ସବ୍ୟସାଚୀ କାହିଁକି ନିଜ ପ୍ରଥମ ସ୍ତ୍ରୀ Seema Mishra ଙ୍କୁ ଛାଡ଼ପତ୍ର ଦେଲେ ?ସବ୍ୟଙ୍କ ବାପା କହିଲେ ଏହାର ଅସଲ ସତ୍ୟତା,ଜାଣିଲେ ଆପଣ ମଧ୍ୟ ଦୁଃଖ ପ୍ରକାଶ କରିବେ

Spread the love

ଓଲିଉଡ ଫିଲ୍ମ ଇଣ୍ଡଷ୍ଟ୍ରିର ବହୁତ ଚର୍ଚ୍ଚିତ ଓ ଜଣା ଶୁଣା ଯୋଡ଼ି ଅର୍ଚ୍ଚିତା ସାହୁ ଏବଂ ସବ୍ୟସାଚୀ ମିଶ୍ରଙ୍କର ଆଜି ହେଉଛି ବାହାଘର।ତେବେ ଓଡିଶାରେ ନୁହେଁ ଓଡ଼ିଶା ବାହାରେ ମାନେ ରାଜସ୍ଥାନରେ ପଡିବ ସବ୍ୟ ଏବଂ ଅର୍ଚ୍ଚିତାଙ୍କର ହାତ ଗଣ୍ଠି।କିଛି ଦିନ ପୂର୍ବରୁ ଅର୍ଚ୍ଚିତା ଓ ସବ୍ୟସାଚୀ ବିବାହ ବନ୍ଧନରେ ବାନ୍ଧି ହୋଇ ସାରିଥିଲେ।ସେମାନେ ଆଇନଗତ ବିବାହ କରିଥିଲେ ଏବଂ ଏ କଥା ଖୁବ କମ ଜଣଙ୍କୁ ଜଣା ଥିଲା।ତେବେ ଅପେକ୍ଷା ଥିଲା କେବଳ ଅଫିସିଆଲ ଘୋଷଣାକୁ।

ଯୋଉଟା କାଲି ସବ୍ୟସାଚୀ ଓ ଅର୍ଚ୍ଚିତା ନିଜ ସୋସିଆଲ ମିଡ଼ିଆ ଆକାଉଣ୍ଟରେ ପୋଷ୍ଟ କରି ଜଣାଇଥିଲେ କି ସେମାନେ ଆଜି ବିବାହ ବନ୍ଧନରେ ବାନ୍ଧି ହେବାକୁ ଯାଉଛନ୍ତି।ତେବେ ସବ୍ୟ ଓ ଅର୍ଚ୍ଚିତାଙ୍କ ବିବାହକୁ ନେଇ ବହୁତ ପ୍ରଶଂସକ ଖୁସି ମଧ୍ୟ ଅଛନ୍ତି।ଏହାକୁ ନେଇ ଦୁଇ ଜଣ ସୋସିଆଲ ମିଡିଆରେ ବହୁତ କିଛି ସ୍ମୃତି ସେୟାର କରିଛନ୍ତି।କିନ୍ତୁ ଅନ୍ୟ ପଟେ ଯଦି ଆମେ ଦେଖିବା କିଛି ଭିନ୍ନ ପ୍ରତିକ୍ରିୟା ମଧ୍ୟ ସାମ୍ନାକୁ ଆସିଛି। l

ତାର କାରଣ କିଛି ଅଲଗା। ତାର କାରଣ ଯୋଡ଼ି ରହିଛି ସବ୍ୟସାଚୀଙ୍କ ପ୍ରଥମ ସ୍ତ୍ରୀ ଙ୍କୁ ଯେଉଁ ଛାଡ଼ ପତ୍ର ଦେଇଥିଲେ ତା ସହ।ତେବେ କାହିଁକି ସବ୍ୟସାଚୀ ତାଙ୍କ ସ୍ତ୍ରୀଙ୍କୁ ଛାଡ ପତ୍ର ଦେଇଥିଲେ।କଣ ଥିଲା କାରଣ ସେଥିରେ ଅର୍ଚ୍ଚିତାଙ୍କର ହାତ ଅଛି କି? ସବ୍ୟ ଓ ଅର୍ଚ୍ଚିତା ପରସ୍ପରକୁ ଜୀବନ ସାଥୀ ଭାବେ ପାଇ ବେସ ଖୁସି ଅଛନ୍ତି।କିନ୍ତୁ ଅନ୍ୟ ପଟେ ଏ ନେଇ କିଛି ପ୍ରତିକ୍ରିୟା ଆସିଛି।

