କୋର୍ଟଙ୍କ ଅର୍ଡର ଅମାନ୍ୟ କରି ବହୁତ ବଡ ଭୁଲ କରିଛନ୍ତି ସୁମିତଙ୍କ ପରିବାର,Manash Chand କହିଲେ ଏତେ ବଡ କଥା..ଦେଖନ୍ତୁ Video

Spread the love

ବର୍ତ୍ତମାନ ସୁମିତ ସାହୁ ଓ ତପସ୍ୱୀନୀଙ୍କ ଯେଉଁ କେସ ରହୁଛି ଯାହା ଓଡିଶାର ସବୁଠାରୁ ଚର୍ଚ୍ଚିତ ଗୋଟିଏ ପାରିବାରିକ କେସ।ସାଙ୍ଗମାନେ ଆପଣ ମାନେ ତା ସୁମିତ ଓ ତପସ୍ଵିନୀଙ୍କ କେସ ବିଷୟରେ ଜାଣିଥିବେ।ଡିମ୍ପଲ ଗୋଟିଏ ଭିଡିଓ ଜାରି କରିଛନ୍ତି ଯେଉଁଥିରେ ସେ ତାଙ୍କର ଭୁଲ ମାନୁଛନ୍ତି।ବ୍ରହ୍ମପୂରରେ ଦମ୍ପତି ବିବାଦ ମାମଲା ଡ଼ାକ୍ତର ସୁମିତ ଓ ତପସ୍ଵିନୀଙ୍କ ମାମଲା ବ୍ରହ୍ମପୁରର ଜିଲ୍ଲା କୋର୍ଟରେ ଉଭୟ ପକ୍ଷରୁ ହୋଇଥିବା ଆବେଦନ ଶୁଣାଣି କରିଛନ୍ତି କୋର୍ଟ।

ଶୁଣାଣି ବେଳେ ଉଭୟ ପକ୍ଷର ଓକିଲ ତାଙ୍କ ମତ ରଖିଥିଲେ।ଜିଲ୍ଲା କୋର୍ଟ ଆସନ୍ତା ୪ ତାରିଖରେ ଚୁଡାନ୍ତ ରାୟ ଶୁଣାଣି କରିଥିଲେ।ଜିଲ୍ଲାର ପ୍ରଶାସନ କଣ କରୁଛନ୍ତି।ତାଙ୍କର ବିପରୀତ ବୁଦ୍ଧି ଯାହା ଅଛି ଏଇ ଜିନିଷରେ ସେ ବ୍ୟବହାର କରିଛନ୍ତି।ମାନ୍ୟବର କୋର୍ଟଙ୍କ ଅର୍ଡରକୁ ମାନୁ ନାହାନ୍ତି।ଆଉ ଗୋଟିଏ ବଡ଼ ଦୁଃଖର କଥା ଜିଲ୍ଲାର ପ୍ରଶାସନ କଣ କରୁଛି।

ଯେତେବେଳେ ଅର୍ଡରଟା କଲେକ୍ଟର ଆଉ ପ୍ରୋଟେକ୍ସନ ଅଫିସରକୁ ଦେଇ ଦିଆ ଗଲା।କିନ୍ତୁ ଏହାକୁ ୨ ଦିନ ବିତି ଗଲାଣି ହେଲେ ଏହାର କୌଣସି ପ୍ରଭାବ ପଡ଼ିନାହିଁ।ତେଣୁ କାଲି ଆମର ପ୍ରାଥମିକ କର୍ତ୍ତବ୍ୟ ରହିବ କି ତାଙ୍କ ନାମରେ ଆଉ ଏକ କେସ ଫାଇଲ କରାଯିବ।ଏଥିରେ ଦଣ୍ଡର ମଧ୍ୟ ନିୟମ ଅଛି।

ଏହା ସହ ତାଙ୍କ ସହ ମଧ୍ୟ ଡିପାର୍ଟମେଣ୍ଟାଲ ଆକ୍ସନ ମଧ୍ୟ ନିଆ ଯାଇ ପାରିବ।କାଲି ସୁଦ୍ଧା ଏହା ସବୁ କ୍ଲିୟର ହୋଇଯିବ।ଏହା ସହ ପୋଲିସ ଫୋର୍ସ ଆସି ତାଙ୍କୁ ବାଧ୍ୟ କରିବେ।ଏ ଯେଉଁ ଅସୁବିଧା ଅଛି କାଲି ସୁଦ୍ଧା ଠିକ ହୋଇଯିବ।ଗତ ୪ ତାରିଖରେ ଯେତେବେଳେ ରାୟ ଆସିଲା ତା ପରବର୍ତ୍ତୀ ସମୟରେ ଯେମିତି କି ନୋଟିସ ହେଉଛି କି ପୋଲିସ କର୍ମଚାରୀ ମାନେ ସେଠାକୁ ଆସୁଛନ୍ତି

ଏମିତି ଅନେକ ଲୋକ ଆସୁଛନ୍ତି।ସେମାନେ ତ ରାୟକୁ ପଢ଼ିଥିବେ।ଜିଲ୍ଲା ଜଜଙ୍କ ଏହି ଅର୍ଡର ଯଦି ନ ମନା ଗଲା ଓ କୁହାଗଲା କି ଯିଏ ପୀଡିତ ତାଙ୍କୁ ତୁରନ୍ତ ନ୍ୟାୟ ମିଳିବ।ଯଦି ମାଜିଷ୍ଟ୍ରେଟ ଚାହିଁବେ ନିଜେ ନିୟମ କରି ପାରିବେ।ତାଙ୍କ ପାଖରୁ କିଛି ଅର୍ଡର ମିଳି ନଥିଲା।ମାନ୍ୟବର ଜିଲ୍ଲା କୋର୍ଟ ତାକୁ ଠିକ ଭାବେ ଇମ୍ପ୍ଲୀମେଣ୍ଟ କଲେ ଓ ତା ପରେ ମଧ୍ୟ ସେହି ଦୁଇ ଦୁଇ ଥର ଠିକ କରାଗଲା।

କାଲି ତାଙ୍କର ସେହି ପିଟିସନ ଫାଇଲ କରାଯିବ।ଯେଉଁ ସବୁ ଅସୁବିଧା ହେଉଛି କାଲି ମଧ୍ୟରେ ସବୁ ସମାଧାନ ହୋଇଯିବ।ସେମାନେ ଆଇନ ସହ ଖେଳିବାକୁ ଚାହୁଁଛନ୍ତି।ସେ ଯେତେ ପ୍ରତିପତ୍ତିଶାଳୀ ହେଉ ନା କାହିଁକି ଆଇନ ଆଗରେ କେହି ଚାଲି ପାରିବେ ନାହିଁ।ତେବେ ଆଶା କରୁଛି ଏହି ଆର୍ଟିକିଲ ମାନଙ୍କୁ କିଛି ବିଶେଷ ତଥ୍ୟ ପ୍ରଦାନ କରିଥିବ।

Leave a Reply

Your email address will not be published. Required fields are marked *