ବାହାଘର ପରେ Sasura ଘରେ ପ୍ରଥମ ଥର ଏହି କାମ କଲେ କମେଡିଆନ ଗୁଡୁଙ୍କ ସ୍ତ୍ରୀ,କହିଲେ ଏହା ମୋ ପାଇଁ Proud ସମୟ ଅଟେ କାରଣ ସମସ୍ତେ

Spread the love

ସାଙ୍ଗମାନେ ଆପଣ ମାନେ ତ ଓଡ଼ିଆ ଚଳଚ୍ଚିତ୍ର ଓ ଧାରାବାହିକ ମାନ ଦେଖୁଥିବେ।ଆପଣ କମେଡି ନିଶ୍ଚୟ ପସନ୍ଦ କରୁଥିବେ।ତାହେଲେ ଆପଣ ଗୁଡୁଙ୍କୁ ତ ନିହାତି ଭାବେ ଜାଣିଥିବେ।ସେ ଓଡ଼ିଆ ଅଭିନୟ ଜଗତରେ ଏକ ସୁପ୍ରସିଧ କମେଡିଆନ ଅଟନ୍ତି।ସେ ବହୁତ ଚଳଚ୍ଚିତ୍ରରେ ଅଭିନୟ କରିଛନ୍ତି।ତାଙ୍କ ଅଭିନୟ ସବୁ ଦର୍ଶକ ମାନଙ୍କୁ ବହୁତ ପସନ୍ଦ ଆସିଥାଏ।ସେ ତାଙ୍କ ଭଲ କମେଡି ପାଇଁ ବହୁତ ଆୱାର୍ଡ଼ ମଧ୍ୟ ଜିତି ସାରିଛନ୍ତି।ସେ ଏବେ ମଧ୍ୟ ଓଡ଼ିଆ ଅଭିନୟ ଜଗତରେ ନିଜର ଅଭିନୟ ଜାରୀ ରଖିଛନ୍ତି।ତେବେ ଏହି ନିକଟ କିଛି ଦିନ ତଳେ ସେ ବିବାହ କରିଛନ୍ତି।

ସେ ତାଙ୍କର ବିବାହ ଭିଡିଓଟିକୁ ସୋସିଆଲ ମିଡିଆରେ ଛାଡିଛନ୍ତି।ତାହା ତାଙ୍କ ପ୍ରଶଂସକ ମାନଙ୍କୁ ବହୁତ ପସନ୍ଦ ଆସିଚି।ତେବେ ଆଜି ମୁଁ ଆପଣ ମାନଙ୍କୁ କହିବି ଯେ ତାଙ୍କ ସ୍ତ୍ରୀ କିପରି ଶାଶୁଘରେ ରହୁଛନ୍ତି ଓ ରୋଷେଇ କରି ତାଙ୍କ ପରିବାର ସଦସ୍ୟ ମାନଙ୍କୁ ଖୁଆଉଛନ୍ତି।ତେବେ ପ୍ରଥମ ଥର ପାଇଁ ନିଜ ଶାଶୁ ଘରେ ରୋଷେଇ କରିଛନ୍ତି କମେଡିଆନ ଗୁଡୁଙ୍କ ସ୍ତ୍ରୀ ମାମା,ତାହେଲେ ବନ୍ଧଗଣ କଣ ରହିଛି ଏଇ ବିଷୟରେ ସଂପୂଣ୍ଣ ବିବରଣୀ ଆସନ୍ତୁ ଜାଣିବା।

ତେବେ ବନ୍ଧୁଗଣ ଆପଣମାନେ ଜାଣିଥିବେ ଗତ କିଛି ଦିନ ତଳେ ଓଲିଉଡ଼ ଜଗତର ଜବରଦସ୍ତ କମେଡିଆନ ଗୁଡୁ ବିବାହ ବନ୍ଧନରେ ବାନ୍ଧି ହୋଇଯାଇଛନ୍ତି।ତେବେ ଗୁଡୁଙ୍କୁ ବର୍ତ୍ତମାନ ସମୟରେ ତିରିଶ ବର୍ଷ ବୟସ ହୋଇଯାଇଛି। ତାହେଲେ ଫେସବୁକରେ ପ୍ରେମ କରିବା ବା ସୋସିଆଲ ମିଡିଆରେ ପ୍ରେମ କରି ମାମାଙ୍କ ସହିତ କଥା ହୋଇ ମାତ୍ରା ପଇଁଚାଳିଶ ଦିନରେ ସେ ବିବାହ କରିଛନ୍ତି ମାମାଙ୍କୁ।

ବିବାହରେ ମାମାଙ୍କ ଘର ଲୋକ ଏବଂ ଗୁଡୁୁଙ୍କ ଘର ଲୋକ ଉପସ୍ଥିତ ଥିଲେ କିନ୍ତୁ କରୋନା କାରଣରୁ ଅନ୍ୟ କୌଣସି ଆକ୍ଟର ବା ଆକ୍ଟ୍ରେସଙ୍କୁ ଗୁଡୁୁ ତାଙ୍କ ବିବାହକୁ ଡ଼ାକି ପରିନଥିଲେ କେବଳ ତାଙ୍କର ଅଳ୍ପ କିଛି ଫ୍ୟାମିଲି ଓ ଅଳ୍ପ କିଛି ସାଙ୍ଗ ମାନଙ୍କୁ ନେଇକି ଏଇ ବାହାଘରଟି ସଂପୂଣ୍ଣ ହୋଇଛି।ସେ ତାଙ୍କ ଘରର ସମସ୍ତ ସଦସ୍ୟ ମାନଙ୍କ ସହିତ ବେଶ ହସ ଖୁସିରେ ଚଳୁଛନ୍ତି।

ସେ ଏହାକୁ ସବୁ ତାଙ୍କ ସୋସିଆଲ ମିଡିଆରେ ପୋଷ୍ଟ କରିଛନ୍ତି।ତେବେ ବିବାହ ପରେ ସବୁ ସ୍ତ୍ରୀଙ୍କ ଭଳି ନିଜ ଶାଶୁ ଘରେ ରହୁଛନ୍ତି ଗୁଡୁଙ୍କ ଧର୍ମପତ୍ନୀ ମାମା।ତେବେ ପ୍ରଥମ ଥର ପାଇଁ ଗୁଡୁଙ୍କ ପାଇଁ ରୋଷେଇ କରିଛନ୍ତି ମାମା।

ତେବେ ରୋଷେଇ ପରେ ଗୁଡୁ ତାଙ୍କୁ ବହୁତ ସାରା ଧନ୍ୟବାଦ ହେଇଛନ୍ତି ଏବଂ ବହୁତ ଟେଷ୍ଟ ହେଇଛି ବୋଲି ଗୁଡୁୁ ତାଙ୍କ ସୋସିଆଲ ମିଡିଆରେ ତାଙ୍କ ଫ୍ୟାନ ମାନଙ୍କୁ ଜଣେଇଛନ୍ତି।ତେବେ ବନ୍ଧୁଗଣ ଆପଣମାନଙ୍କୁ ଏହି ଓଲିଉଡର ଜବରଦସ୍ତ ଯୋଡ଼ି ଗୁଡୁୁ ଏବଂ ମାମା କେମିତି ଲାଗୁଛନ୍ତି ମୋତେ ନିଶ୍ଚୟ ଜଣାଇବେ।

Leave a Reply

Your email address will not be published. Required fields are marked *