ବହୁତ ଜଣ ଶୁଭକାମନା ଜଣାଉଥିଲେ ମଧ୍ୟ କିଛି ବୁଦ୍ଧିଜୀବି ତାକୁ ନେଇ ପ୍ରଶ୍ନ ଉଠେଉଛନ୍ତି କି କାହିଁକି ସବ୍ୟ ତାଙ୍କ ପ୍ରଥମ ସ୍ତ୍ରୀଙ୍କୁ ଛାଡପତ୍ର ଦେଇଥିଲେ।ଆଗରୁ ଅର୍ଚ୍ଚିତା ଓ ସବ୍ୟସାଚୀଙ୍କ ପ୍ରେମ ସମ୍ପର୍କ ରେ ମଧ୍ୟ ବହୁତ ଚର୍ଚ୍ଚିତ ହୋଇଥିଲା। ପ୍ରଥମେ ସେ ଗଣ ମାଧ୍ୟମ ଆଗରେ ମନା କରିଥିଲେ କି ଆମ ମଧ୍ୟରେ କୌଣସି ସମ୍ପର୍କ ନାହିଁ।

ଏହା ସତ କି ମିଛ କିଛି ଜଣା ନଥିଲାସବ୍ୟସାଚୀ ଯେତେ ବେଳେ ଇଞ୍ଜିନିୟରିଂ ପାଠ ପଢୁଥିଲେ ସେତେବେଳେ ତାଙ୍କର ଦେଖା ହୋଇଥିଲା ସୀମା ମିଶ୍ରଙ୍କ ସହିତ। ତା ପରେ ଆସ୍ତେ ଆସ୍ତେ ପ୍ରେମ ସମ୍ପର୍କ ଗଢ଼ି ଉଠିଥିଲା ଏବଂ ସେମାନେ ବିବାହ ବନ୍ଧନରେ ବାନ୍ଧି ହୋଇଥିଲେ।କିଛି ଦିନ ଠିକ ଚାଲିବା ପରେ ସବ୍ୟ ଓ ସିମାଙ୍କ ସମ୍ପର୍କରେ ଫାଟ ଦେଖା ଦେଇଥିଲା।

ଉଭୟଙ୍କର ଛାଡ଼ପତ୍ର ଯାଏ କଥା ଯାଇଥିଲା ଏବଂ ପରିଶେଷରେ ଛାଡ଼ ପତ୍ର ମଧ୍ୟ ହୋଇଥିଲା।ତେବେ ତାର ସମ୍ପର୍କ ମଧ୍ୟ ସବ୍ୟସାଚୀ ଏବେ ଯାଏ କହି ନାହାନ୍ତି।ଗଣ ମାଧ୍ୟମରୁ ମଧ୍ୟ ତାଙ୍କୁ କିଛି ପ୍ରଶ୍ନ ପଚାରିଥିଲେ।ସେପଟେ ସବ୍ୟଙ୍କ ବାପା ଏକ ସାକ୍ଷାତକାରରେ କହିଥିଲେ କି ସବ୍ୟ ଏବଂ ଅର୍ଚ୍ଚିତାଙ୍କ ସମ୍ପର୍କକୁ ନେଇ ସିମାଙ୍କୁ ଛାଡ଼ ପତ୍ର ଦିଆ ଯାଇଥିଲା।ତେବେ ଏ କଥାର ସତ୍ୟତା ମଧ୍ୟ ସାମ୍ନାକୁ ଆସିଲା ନାହିଁ।ସେତିକିରେ ସୀମିତ ହୋଇ ରହିଗଲା।

ତେବେ ବର୍ତମାନ ସମୟ ରେ ସବ୍ୟ ଅର୍ଚିତା ବିବାହ କରି ବେଶ ଖୁସି ରେ ଅଛନ୍ତି ,ତେବେ ଇତଃରେ ଜଣକୁ ବିବାହ କରିବା ଓ ଛାଡପତ୍ର ଦେବା ଏକ ନୂଆ ଟ୍ରେଣ୍ଡ ହେଲାଣି କହିଲେ ଭୁଲ ହେବ ନାହିଁ,ପ୍ରାୟ କଳାକାର ଏପରି କରୁଥିବାରୁ ବର୍ତମାନ ଓଡ଼ିଆ ଫିଲ୍ମ ଜଗତ ବଦନାମ ହେବାରେ ଲାଗିଛି

Leave a Reply

Your email address will not be published. Required fields are marked *