ଓଡ଼ିଆ ସିଙ୍ଗର Dipti ରେଖାଙ୍କ ସମ୍ପତ୍ତି ବିଷୟରେ ଆପଣ ଜାଣିଛନ୍ତି କି,ତାଙ୍କ ସ୍ୱାମୀ ଏହି ସବୁ କାମରୁ କମେଇଥାନ୍ତି ପ୍ରଚୁର ଟଙ୍କା..

Spread the love

ସାଙ୍ଗମାନେ ଆଜିର ଏହି ଆର୍ଟିକଲରେ ଆମେ ଜାଣିବା କିଛି ବିଶେଷ ତଥ୍ୟ ବିଷୟରେ।ତେବେ ଏହି ସମ୍ପର୍କରେ ସମ୍ପୂର୍ଣ୍ଣ ତଥ୍ୟ ଜାଣିବା ପାଇଁ ଏହି ଆର୍ଟିକଲକୁ ପ୍ରଥମରୁ ଶେଷ ପର୍ଯ୍ୟନ୍ତ ସମ୍ପୂର୍ଣ୍ଣ ଭାବରେ ପଢନ୍ତୁ।ତେବେ ଆସନ୍ତୁ ଜାଣିବା ଏହା ବିଷୟରେ।ତେବେ ଆପଣମାନେ ଓଡ଼ିଆ ଫିଲ୍ମ ନିଶ୍ଚିତ ଭାବରେ ଦେଖୁଥିବେ ଏବଂ ଏହା ଆପଣଙ୍କୁ ପସନ୍ଦ ମଧ୍ୟ ଲାଗୁଥିବ।

ତେବେ ଆପଣ ଓଲିଉଡର ଗାୟିକା ଦୀପ୍ତିରେଖା ପାଢ଼ୀଙ୍କୁ ତ ନିଶ୍ଚିତ ଭାବରେ ଜାଣିଥିବେ।ଆଜିର ଏହି ଆର୍ଟିକଲରେ ଆମେ ସଙ୍ଗୀତ କଳାକାର ଦୀପ୍ତିରେଖାଙ୍କ ଜୀବନୀ ସମ୍ପତି ଏବଂ ତାଙ୍କର ସମ୍ପୂର୍ଣ୍ଣ ସମ୍ପତ୍ତି ବିଷୟରେ କିଛି ଅଜଣା କଥା ଜାଣିବା।ସେଥିପାଇଁ ଆପଣମାନେ ଶେଷ ଯାଏଁ ପଢନ୍ତୁ।ତେବେ ଆପଣମାନେ ଦୀପ୍ତିରେଖା ପାଢ଼ୀଙ୍କୁ ତ ନିଶ୍ଚୟ ଭାବରେ ଜାଣିଥିବେ

ତାଙ୍କ ଗୀତ ଗୁଡିକୁ ନିଶ୍ଚିତ ଭାବରେ ଶୁଣିଥିବେ।ସେ ତାଙ୍କର ଜବରଦସ୍ତ ଗୀତ ଗାଇବା ପାଇଁ ଅନେକ ଭଲ ପାଇବା ପାଇଛନ୍ତି ଏବଂ ସାରା ଭାରତରେ ନମ୍ବର ୧ ଗାୟିକା ହୋଇପାରିଛନ୍ତି।ତେବେ ଦୀପ୍ତିରେଖା ଗାଇଥିବା ଗୀତ ଗୁଡିକୁ ଲୋକମାନେ ବହୁତ ପସନ୍ଦ କରିଥାନ୍ତି।ତେବେ ଖାଲି ଏତିକି ନୁହେଁ ବରଂ ଦୀପ୍ତିରେଖା ଗୀତ ଗାଇବା ସହିତ ବହୁତ ଭଲ ଅଭିନୟ ମଧ୍ୟ କରିଥାନ୍ତି।

ସେ ବହୁତ ସାରା ସିରିଏଲ ଏବଂ ଆଲବମରେ ମଧ୍ୟ ଅଭିନୟ କରିସାରିଛନ୍ତି ଏବଂ ତାଙ୍କ ଅଭିନୟକୁ ମଧ୍ୟ ଦର୍ଶକମାନେ ବହୁତ ଅଧିକ ପସନ୍ଦ କରିଥାନ୍ତି।ସେ ତାଙ୍କର ଅଭିନୟ ଓ ସଙ୍ଗୀତ ଯାଦୁରେ ଓଡ଼ିଶାର ଦର୍ଶକ ମାନଙ୍କୁ ବାନ୍ଧି ରଖିଛନ୍ତି।ତେବେ ଦୀପ୍ତି ରେଖାଙ୍କ ଘର ହେଉଛି ଭୁବନେଶ୍ୱରରେ।ସେ ଭୁବନେଶ୍ୱରରେ ତାଙ୍କର ପରିବାର ଲୋକଙ୍କ ସହିତ ରହୁଛନ୍ତି।

ତେବେ ସେ ଗତ ବର୍ଷ ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତ।ସେ ଭୁବନେଶ୍ୱରର ଜଣେ ବିଜନେସ ମ୍ୟାନଙ୍କ ସହିତ ବିବାହ କରିଛନ୍ତି।ତାଙ୍କ ସ୍ବାମୀଙ୍କ ନାମ ହେଉଛି ସୌମ୍ୟ ରଞ୍ଜନ।ତେବେ ବିବାହ ପରେ ଦୀପ୍ତିରେଖା ଭୁବନେଶ୍ୱରରେ ତାଙ୍କ ଶାଶୁଘରେ ତାଙ୍କ ସ୍ବାମୀଙ୍କ ସହ ବହୁତ ଖୁସିରେ ଥିବାର ନଜର ଆସିଛନ୍ତି।

ଦୀପ୍ତିରେଖା ପ୍ରାୟ ଗୋଟିଏ ଗୀତ ଗାଇବା ପାଇଁ ୬୦ ହଜାର ଟଙ୍କା ନେଉଥିବା ବେଳେ ଗୋଟିଏ ଷ୍ଟେଜ ପ୍ରୋଗ୍ରାମ କରୁଥିବା ବେଳେ ପ୍ରାୟ ଦେଢ଼ ଲକ୍ଷରୁ ଦୁଇ ଲକ୍ଷ ଟଙ୍କା ନେଇଥାନ୍ତି।ତେବେ ବର୍ତ୍ତମାନ ସମୟରେ ଯଦି ଆମେ ଦୀପ୍ତିରେଖାଙ୍କ ସମ୍ପୂର୍ଣ୍ଣ ସମ୍ପତ୍ତି ଉପରେ ନଜର ପକାଇବା ତେବେ ତାଙ୍କର ଟୋଟାଲ ସମ୍ପତ୍ତିର ମୂଲ୍ୟ ହେଉଛି ୧୦ କୋଟି ଟଙ୍କାରୁ ମଧ୍ୟ ଅଧିକ।ବିବାହ ପରେ ଦୀପ୍ତିରେଖା ତାଙ୍କ ଶାଶୁଘରେ ରହିବା ସତ୍ୱେ ମଧ୍ୟ ଓଲିଉଡ ଇଣ୍ଡଷ୍ଟ୍ରିରେ ଅନେକ ସାରା ଗୀତ ଗାଇଥିବାର ନଜରରେ ଆସିଛନ୍ତି।

Leave a Reply

Your email address will not be published. Required fields are marked *