ବିବାହ ପରେ Ledies ମାନେ କାହିଁକି ମୋଟାପା (Fat) ହେଇଯାଏ ,ଏହି କାରଣ ଆପଣ କେବେ ଭାବି ନଥିବେ ମଧ୍ୟ

Spread the love

ଶରୀରରେ ମେଦ ବହୁଳତା ବୃଦ୍ଧି କେବଳ ଆପଣଂକ ଶରୀରର ସୌନ୍ଦର୍ଯ୍ୟକୁ ନଷ୍ଟ କରେ ନାହିଁ, ସ୍ୱାସ୍ଥ୍ୟ ଦୃଷ୍ଟିରୁ ଏହା ମଧ୍ୟ ବିପଦ ଜନକ ଅଟେ।ଓଜନ ବଢିବାର ବହୁତ କାରଣ ଅଛି।ଯେପରିକି ଭୁଲ ଖାଦ୍ୟ ପେୟ ,ଶୋଇବାରେ ଅସୁବିଧା ହେବା କିମ୍ବା ବହୁତ ମାତ୍ରାରେ ଜଙ୍କଫୁଡର ସେବନ କରିବା।ଏହା ସହ ମେଦ ବହୁଳତା ବୃଦ୍ଧି ପାଇଁ ହରମୋନ ମଧ୍ୟ ଦାୟୀ ଅଟେ।ବନ୍ଧୁମାନେ ମହିଳା ମାନଙ୍କର ଓଜନ ବଢିବାର ଏକ ପ୍ରମୁଖ କାରଣ ହେଉଛି ହରମୋନ ପରିବର୍ତ୍ତନ।ବିବାହ ପରେ ନାରୀ ମାନଙ୍କ ଶରୀରରେ ଅନେକ ହରମୋନର ପରିବର୍ତ୍ତନ ଆସେ।ଏହା ସମ୍ବନ୍ଧ ବନାଇବା ଯୋଗୁଁ ହୋଇଥାଏ।ଆଜି ଆମେ ଜାଣିବା ଏହି ହରମୋନ ପରିବର୍ତ୍ତନ ଯୋଗୁଁ ନାରୀ ଶରୀରରେ କଣ ହୁଏ।

ସାଙ୍ଗମାନେ ମହିଳା ମାନଙ୍କ ଗର୍ଭଧାରଣ ପିଏମଏସ, ମେନପୋଚ ଏବଂ ଚାପ ପରି ଅନେକ ଜିନିଷ ଅଛି।ଯାହା ପୁରୁଷଙ୍କ ଅପେକ୍ଷା ସେମାନଙ୍କ ଓଜନ ଅଧିକା ବଢ଼ାଇଥାଏ।ଯଦି ଆପଣଂକର ହରମୋନ ଗୁଡିକ ଖରାପ ହୋଇଯାଏ ତେବେ ବ୍ୟାୟାମ ଏବଂ ଡାଇଟିଂ ସହ ଓଜନ କମାଇବା ବି କଷ୍ଟକର ଅଟେ।ଯଦି ଆପଣ ଓଜନ କମାଇବାକୁ ଚାହୁଁଛନ୍ତି ତେବେ ହରମୋନକୁ ସନ୍ତୁଳିତ ରଖିବା ପାଇଁ ଚେଷ୍ଟା କରନ୍ତୁ।କିପରି ହରମୋନ କଣ୍ଟ୍ରୋଲରେ ରଖି ଓଜନ କମାଇପାରିବେ ସେହି ବିଷୟରେ ଆସନ୍ତୁ ଜାଣିବା।

୧. ଇନସୁଲିନ:- ଆପଣଙ୍କ ଶରୀରରେ ଗ୍ଲୁକୋଜ ବହନ କରିବା ପାଇଁ ଇନସୁଲିନ କାର୍ଯ୍ୟ କରିଥାଏ।ଏହି କାରଣରୁ ଆପଣ ଶକ୍ତିଶାଳୀ ଅନୁଭବ କରନ୍ତି।ଯଦି ଶରୀରରେ ଇନ୍ସୁଲିନର ସ୍ତର ବଢେ ତେବେ ଓଜନ ବଢିଥାଏ।ଏହା ଦ୍ଵାରା ଡାଇବେଟିସ ହେବାର ଆଶଙ୍କା ମଧ୍ୟ ଥାଏ।ଚିନି ସମେତ ଅତ୍ୟଧିକ ମଦ୍ୟପାନ ଏବଂ ମିଠା ଜିନିଷ ଇନସୁଲିନ ସ୍ତର ବଢାଇବାରେ ସାହାଯ୍ୟ କରେ। ଯଦି ଆପଣ ନିଜ ଶରୀରରେ ଇନସୁଲିନ ସ୍ତର ହ୍ରାସ କରିବାକୁ ଚାହୁଁଛନ୍ତି ତେବେ ପ୍ରଥମେ ଏହି ଜିନିଷ ଗ୍ରହଣ କରିବା କମାନ୍ତୁ।

