ଦୈତାରି ପଣ୍ଡାଙ୍କ ପ୍ରେମ ଗୁମର ଜାଣିଲେ ଆପଣ ମଧ୍ୟ ହେବେ ଆଶ୍ଚର୍ଯ୍ୟ,କୁଆଡେ ଗଲେ ତାଙ୍କ ପ୍ରଥମ ସ୍ତ୍ରୀ Lata Mondal,କାହିଁକି ତାଙ୍କୁ ଧୋକା ଦେଲେ ଦୈତାରୀ

Spread the love

ତେବେ ଆମେ ସମସ୍ତେ ଦୈତାରି ପଣ୍ଡାଙ୍କୁ ବହୁତ ଭଲ ଭାବରେ ଜାଣୁ।ଏହି ଅଭିନେତା ଜଣଙ୍କ ଯାତ୍ରା ଦୁନିଆରେ ନିଜର ଏକ ସ୍ଵତନ୍ତ୍ର ପରିଚୟ ସୃଷ୍ଟି କରିବାରେ ସଫଳ ହୋଇ ପାରିଛନ୍ତି।ତେବେ ଏହି ଅଭିନେତା ଜଣଙ୍କ ନିଜର ଅଭିନୟ ପାଇଁ ଅନେକ ଲୋକଙ୍କ ପାଖରେ ନିଜର ଏକ ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିବାରେ ସଫଳ ହୋଇ ପାରିଛନ୍ତି।ତେବେ ଏହି ଅଭିନେତା ଜଣଙ୍କ ନିଜର ଅଭିନୟ ଦ୍ୱାରା ଅନେକ ସମ୍ମାନ ଅର୍ଜନ କରିବାରେ ସଫଳ ହୋଇ ପାରିଛନ୍ତି।

ଏହା ସହିତ ଏହି ଅଭିନେତାଙ୍କ ଜୀବନରେ ଅନେକ ସମସ୍ୟା ମଧ୍ୟ ରହିଛି।ତେବେ ଏହି ଅଭିନେତାଙ୍କ ବିବାହ ହୋଇ ସାରିବା ପରେ ମଧ୍ୟ ସେ ଦିତୀୟ ବିବାହ କରିଥିଲେ।ଯାହା ତାଙ୍କୁ ଏହି ସମସ୍ୟା ମଧ୍ୟକୁ ଟାଣି ନେଇଥିଲା।ତେବେ ସେ ପୂର୍ବରୁ ବିବାହିତ ଥିଲେ ମଧ୍ୟ ଲତା ମଣ୍ଡଳଙ୍କୁ ବିବାହ କରିଥିଲେ।ତେବେ ଲତା ମଣ୍ଡଳ ହେଉଛନ୍ତି ତାରିଣୀ ଗଣନାଟ୍ୟର ଏକ ବହୁତ ଭଲ ଅଭିନେତ୍ରୀ।

ଏହା ସହିତ ଏହି ଅଭିନେତ୍ରୀ ଜଣଙ୍କ ନିଜର ଅଭିନୟ ପାଇଁ ନିଜର ଏକ ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିବାରେ ସଫଳ ହୋଇ ପାରିଛନ୍ତି।ଏହି ଅଭିନେତ୍ରୀଙ୍କ ଅଭିନୟ ବାସ୍ତବରେ ସେହି ସମୟରେ ଅନେକ ଦର୍ଶକ ମାନଙ୍କ ପ୍ରିୟ ଅଟେ।ତେବେ ଲତା ମଣ୍ଡଳ ନିକଟରେ ଏକ ସାକ୍ଷାତକାରରେ କହିଥିଲେ କି ଦୈତାରି ପଣ୍ଡାଙ୍କ ସହିତ ତାଙ୍କର ସମ୍ପର୍କରେ ଯାତ୍ରାରେ ଅଭିନୟ କରିବା ସମୟରେ ହିଁ ଆରମ୍ଭ ହୋଇଥିଲା।

