ହନି ସିଂଙ୍କ ସ୍ତ୍ରୀ ସୁନ୍ଦରତାର ମାମଲାରେ ଦେଇଥାନ୍ତି ଅଭିନେତ୍ରୀମାନଙ୍କୁ ଟକ୍କର, ଦେଖନ୍ତୁ ଫଟୋ ଗୁଡିକ – ଦେଖିଲେ ଓଡ଼ିଆ ହିରୋଇନ ଙ୍କୁ ଭୁଲିଯିବେ ଆପଣ

Spread the love

ହନି ସିଂଙ୍କୁ କିଏ ବା ନଜାଣେ , ସେ ବହୁତ ବଡ ସିଙ୍ଗର୍ ଅଟନ୍ତି । ଯିଏକି ନିଜର ଭଲ ରାପ୍ ସଙ୍ଗ୍ ଦ୍ୱାରା ଲୋକଙ୍କୁ ନାଚିବାରେ ବାଧ୍ୟ କରିଦେଇଥିଲେ , ତାଙ୍କ ସୁପରହିଟ୍ ଗୀତରୁ ଗୋଟେ ହେଲା ୟୋ ୟୋ ହନି ସିଂଙ୍କ ନାଁ ଆସେ , ଯେଉଁଥିରେ ହାଇ-ହିଲ୍ସ, ବ୍ଲୁ ଆଇଜ୍, ଡୋପ୍ ସୋପ୍, ଲୁଙ୍ଗି ଡ୍ୟାନ୍ସ, ଦେଶୀ କଳାକାର ଅଙ୍ଗରେଜି ବିଟ୍ ପରି ଗୋଟେରୁ ବଳି ଗୋଟେ ଗୀତ ବନାଇଛନ୍ତି, ଯେଉଁ ଗୀତରେ କେବଳ ଦେଶ ନୁହେଁ ବରଂ ଦୁନିଆଁସାରା ଲୋକ ନାଚିବାକୁ ବାଧ୍ୟ ହୋଇଯାଇଛନ୍ତି । ଭାରତୀୟ ରାପର୍ ସଙ୍ଗୀତ ନିର୍ମାତା ସେ ଅଟନ୍ତି, ଗୀତ ଗାଇବା ସହ ସେ ଫିଲ୍ମରେ ଅଭିନେତା ବି ଅଟନ୍ତି

ସେ ପ୍ରଥମେ ଏକ ରେକଡିଙ୍ଗ୍ ଆର୍ଟିଷ୍ଟ ଥିଲେ, ଓ ପରେ ଭାଙ୍ଗଡା ପ୍ରଡୁସର୍ ହୋଇଗଲେ, ଜଲଦି ହିଁ ତାଙ୍କୁ ବଲିଉଡ୍ ରୁ ଅଫର୍ ଆସିବାକୁ ଲାଗିଲା, ଓ ବଲିଉଡ୍ ର ବହୁତ ଫିଲ୍ମରେ ସେ ସଙ୍ଗୀତ ଦେଇଥିଲେ, ପ୍ରସିଦ୍ଧ ଗୀତରେ ସେ ରାପ୍ କରିଥିଲେ , ଓ ବଲିଉଡ୍ ର ସବୁଠାରୁ ମହଙ୍ଗା ସଙ୍ଗୀତ ନିର୍ମାତା ହୋଇଗଲେ, ତାଙ୍କର ଗୋଟେ ସ୍ୱପ୍ନ ଥିଲା କି ସେ ଦିନେ ଦେଶ ପାଇଁ ଗ୍ରେମୀ ଆୱାର୍ଡ ଜିତିକରି ଆଣିବେ

ଗୀତର୍ କାରଣରୁ ହନି ସିଂଙ୍କୁ ଭଲ ପରିଚୟ ମିଳିଲା, ସେ ଅଧିକାଂଶ ଲୋକେ ତାଙ୍କୁ ୟୋ ୟୋ ହନି ସିଂ କହି ଡାକିଥାନ୍ତି, କିନ୍ତୁ ବହୁତ କମ୍ ଲୋକଙ୍କୁ ତାଙ୍କ ନିଜର ବ୍ୟକ୍ତିଗତ ଜୀବନୀ ବିଷୟରେ ଜଣାଥିବ , ଆପଣଙ୍କୁ କହିଦେବୁ କି ହନି ସିଂ ବିବାହିତ ଅଟନ୍ତି, ତାଙ୍କ ସ୍ତ୍ରୀ ତାଙ୍କୁ ସ୍କୁଲ୍ ସମୟରୁ ବହୁତ୍ ଭଲ ପାଉଛନ୍ତି । ହନି ସିଂ ଓ ଶାଳିନୀ ୨୩ ଜାନୁୟାରୀ ୨୦୧୧ କୁ ବିବାହ କରିଥିଲେ,  ଶାଳିନୀ ଦିଲ୍ଲୀର ଏକ ପଞ୍ଜାବୀ ପରିବାରରୁ ସଂବନ୍ଧ ରଖନ୍ତି, ହନି ସିଂ ସିଖ୍ ପରମ୍ପରା ଦ୍ୱାରା ବିବାହ କରିଥିଲେ

