ହିରୋଇନ ଅନିଶା ତାଙ୍କ ଝିଅକୁ ଦେଲେ ଏକ ସୁନ୍ଦର Gift,ଦାମ ଜାଣିଲେ ଆପଣ ମଧ୍ୟ କହିବେ Baap ରେ ଏତେ ଟଙ୍କା..

Spread the love

ସାଙ୍ଗମାନେ ଆପଣ ମାନେ ତ ଓଡ଼ିଆ ଫିଲ୍ମ ଓ ଧାରାବାହିକ ନିଶ୍ଚୟ ଭାବରେ ଦେଖୁଥିବେ।ଆପଣ ମାନଙ୍କୁ ତାହା ନିଶ୍ଚିତ ଭାବରେ ପସନ୍ଦ ଆସୁଥିବ।ଯଦି ଆପଣ ଧାରାବାହିକ ଦେଖୁଥିବେ ତ ନିଶ୍ଚୟ ଅନିଶାଙ୍କୁ ଜାଣିଥିବେ।ସେ ଓଡ଼ିଆ ଧାରାବାହିକ ଓ ଫିଲ୍ମ ଜଗତରେ ଏକ ସୁପ୍ରସିଦ୍ଧ କଳାକାର।ତାଙ୍କ ଅଭିନୀତ ସିରିଏଲ ଓ ଫିଲ୍ମ ମାନ ଦର୍ଶକ ମାନଙ୍କୁ ବେଶ ପସନ୍ଦ ଆସିଥାଏ।ତରଙ୍ଗ ଟିଭିରେ ତାଙ୍କର ଅନେକ ଗୁଡ଼ିଏ ସିରିଏଲ ପ୍ରସାରିତ ହେଉଛି।ସାଙ୍ଗମାନେ ସେ ତାଙ୍କ ପରିଶ୍ରମ ବଳରେ ଆଜି ଏତେ ବାଟ ଯାଏ ପହଞ୍ଚି ପାରିଛନ୍ତି।ତେବେ ସେ ଶୁଭାଶିଷଙ୍କୁ ଭଲ ପାଇ ବିବାହ ମଧ୍ୟ କରିଛନ୍ତି।ସେ ଦୁଇ ଜଣଙ୍କ ପ୍ରେମ ସମ୍ପର୍କ ସୁଟିଙ୍ଗ ସେଟରୁ ହିଁ ଗଢି ଉଠିଥିଲା।

ସାଙ୍ଗମାନେ ପିଲାବେଳୁ ହିଁ ତାଙ୍କର ଅଭିନୟ ପ୍ରତି ବହୁତ ଆଗ୍ରହ ରହିଥିଲା।ତାଙ୍କ ଅଭିନୟକୁ ଦର୍ଶକ ମାନେ ବହୁତ ପସନ୍ଦ କରିଥାନ୍ତି।ତାଙ୍କ ସିରିଏଲ ଗୁଡ଼ିକ ଦର୍ଶକ ମାନଙ୍କ ଭିତରେ ଏକ ଅଲଗା ସ୍ଥାନ ସୃଷ୍ଟି କରିଛି।ସେ ତାଙ୍କ ଅଭିନୟ ପାଇଁ ବହୁତ ଆୱାର୍ଡ଼ ଜିତିଛନ୍ତି।ତେବେ ସେ ତାଙ୍କ ପରିବାରର ସମସ୍ତ ଖୁସିର ମୁହୂର୍ତ୍ତ ମାନଙ୍କୁ ତାଙ୍କ ଫ୍ୟାନ ମାନଙ୍କ ଭିତରେ ସେୟାର କରିଥାନ୍ତି।

