କେମିତି ବଦଳିଗଲା ତପସ୍ୱିନୀଙ୍କ ଭାଗ୍ୟ? ରୁମ ରେଡି ହେଲା ପରେ ଏମିତି କଣ ହେଲା ଯେ ପାଲଟା ହେଇଗଲା ପରିସ୍ଥିତି?ଘର ଭଡ଼ା Rental ଦେଇଦେଲେ ପ୍ରମୋଦ ସାହୁ…ଦେଖନ୍ତୁ Video

Spread the love

ଯଦି ଏମିତି କରିବେ ଆଜ୍ଞା ମୁଁ କାହା ଉପରେ ବିଶ୍ୱାସ କରିବି।ଯେହେତୁ ଡକ୍ଟର ସୁମିତ ଓ ତପସ୍ଵିନୀଙ୍କ ମାମଲା ଏକ ଭିନ୍ନ ମୋଡ଼ ନେଇଛି ସନ୍ଧ୍ୟା ସୁଧା ସେ ଘର ଭିତରେ ପ୍ରବେଶ କରିବାର ଥିଲା।କୋର୍ଟ ଯେଉଁ ଗତ ରାୟ ଦେଇଥିଲେ ଯେ ତାଙ୍କୁ ମାସିକ ଭତ୍ତା ସହ ସୁମିତଙ୍କ ଘରେ ରହିବାକୁ ଦିଆଯିବ।ତେବେ ଆଜି ସକାଳେ ସୁମିତଙ୍କ ବାପା ଓ ତପସ୍ଵିନୀଙ୍କ ଓକିଲ ଯାଇ ସେ ଘରକୁ ସଫା କରିଥିଲେ।ସୁମିତଙ୍କ ବାପା ପ୍ରତିଶ୍ରୁତି ଦେଇଥିଲେ ଯେ ତପସ୍ଵିନୀ ଆଜି ସନ୍ଧ୍ୟା ସୁଦ୍ଧା ଘର ଭିତରେ ପ୍ରବେଶ କରିବେ।

ଆଜ୍ଞା ତିନି ଦିନ ହେବ ମୋ କୋର୍ଟ ଅର୍ଡର ବାହାରିଲାଣି।ଆପଣ ମାନଙ୍କ ପାଖରେ ମଧ୍ୟ କୋର୍ଟ ଅର୍ଡର ରହିଛି।ମତେ ସବୁ ଠକୁଛନ୍ତି କେହି ବି ଭଲ ନୁହନ୍ତି।ସୁମିତଙ୍କ ଓକିଲ ପ୍ରତିକ୍ରିୟା ରଖିଛନ୍ତି ଯେ ତପସ୍ଵିନୀଙ୍କୁ କେବଳ ମାସିକ ୧୭୦୦୦ ଟଙ୍କା ମିଳିବ କିନ୍ତୁ ତାଙ୍କର ଘରେ ରହିବାର କୌଣସି ଅଧିକାର ନାହିଁ।ଆପଣ ମୋ ଅର୍ଡର ଦୟାକରି ସମସ୍ତଙ୍କୁ ଦେଖାନ୍ତୁ।

ତେବେ ହଠାତ ବାତାବରଣ ସମ୍ପୂର୍ଣ ରୂପେ ବଦଳି ଯାଇଛି।ସେମାନେ ତ ଯାହା କହୁଛନ୍ତି ସବୁ ଠିକ କହିଛନ୍ତି ଆମେ ଯାହା କହୁଚୁ ସବୁ ଭୁଲ।ସେମାନେ ଗୋଟିଏ ଖେଳ ଖେଳୁଛନ୍ତି।ଆଉ ଏବେ ଖେଳ ଖେଳି ଚାଲିଛନ୍ତି।କିନ୍ତୁ ଏ ଖେଳ କେତେଦିନ।ରୁମ ଅଳିଆ ହେଇଚି ବୋଲି ସାର ମାନଙ୍କୁ ଦେଖେଇଲେ।

ଦ୍ଵିତୀୟ ଦିନ କହିଲେ ଆମକୁ ଟାଇମ ଦିଅ।ଏବେ କହୁଛନ୍ତି ମା ଉପରକୁ କାଇଁ ଆସିବୁ।ଏବେ ଯେତେବେଳେ ସେ କହିଲା ଭାଇ କାହିଁକି ତାଲା ପକାଉଛନ୍ତି ନା ନା ମୁଁ ଏବେ ଯଷ୍ଟ ପଳେଇ ଆସିବି।ନାଁ ମୁଁ ଗୋଟିଏ ମିନିଟରେ ଆସୁଛି।ତାପରେ ଜଣେ ୨୦ ବର୍ଷର ବାଳକକୁ ସ୍କୁଟିରେ ବସେଇ ପଛରେ ଆସିଲେ।

ତାପରେ ଇଏ ପଚାରିଲା ତମେମାନେ କିଏ।ନା ଆମେ ସାତ ଜଣ ଏଠାରେ ଭଡ଼ା ନେଇଛୁ।ଆଉ ସେଥିପାଇଁ ଆମେ ତାଲା ପକେଇଲୁ।ତାଙ୍କର ପଛରେ ଗୋଟିଏ ତାଲା ଆଉ ଆଗରେ ଗୋଟିଏ ତାଲା ସେ ପୁଅ ପକେଇଲା।ନିଉଜରେ ଘନ ଘନ ପ୍ରଚାର ହେଉଛି ଯେ ମୁଁ ଏଠାରେ ରହିବି ବୋଲି।ସେ କିନ୍ତୁ ଜବରଦସ୍ତି ନ ଶୁଣି ତାଲା ପକେଇ ପଳେଇଗଲା।

ଏ ଚାଲ କାହିଁକି ଖେଳୁଛନ୍ତି।ଝିଅ ପ୍ରତି ଏ ଅତ୍ୟାଚାର ବହୁତ ବିପଦ ଜନକ।ଏ ଖେଳଟା ବେଶୀ ଦିନ ଚାଲିବନି।ପ୍ରମୋଦ ସାହୁ ଏସବୁ ଖେଳ ପ୍ରଥମରୁ ଖେଳୁଛି।ସେମାନେ ଜାଣିନାହାନ୍ତି ଯେ ସବୁ ଭୁଲ ଭିତରେ ଗୋଟିଏ ଠିକ ଥାଏ।ବହୁତ ଖେଲିଲେଣି ଏଇଟା ବି ତାଙ୍କର ଗୋଟିଏ ଚାଲ ଥିଲା।ସିଏ ଯେଉଁ କହିଥିଲେ ସଫା କରିଦେବି ଲାଇଟ ଲଗେଇ ଦେବି,ଫ୍ରିଜ ଦେଇଦେବୀ ଏଇଟା ବି ତାଙ୍କର କିଛି ଚାଲ ଥିଲା।ତେବେ ସେ ଲାଷ୍ଟ ଟାଇମ ସେ ସଫା କରି ତାଲା ପକେଇଲେ।

Leave a Reply

Your email address will not be published. Required fields are marked *