ଏହା ସହିତ ସେମାନେ ପରସ୍ପରକୁ ଅନେକ ସମୟ ଭଲ ପାଇବା ପରେ ଶେଷରେ ବିବାହ କରିବାକୁ ନିଷ୍ପତି ନେଇଥିଲେ।ଏହା ସହିତ ସେମାନେ ପରସ୍ପରକୁ ବିବାହ କରିବା ପରେ ସେମାନଙ୍କ ମାଧ୍ୟମରେ ଆରମ୍ଭ ହୋଇଥିଲା କଳହ।ସେମାନଙ୍କ ମଧ୍ୟରେ ବାରମ୍ବାର କଳହ ଲାଗି ରହିବା କାରଣରୁ ସେମାନେ ଶେଷରେ ପରସ୍ପରଠାରୁ ଅଲଗା ହୋଇ ଯାଇଥିଲେ।

ତେବେ ଏହି ସମସ୍ତ ଘଟଣା ପରେ ଶେଷରେ ଦୈତାରି ପଣ୍ଡା ଲତାଙ୍କ ପାଖରୁ ଦୂରେଇ ଯାଇଥିଲେ।ଏହିପରି ଭାବରେ ସେମାନଙ୍କ ବିବାହ ବିଚ୍ଛେଦ ହୋଇ ଯାଇଥିଲା।ତେବେ ଏହି ଅଭିନେତା ଓ ଅଭିନେତ୍ରୀଙ୍କ ପରସ୍ପର ପ୍ରତି ଅନେକ ଭଲ ପାଇବା ରହିଥିଲେ ମଧ୍ୟ ସେମାନେ ପରସ୍ପର ପାଖରୁ ଶେଷରେ ଅଲଗା ହୋଇ ଯାଇଥିଲେ।

ତେବେ ସୂଚନା ଅନୁସାରେ ଲତା କହିଛନ୍ତି କି ସେ ଏବେ ମଧ୍ୟ ଦୈତାରି ପଣ୍ଡାଙ୍କୁ ଅନେକ ଭଲ ପାଇଥାନ୍ତି।ଏହା ସହିତ ସେ କହିଛନ୍ତି କି ସେମାନେ ଅଲଗା ହେବା ପରେ ମଧ୍ୟ ପରସ୍ପରକୁ ଅଧିକ ଭଲ ପାଆନ୍ତି ବୋଲି କହିଛନ୍ତି।ତେବେ ସୂଚନା ଅନୁସାରେ ଦୈତାରି ପଣ୍ଡା ଓ ଲତାଙ୍କ ଏକ ପୁଅ ଅଛି।ଏହି ପୁଅର ବ୍ରତଘର ନିକଟରେ ଶେଷ ହୋଇଥିଲା।

ତେବେ ଏହି ବ୍ରତଘରରେ ଉପସ୍ଥିତ ହେବା ପାଇଁ ଲତା ଦୈତାରି ପଣ୍ଡାଙ୍କ ପାଖକୁ ଖବର ପଠାଇଥିଲେ।କିନ୍ତୁ ଏହା ପରେ ମଧ୍ୟ ଦୈତାରି ନିଜେ ନିଜର କୌଣସି କାର୍ଯ୍ୟ ଅଛି ବୋଲି କହି ସେହି ବ୍ରତଘରରେ ଉପସ୍ଥିତ ରହି ନଥିଲେ।ଯାହା ଫଳରେ ତାଙ୍କର ପତ୍ନୀ ଲତା ମଧ୍ୟ ଅନେକ ଅସନ୍ତୋଷ ପ୍ରକାଶ କରିଥିଲେ।ଏହା ସହିତ ସେ କହିଛନ୍ତି କି ସେମାନେ ଆଉ କେବେ ମଧ୍ୟ ଆଗକୁ ଏକାଠି ହେବେ ନାହିଁ।

Leave a Reply

Your email address will not be published. Required fields are marked *