ତେବେ ଆଜି ମୁଁ ଆପଣ ମାନଙ୍କୁ କହିବି ଯେ ସେ କିପରି ତାଙ୍କ ଝିଅକୁ ତାର ଜନ୍ମଦିନରେ ଉପହାର ଦେଲେ ଓ ସେଲିବ୍ରେଟ କଲେ।ସାଙ୍ଗମାନେ ଆପଣମାନେ ଅନିଶାଙ୍କୁ ଭଲ ଭାବେ ଜାଣିଥିବେ।ସେ ଓଲିଉଡ ଫିଲ୍ମ ଇଣ୍ଡଷ୍ଟ୍ରିରେ ବହୁତ ସାରା ସିନେମା ଓ ଧାରାବାହିକ କରି ବହୁତ ଚର୍ଚ୍ଚାରେ ଅଛନ୍ତି।ଓଡ଼ିଶାରେ ତାଙ୍କର ଫ୍ୟାନ ବେସ ବହୁତ ବଡ଼।

ଯାହା ଆପଣ ଭାବି ନଥିବେ।ତାଙ୍କୁ ଆପଣ ବହୁତ ଚଳଚିତ୍ରରେ ଅଭିନୟ କରୁଥିବାର ଦେଖିଥିବେ।ତେବେ ତାଙ୍କ କୁନି ଝିଅକୁ କଣ ଗିଫ୍ଟ ଦେଲେ ଅନିଶା।ଏହା ଜାଣିବା ପାଇଁ ଆପଣ ମାନେ ତ ନିହାତି ଭାବେ ଇଚ୍ଛା ପ୍ରକାଶ କରୁଥିବେ ଏବଂ ଅନିଶା ନିଜେ ଏହି କଥାକୁ ତାଙ୍କ ଫ୍ୟାନ ମାନଙ୍କୁ ସେୟାର କରିଛନ୍ତି।ଆପଣ ମାନେ ତାଙ୍କ କୁନି ଝିଅକୁ ତ ଦେଖିଥିବେ।

ଏହି କିଛି ମାସ ତଳେ ଅନିଶା ମା ହୋଇଥିଲେ ଓ ତାଙ୍କର ଏକ ଝିଅ ହୋଇଥିଲା।ସେ ତାଙ୍କ କୁନି ଝିଅକୁ ସୁନାରେ ପ୍ରସ୍ତୁତ ଏକ ମିନି ବ୍ରେସଲେଟ ଉପହାରରେ ଦେଇଥିଲେ।ଯେଉଁଟାକି ସେ ତାଙ୍କ ଫ୍ୟାନ ମାନଙ୍କ ସହ ସେୟାର କରିଥିଲେ।ତେବେ ଅନିଶା ତାଙ୍କ ସୋସିଆଲ ମିଡ଼ିଆ ଆକାଉଣ୍ଟରେ ଏହି ଫଟୋକୁ ପୋଷ୍ଟ କରି ଲେଖିଛନ୍ତି ମାମସ ଗିଫ୍ଟ ଟୁ ବିୟୋନା।ତେବେ କହିରଖୁ କି ଏହି ଗିଫ୍ଟ ତା ଟଙ୍କାରେ ମୂଲ୍ୟ କମ ହେଇପାରେ ହେଲେ ମା ର ପ୍ରଥମ ଗିଫ୍ଟ ଝିଅ ପାଇଁ ସତରେ ଖୁବ ଦାମୀ ଅଟେ

ତେବେ ଅନିଶା ଓ ସୁବାସିସ ଙ୍କର କୁନି ଝିଅର ନାମ ବୀୟୋନା।ଆମେ ପୂର୍ବରୁ ମଧ୍ୟ ଏହି କଥା କହିଥିଲୁ।ଆପଣ ମାନେ ତ ଜାଣିଥିବେ ଦେଖିଥିବେ।ତେବେ ଆପଣ ମାନଙ୍କୁ ଅନିଶା ଓ ଶୁଭାଶିଷ କେମିତି ଲାଗନ୍ତି,ତାଙ୍କ ଯୋଡ଼ି କେମିତି ଲାଗେ ଓ ତାଙ୍କ କୁନି ବେବି କେମିତି ଲାଗୁଛି ମୋତେ ନିଶ୍ଚୟ କହିବେ।

Leave a Reply

Your email address will not be published. Required fields are marked *