ଏହି ଦୁହେଁଙ୍କ ବିବାହ ଦିଲ୍ଲୀର ବାହାର ଇଲାକାରେ ସ୍ଥିତ ଏକ ଫାର୍ମ ହାଉସ୍ ରେ ହୋଇଥିଲା, ଯାହା ପୁରା ରୀତିନିତି ସହ ହୋଇଥିଲା, ସେ ସବୁ ରୀତିନୀତି ଦିଲ୍ଲୀ ସ୍ଥିତ ସରୋଜିନୀ ନଗରର ପବିତ୍ର ଗୁରୁଦ୍ୱାରାରେ ପୁରା କରାଯାଇଥିଲା, ହନି ସିଂ ନିଜ ଶୋ ଇଣ୍ତିଆନ୍ ରକ୍ ଷ୍ଟାର୍ ସମୟରେ ଦୁନିଆଁକୁ ନିଜ ସ୍ତ୍ରୀଙ୍କ ପରିଚୟ କରାଇଥିଲେ, ବୋଧେ ଏମିତି କିଏ ଥିବ ଯିଏ ଏହା ପୁର୍ବରୁ ହନି ସିଂଙ୍କ୍ ବିବାହ ବିଷୟରେ ଜାଣିଥିବ

ଆଜି ଆମେ ହନି ସିଂଙ୍କ ସ୍ତ୍ରୀ ବିଷୟରେ କିଛି କହିବୁ, ଯଦି ଆମେ ତାଙ୍କ ସ୍ତ୍ରୀ ବିଷୟରେ କଥା ହେବା ତେବେ କହିଦେବୁ କି ସେ ବହୁତ ଅଧିକା ସୁନ୍ଦର ଅଟନ୍ତି, ତାଙ୍କ ସ୍ତ୍ରୀଙ୍କ ନାଁ ଶାଳିନୀ ତଲୱାର୍ ଅଟେ , ଶାଳିନୀ ଭାରତୀୟ ଲୋକପ୍ରିୟ ସଂଗୀତ ନିର୍ଦ୍ଧେଶକ ଓ ଗାୟକ ୟୋ ୟୋ ହନି ସିଂଙ୍କ ସ୍ତ୍ରୀ ଅଟନ୍ତି, ହନି ସିଂ ଓ ଶାଳିନୀ ନିଜ ସ୍କୁଲର ପାଠପଢା ଏକା ସାଙ୍ଗେ ପୁରା କରିଥିଲେ,  ଓ ଏହି ଦୁହେଁ ଭଲ ବନ୍ଧୁ ବି ଅଟନ୍ତି ।

ଏତିକି ନୁହେଁ ଏଇ ଦୁହେଁ ସ୍କୁଲର ସମୟରେ ଜଣେ ଅନ୍ୟଙ୍କୁ ପସନ୍ଦ କରୁଥିଲେ, ଓ ଜଣେ ଅନ୍ୟଙ୍କ ସହ ଡେଟ୍ ବି କରୁଥିଲେ, ହନି ସିଂ ନିଜ ସ୍କୁଲ୍ ସାରିବାପରେ ବ୍ରିଟେନ୍ ଚାଲିଗଲେ, କିନ୍ତୁ ବ୍ରିଟେନ୍ ଯିବାପରେ ହନି ସିଂ ଶାଳିନୀଙ୍କୁ ଭୁଲି ପାରିଲେ ନାହିଂ, ଯେବେ ହନି ସିଂଙ୍କୁ ସଫଳତା ହାସିଲ୍ ହେଲା ତେବେ ସେ ପୁରା ଦେଶ ସାରା ଲୋକପ୍ରିୟ ହୋଇଗଲେ, ,ପରେ ସେ ଶାଳିନୀଙ୍କୁ ବାହା ହେବାର ନିର୍ଣ୍ଣୟ ନେଲେ, କିନ୍ତୁ ନିଜ ବାହାଘର କଥା ହନି ସିଂ ପୁରା ଦୁନିଆଁକୁ ଲୁଚାଇକରି ରଖିଲେ କାରଣ ସେ ଚାହୁଁନଥିଲେ କି ତାଙ୍କ ବାହାଘର ଖବର କାହାକୁ ଜଣାଯାଉ, ଏଥିରେ ହନି ସିଂ ଙ୍କ ଲୋକପ୍ରିୟତା ଝିଅର ମଧ୍ୟରେ କମ୍ ହୋଇଯାଇଥାନ୍ତା

Leave a Reply

Your email address will not be published. Required fields are marked *