ସୁମିତଙ୍କ ବାପା Raban ପରି ଆଉ କେତେଦିନ ଖେଳିବେ?ଝିଅ ସହିତ ଖେଳିବା ବହୁତ ବିପଦଜନକ କାହିଁକି ଏପରି କହିଲେ..ଦେଖନ୍ତୁ Video

Spread the love

ସାଙ୍ଗମାନେ ଆଜିର ଏହି ଆର୍ଟିକଲରେ ଆମେ ଜାଣିବା କିଛି ବିଶେଷ ତଥ୍ୟ ବିଷୟରେ।ତେବେ ଏହି ସମ୍ପର୍କରେ ସମ୍ପୁର୍ଣ୍ଣ ତଥ୍ୟ ଜାଣିବା ପାଇଁ ଏହି ଆର୍ଟିକଲକୁ ପ୍ରଥମରୁ ଶେଷ ପର୍ଯ୍ୟନ୍ତ ସମ୍ପୁର୍ଣ୍ଣ ଭାବରେ ପଢ଼ନ୍ତୁ।ତେବେ ଆସନ୍ତୁ ଜାଣିବା ଏହା ବିଷୟରେ।ଆପଣମାନେ ତ ସୁମିତ ଏବଂ ତପସ୍ୱିନୀଙ୍କ କେସ ବିଷୟରେ ନିହାତି ଭାବରେ ଜାଣିଥିବେ।ଏହି ଖବର ବର୍ତ୍ତମାନ ସମୟରେ ସବୁଆଡେ ଭାଇରାଲ ହେବାରେ ଲାଗିଛି।ତେବେ ଆମେ ଆଜି ଜାଣିବା ଏହି ସମ୍ପର୍କରେ ଜଣେ ମହିଳା କଣ କହୁଛନ୍ତି।

ତେବେ ସେ କହିଛନ୍ତି ଯେ ଜଣେ ଝିଅ ସହିତ ଖେଳିବାଟା ବହୁତ ଅନ୍ୟାୟ।ନାରୀ ପାଇଁ ରାବଣ ମରିଥିଲା।ନାରୀ ଯଦି ଚାହେଁ ତେବେ ତାର ଘର ପରିବାର ଧ୍ୱଂସ ହୋଇଯିବ।ସେ ଯୋଉଟା କହୁଛନ୍ତି ସବୁ ଠିକ କହୁଛନ୍ତି।ଆମର ତ ସବୁ ଭୁଲ ହଉଚି।ସେ ଖେଳ ଖେଳୁଛନ୍ତି ଏବଂ ଖେଳିଚାଲିଛନ୍ତି।କିନ୍ତୁ ଏ ଖେଳ କେତେ ଦିନ ଚାଲିବ?

ସେ ପ୍ରଥମ ଦିନ କହିଲେ ଅଳିଆ ହୋଇଛି ବୋଲି ଦେଖାଇଦେଲେ ଦ୍ୱିତୀୟ ଦିନ କହିଲେ ଆମକୁ ଟାଇମ ଦିଅ।ଏବଂ ତୃତୀୟ ଦିନ କହିଲେ ମାଆ କାହିଁକି ଉପରକୁ ଆସୁଛ ଟିଭି ମାଧ୍ୟମରେ।ଏବେ ଯେତେବେଳେ ସେ ତାଲା ପକାଇଲା ସେତେବେଳେ ଭାଇ ତାଲା କାହିଁ ପକାଉଛ ବୋଲି କହିଥିଲେ।

ଏହାପରେ ସେ କହିଥିଲେ ମୁଁ ଏବେ ଜଷ୍ଟ ପଳେଇ ଆସିବି।ସେ କହିଲେ ମୁଁ ଗୋଟେ ମିନିଟରେ ଆସୁଛି କାମ ଅଛି।ଏହାପରେ ୨୦ ମିନିଟ ଛାଡି ଆଉ ଜଣେ ଛୋଟ ପିଲାକୁ ପଛରେ ବସାଇ ସେ ବାବୁ କଣ୍ଟ୍ରାକ୍ଟର ଯିଏ ସୁମିତଙ୍କ ସ୍କୁଟିରେ ଆସି ଘର ଭିତରେ ପଶିଲେ।ଆପଣ କିଏ ବୋଲି ପଚାରିବାରୁ ଘରକୁ ଭଡା ନେଉଛୁ ସେଥିପାଇଁ ଆମେ ତାଲା ପକାଇଲୁ ବୋଲି କହିଛନ୍ତି।

ଏହାପରେ ସେ ତାଲା ପକାଇ ସେଠାରୁ ପଳେଇଲେ।ସୁମିତର ଓକିଲ ଜାଣିଛନ୍ତି ଯେ କୋର୍ଟରେ କିଛି ଲେଖାହୋଇ ନାହିଁ।କୋର୍ଟରେ ଯେଉଁ ରାୟ ଦିଆ ହୋଇଛି ସେୟାର ହାଉସରେ ରହିବା ପାଇଁ।ତାହାଲେ ଏହି ଚାଲ କଣ ପାଇଁ?ଗୋଟେ ଝିଅ ପ୍ରତି ଏହି ଚାଲ ଖେଳିବା ବହୁତ ବିପଦଜନକ।ସେମାନେ ଜାଣିଛନ୍ତି ଏବଂ ଖେଳି ଚାଲିଛନ୍ତି।

ଏହି ଖେଳ ବେସି ସମୟ ଚାଲିବ ନାହିଁ।ପ୍ରମୋଦ ସାହୁ ଚାଲ ଖେଳିଛନ୍ତି।ଚ୍ୟାଲେଞ୍ଜ ଉପରେ ଚ୍ୟାଲେଞ୍ଜ ଚାଲିଛି।ସେ ବହୁତ ଖେଳିଲେଣି।ସଫା କରିବି, ଫ୍ରିଜ ଯୋଗେଇଦେବି, ଲାଇଟ ଯୋଗେଇଦେବି ଏହା ବି ତାଙ୍କର ଚାଲ ଥିଲା।ଏହା ତାଙ୍କର ସମ୍ପୁର୍ଣ୍ଣ ଭୁଲ ଅଛି।ଝିଅର ଯଦି ରହିବାର ଅଧିକାର ଥିଲା କାହିଁକି ସେ ଭିତର ଆଡୁ ତାଲା ପକାଇଲେ ସେ ଆଇନକୁ ମାନୁଛନ୍ତି।ଗୋଟେ ଝିଅ ସହିତ ଏମିତି କରିବାଟା ବହୁତ ଅନ୍ୟାୟ।ଜଣେ ନାରୀ ଯଦି ଚାହେଁ।ନାରୀର ଆଖିରେ କେବେବି ତାର ସଂସାର ଠିକ ରହିବନାହିଁ।

Leave a Reply

Your email address will not be published. Required fields are marked *