ଦାନ୍ତ ମୋତି ଭଳି ଚମକିବ Brushing କରିବା ସମୟରେ କେବଳ ୨ ମିନିଟ୍ ରେ ଏହି whitening ଉପାୟ କରିଦେଖନ୍ତୁ ଥରେ,ପାଇବେ ଏଭଳି ମଜା ଯେ କହିବେ ଧନ୍ୟ..

Spread the love

ସାଙ୍ଗମାନେ ଆଜି ମୁଁ ଆପଣ ମାନଙ୍କୁ ଏମିତି ଏକ ଉପାୟ କହିବି ଯାହାକୁ ପ୍ରୟୋଗ କରିବା ଦ୍ବାରା ଆପଣଙ୍କ ଦାନ୍ତ ମୋତି ଭଳି ଚମକି ଉଠିବ।ହଳଦିଆ ଦାନ୍ତ, କଳା ଦାନ୍ତ, ମାଢି ଫୁଲିବା ବା ଯନ୍ତ୍ରଣା ହେବା ଏମିତି ଅନେକ ଗୁଡ଼ିଏ ସମସ୍ୟାକୁ ଆଜିର ଏହି ଉପାୟ ଦୂର କରିବ।ଏହି ଉପାୟ ଆପଣଙ୍କ ହଲୁଥିବା ଦାନ୍ତକୁ ପୁଣିଥରେ ସେଟ କରିବାରେ ସାହାଯ୍ୟ କରିବ।ଏହା ଏକ ସମ୍ପୂର୍ଣ ଘରୋଇ ଉପଚାର ଅଟେ।

ଏଥିରୁ ଆପଣଙ୍କୁ କୌଣସି ପାର୍ଶ୍ଵ ପ୍ରତିକ୍ରିୟା ହେବ ନାହିଁ।ପ୍ରାୟ ୬୦ ପ୍ରତିଶତ ଲୋକ ହଳଦିଆ ଦାନ୍ତ ପାଇଁ ଚିନ୍ତିତ ଥାନ୍ତି। ଯେବେବି କେହି ଲୋକ ଆପଣଙ୍କ ହଳଦିଆ ବା କଳା ଦାନ୍ତକୁ ଦେଖେ ତ ସେ ଭାବେ ନିଶ୍ଚିତ ଭାବରେ ଏହି ଲୋକ ସ୍ମୋକ କରୁଥିବ।ଏହି ଉପାୟ ଆପଣଙ୍କ ଦାନ୍ତକୁ ମୋତି ଭଳି ଚମକେଇ ଦେବ।ଏବେ ଆସନ୍ତୁ ଜାଣିବା ଏହି ଉପାୟ କିପରି ତିଆରି କରିବେ।

ସାଙ୍ଗମାନେ ଏଥିପାଇଁ ଆପଣଙ୍କୁ ପ୍ରଥମ ଜିନିଷ ଭିତରେ ନେବାକୁ ହେବ ସୋରିଷ ତେଲ।ଯେତିକି ମାତ୍ରା ଆପଣଙ୍କ ଦାନ୍ତ ପାଇଁ ଦରକାର ସେତିକି ନିଅନ୍ତୁ।ଏହା ଆମ ଦାନ୍ତ ପାଇଁ ବହୁତ ଲାଭଦାୟକ ହୋଇଥାଏ।ଏବେ ଏଥିପାଇଁ ଆପଣଙ୍କୁ ଦ୍ଵିତୀୟ ସାମଗ୍ରୀ ଭାବରେ ଦରକାର ଚିମୁଟାଏ ସୈନ୍ଧବ ଲୁଣ।

ସାଧାରଣ ଲୁଣ ଅପେକ୍ଷା ଏହି ଲୁଣ ଆପଣଙ୍କ ଦାନ୍ତ ପାଇଁ ବହୁତ ଲାଭଦାୟକ ଅଟେ।ଏହା ଆପଣଙ୍କୁ ବହୁତ ସହଜରେ ମିଳିଯିବ।ଥରକ ପାଇଁ ଏତିକି ଲୁଣ ଯଥେଷ୍ଟ ଅଟେ।ଏଥିପାଇଁ ଆପଣଙ୍କୁ ତୃତୀୟ ସାମଗ୍ରୀ ଭାବରେ ଦରକାର ପଡ଼ିବ ଚିମୁଟେ ହଳଦୀ ଗୁଣ୍ଡ।ହଲଦିରେ ଆଣ୍ଟିଫଙ୍ଗାଲ ଓ ଆଣ୍ଟିବ୍ୟାକ୍ଟେରିଆଲ ଗୁଣ ରହିଥାଏ।

ଯାହା ଆମ ଦାନ୍ତ ପାଇଁ ମଧ୍ୟ ବହୁତ ଲାଭଦାୟକ ହୋଇଥାଏ।ଏହା ଆପଣଙ୍କ ଦାନ୍ତର ଇନଫେକସନକୁ ଦୂର କରିଥାଏ।ଏହି ତିନୋଟି ଜିନିଷ ଆମ ଦାନ୍ତ ପାଇଁ ବହୁତ ଲାଭଦାୟକ ଅଟେ।ଏହା ଆପଣଙ୍କ ହଲୁଥିବା ଦାନ୍ତକୁ ପୁଣି ଥରେ ସେଟ କରିବ।ଆପଣଙ୍କ ମାଢି ସମ୍ବନ୍ଧିତ ଅନେକ ସମସ୍ୟାକୁ ଦୂର କରିବ।

ଏହାସହିତ ଆପଣଙ୍କ କଳା ହଳଦିଆ ଦାନ୍ତକୁ ମୋତି ଭଳି ଧଳା କରିଦେବ।ଦାନ୍ତକୁ ସୁନ୍ଦର କରିବା ପାଇଁ ବହୁ ପୁରାତନ କାଳରୁ ଏହାର ପ୍ରୟୋଗ ହୋଇ ଆସୁଛି।ଏହି ତିନୋଟି ଜିନିଷକୁ ଆପଣ ଆପଣଙ୍କ ଆଙ୍ଗୁଳି ଦ୍ବାରା ଭଲ ଭାବରେ ମିଶେଇ ଦିଅନ୍ତୁ।ଏବେ ଏହା ସମ୍ପୂର୍ଣ ରୂପେ ପ୍ରସ୍ତୁତ ଅଟେ।ଏହାକୁ ନେଇ ଆପଣ ଆପଣଙ୍କ ଆଙ୍ଗୁଳି ସାହାଯ୍ୟରେ ଆପଣଙ୍କ ମାଢି ଓ ଦାନ୍ତରେ ଘସନ୍ତୁ।

୨ ରୁ ୩ ମିନିଟ ଏହାକୁ ଆପଣଙ୍କ ଦାନ୍ତରେ ଘସନ୍ତୁ।୧ ମିନିଟ ପାଇଁ ଏହାକୁ ସେମିତି ଦାନ୍ତରେ ଲାଗି ରହିବା ପାଇଁ ଦିଅନ୍ତୁ।ଏହାପରେ ଆପଣ ଉଷୁମ ପାଣିରେ ପାଟି ଧୋଇ ଦିଅନ୍ତୁ।ଦେଖିବେ ଆପଣଙ୍କ ଦାନ୍ତ ଧଳା ହୋଇଯିବ।

Leave a Reply

Your email address will not be published. Required fields are marked *