ୱରରେ ଫ୍ୟାସନ ଡିଜାଇନ କରୁଥିବା ବେଳେ ପ୍ରେମିକଙ୍କୁ ସ୍ନମାନ ଦେବାପାଇଁ ନିଜ ଶରୀରରେ ପ୍ରେମିକର ନାମ ଟୁକା ବୋଲି ଟାଟୁ କରିଦେଇଥିଲେ।ଯାହା ଆଜି ତାଙ୍କ ଜୀବନରେ ନିଆଁ ଭରି ଦେଇଛି।ତେବେ ଯେଉଁ ପ୍ରଶ୍ନ ଉଠୁଛି ସୋନାଲିଙ୍କୁ ଚରିତ୍ରର ସାରଠିଫିକେଟ ଦେଉଥିବା ଟୁକା କେଉଁଠି ଲୁଚିକରି ବସିଛି।ସେ ଫେସବୁକ ଏବଂ ଗଣ ମାଧ୍ୟମରେ ଉଭୟଙ୍କ କାନ୍ଦ ଦେଖି ମଜା ଲୁଟୁଛି ଟୁକା।

ଭୁଲ ତ ସମସ୍ତେ କରିଥାନ୍ତି।କିନ୍ତୁ ଅତୀତରେ କରିଥିବା ଭୁଲକୁ ବର୍ତ୍ତମାନରେ ତ୍ରାହିଦେଇ ପେଟରେ ବଢୁଥିବା ଛୁଆ ଏବଂ ସୋନାଲିଙ୍କ ଉପରେ କଣ ପ୍ରତିଶୋଧ ନେବାକୁ ଚାହୁଁଛି ଏହି ଟୁକା।ନିଜର ଉଦ୍ଧତ ଚରିତ୍ର ପାଇଁ ୨୦୨୦ରେ ଜେଲ ଯାଇଥିଲା ସାଇକୋ ଟୁକା।କି ତାହାର ପ୍ରତ ଶୋଧ ନେଉଛିକି ଏବେ?ମୋହିତ ସୋନାଲି ଏବଂ ତାଙ୍କ ପରିବାରର ପ୍ରତିଷ୍ଠା ଏବେ ଧୀରେ ଧୀରେ କ୍ଷୁର୍ଣ୍ଣ ହେବାରେ ଲାଗିଛି।ଉଭୟ ଭଲ ପାଇ ବିବାହ କରିଥିଲେ କିନ୍ତୁ ବର୍ତ୍ତମାନ ଉଭୟ ଉଭୟଙ୍କ ଠାରୁ ବିଛେଦ ଚାହୁଁଛନ୍ତି।ଏବେ ପ୍ରଶ୍ନ ଆସିଛି ବାରମ୍ବାର ତଟୁକାର ନାମ ସାମ୍ନାକୁ ଆସିଥିଲେ ମଧ୍ୟ ତାକୁ କାହିଁକି ଜେରା କରାଯାଉନାହିଁ।

ଟୁକାର ଉଦେଶ୍ୟ କଣ?ସୋନାଲିଙ୍କୁ କ୍ୟାରେକ୍ଟର ସାରଠିଫିକେଟ ଦେବା ନା ଉଭୟଙ୍କୁ ବିଛେଦ କରାଇବା।ନା ସୋନାଲିଙ୍କ ଘର ଭାଙ୍ଗିବା।ତେବେ ଟୁକାର ମାନସିକତା କଣ ତାହା ଜାଣିବା କାଠିକର ପାଠ ହୋଇଛି।ଟୁକା କେବେ ସାମ୍ନାକୁ ଆସିବ ନା ପଛରେ ଲୁଚି ସୋସିଆଲ ମିଡିଆରେ ନିଜର ମତ ଦେବ।କଥା ଆଉ ଏମିତି ନୁହେଁ ତ ତଦନ୍ତ ଭୟରେ ଲୁଚି ରହିଛି ସାଇକୋ ପେସେଣ୍ଟ ଟୁକା।ସାଇକୋ ଟୁକା କେବେ ସାମ୍ନାକୁ ଆସିବ ନା ସୋସିଆଲ ମିଡିଆରେ ନିଜର ମଜା ଉଡାଇବ ତାହା ତ ପରବର୍ତ୍ତି ସମୟରେ ଜଣାପଡିବ।

Leave a Reply

Your email address will not be published. Required fields are marked *