୨. ଟେଷ୍ଟଷ୍ଟିରନ:- ପୁରୁଷଙ୍କ ଅପେକ୍ଷା ମହିଳାଙ୍କ ଟେଷ୍ଟଷ୍ଟିରନ କମ ଥାଏ।ଏହା ଚର୍ବି ହ୍ରାସ କରିବା ପାଇଁ କାର୍ଯ୍ୟ କରେ। ମାଂସପେଶୀ ଏବଂ ହାଡ଼କୁ ମଧ୍ୟ ମଝଭୁତ କରିଥାଏ।ଏହା ସହିତ ଉତ୍ସାହକୁ ବଢ଼ାଇଥାଏ।ମହିଳା ମାନଙ୍କ ଠାରେ ଡିମ୍ଵାଣୁ ଏହି ହରମୋନ ମୁକ୍ତ କରନ୍ତି।ମାତ୍ର ବୟସ ଏବଂ ଚାପ ବଢିବା କାରଣରୁ ହରମୋନ ସ୍ତର କମିଯାଏ।ଏହା ଦ୍ଵାରା ଶରୀର ମୋଟା ହୋଇଯାଏ।

୩.କଟ୍ରିସଲ:- ଆପଣ ଯେତେବେଳେ ରାଗି ଯାଆନ୍ତି କିମ୍ବା ଅବସାଦ ଗ୍ରସ୍ତ ହୁଅନ୍ତି ତେବେ ଏହା ଆପଣଙ୍କ ଶରୀରକୁ ବହୁତ କ୍ଷତି ପଂହଚାଇଥାଏ।ଏହା ମଧ୍ୟ ଆପଣଙ୍କ ଓଜନ ବଢ଼ାଇଥାଏ।ଏହା କଟ୍ରିସଲ ପାଇଁ ଦାୟୀ ଯାହା ଏକ ଷ୍ଟ୍ରେରଏଡ଼ ହରମୋନ ଅଟେ।ଯେବେ ଏହାର ସ୍ତର ବଢେ ଆମେ ବାରମ୍ବାର ଭୋକିଲା ହୋଇଥାଉ।ଏହାକୁ ଯୋଗ ଏବଂ ବ୍ୟାୟାମ ମାଧ୍ୟମରେ ନିୟନ୍ତ୍ରଣ କରିପାରିବେ।

୪.ଇଷ୍ଟ୍ରୋଜେନ:- ମହିଳା ମାନଙ୍କ ପାଖରେ ଇଷ୍ଟ୍ରୋଜେନ ହରମୋନ ଥାଏ।ଆପଣଙ୍କ ପାଖରେ ଉଚ୍ଚ କିମ୍ବା କମ ସ୍ତର ଏହାର ଥିଲେ ବି ମେଦ ବହୁଳତା ବୃଦ୍ଧି ପାଇପାରେ।ରକ୍ତରେ ଚିନିର ମାତ୍ରା ବଢିବା ଫଳରେ ଓଜନ ବଢିଥାଏ।

୫.ପ୍ରୋଜେଷ୍ଟେରନ:- ସଠିକ ଅଭିବୃଦ୍ଧି ଏବଂ ସୁସ୍ତ ଶରୀର ନିମନ୍ତେ ପ୍ରୋଜେଷ୍ଟେରନ ଏବଂ ଇଷ୍ଟ୍ରୋଜେନର ସନ୍ତୁଳନ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ଅଟେ।

୬.ଥାଇରଏଡ଼:- ଶରୀରରେ ଥିବା ଥାଇରଏଡ଼ ଗ୍ରନ୍ଥି ଟି ଥ୍ରୀ , ଟି ଫୋର ଏବଂ ଟାନସିଲନ ମୁକ୍ତ କରିଥାଏ।ଏହା ସହିତ ଆମ ଶରୀରରେ ନିଦ ଏବଂ ମେଟାବୋଲିଯିମ ମଧ୍ୟ ନିୟନ୍ତ୍ରଣ କରିଥାଏ। ଯଦି ଏହା ଠିକ ଭାବେ ଉତ୍ପତ୍ତି ହୁଏନି ତେବେ ହାଇପୋଥାଡିଯିମ ହୋଇଥାଏ।
ଏହାର ଲକ୍ଷଣ:- କୋଷ୍ଠ କାଠିନ୍ୟ, ଥକା ଏବଂ ଉଦାସୀନତା। ଏହି କାରଣରୁ ଶରୀରର ଓଜନ ବି ବଢିଥାଏ।କାରଣ ହରମୋନର ଅଭାବ ମେଟାବୋଲିଯିମକୁ ଧୀର କରିଥାଏ। ତେବେ ଏହା କେମିତି ଲାଗିଲା ଆମକୁ ନିଶ୍ଚୟ ଜଣାଇବେ।

Leave a Reply

Your email address will not be published. Required fields are marked *