ଏମିତି ଦେଶ ଯେଉଁଠାରେ ଲାଗିଥାଏ କନ୍ୟା ମାନଙ୍କର ମଣ୍ତି, ପଇସା ଦେଇକରି ନିଜ ପସନ୍ଦର କନ୍ୟା କିଣିଥାନ୍ତି ଲୋକେ – ଜାଣିଲେ କହିବେ ଏତେ ଛୋଟ..

Spread the love

ଦୁନିଆଁରେ ଏମିତି ବହୁତ ଜାଗା ଅଛି ଯେଉଁଠି ସବୁ ଜିନିଷ ବିକ୍ରି ହୋଇଥାଏ, ବଜାରରେ ଆପଣ ଗୋଟିଏ ଜିନିଷ ଦାମ୍ ଲଗାଇଥିବେ, ଓ କିଣି ଥିବେ କିନ୍ତୁ କଣ ଆପଣ କେବେ ଭାବିଛନ୍ତି କି ଦିନେ ସକାଳୁ ଆପଣ ଉଠିବେ , ଓ ବଜାର ଯାଇକରି ନିଜ ପାଇଁ ଏକ କନ୍ୟାକୁ ମୋଲତାଳ କରି ଆଣିବେ ଆପଣ କେବେ କଳ୍ପନା କରିନଥିବେ, ବଜାରରେ କନ୍ୟା ବିକ୍ରି ହେଉଥିବ ବୋଲି । କିନ୍ତୁ ଦୁନିଆଁରେ ଏମିତି ଏକ ବଜାର ଅଛି ଯେଉଁଠି ଆପଣ କନ୍ୟାକୁ ଦେଖି ବି ପାରିବେ , ଓ କିଣିବି ପାରିବେ , ଏହି ବଜାରରେ ଲୋକ ନିଜ ପସନ୍ଦର କନ୍ୟାକୁ ପଇସା ଦେଇକରି କିଣିପାରିବେ , ଓ ତାଙ୍କୁ ବିବାହ ବି କରିପାରିବେ ।

ଦୁନିଆଁର ଏକ ମାତ୍ର ଦେଶ ବୁଲଗେରିଆ ଯେଉଁଠି ବଜାରରେ ଆପଣ ପଇସା ଦେଇକରି ନିଜ ପସନ୍ଦର କନ୍ୟାକୁ କିଣିପାରିବେ, ଓ ସବୁଦିନ ପାଇଁ ନିଜର କରିପାରିବେ , ଖବର ମୁତାବିକ କୁହାଯାଏ କି ବୁଲଗେରିଆର ସ୍ତାରା ଜାଗୋର୍ ନାମକ ଏକ ଜାଗା ଅଛି ଯେଉଁଠି ପ୍ରତିବର୍ଷ ଚାରିଥର କନ୍ୟାଙ୍କ ବଜାର ଲାଗିଥାଏ, ଏଠାକୁ ଆସୁଥିବା ଲୋକେ ନିଜ ପସନ୍ଦର କନ୍ୟାକୁ କିଣିକରି ନିଜ ସ୍ତ୍ରୀ ଭାବେ ରଖିଥାନ୍ତି , ଏହି ଅନୋଖାପରମ୍ପରା ବହୁତ ବର୍ଷରୁ ଚାଲି ଆସୁଛି, ଏଠାରେ ଝିଅମାନେ ୧୪ ବର୍ଷ ପର୍ଯ୍ୟନ୍ତ୍ ସ୍କୁଲରୁ ବାହାର କରିଦିଆଯାଏ, ଓ ତାଙ୍କୁ କେବେ କଲେଜ୍ ପଠାଯାଏ ନାହିଁ, କାରଣ କନ୍ୟାଙ୍କ ମଣ୍ତିରେ କେବଳ ଦୁଇଟି ଯୋଗ୍ୟତା ଦରକାର , ଝିଅକୁ ଘରର କାମ ଆସିବା ଦରକାର, ଓ ସେ କୁଆରୀ ହୋଇଥିବ, ଏହି କାରଣରୁ କନ୍ୟାଙ୍କ ଏହି ମଣ୍ତିରେ ଅଧିକାଂଶ ଝିଅ ନାବାଳିକା ଅଟନ୍ତି ।

ରୋମା ସମୁଦାୟର ଲୋକଙ୍କ ସଂଖ୍ୟା ଏବେ ବୁଲଗେରିଆରୁ ଏତେ ଅଧିକା ନୁହେଁ, କିନ୍ତୁ ଏମାନଙ୍କ ଦାରିଦ୍ରତା ଓ ପଛୁଆ ଯୋଗୁଁ ଏମାନଙ୍କୁ ଆଗକୁ ବଢିବାକୁ ଦିଏନି, ଏହି ସମୁଦାୟର ଝିଅ ଏବେ ଏହି ପରମ୍ପରାରେ କୌଣସି ଖାସ୍ ଆପତ୍ତି ନାହିଁ, କାରଣ ସେ ଆରମ୍ଭରୁ ଏହାର ମାନସିକ ହିସାବରେ ପ୍ରସ୍ତୁତ ରୁହନ୍ତି । ବଚକୋବୋ ମୋନେଷ୍ଟ୍ରି ପାଖରେ ଲାଗୁଥିବା ଏହି ବଜାରରେ ନାବାଳିକ ଝିଅଙ୍କ ସଉଦା ୩୦୦-୪୦୦ ଡଲାର ପର୍ଯ୍ୟନ୍ତ ହୋଇଥାଏ , ଏମାନେ କେବେ କଲେଜ୍ ଯିବାକୁ ଅନୁମତି ଦିଆଯାଏ ନାହିଁ, ଏମାନେ ଘର ପରିବାର ଛଡା କିଛି ବି ଭାବିପାରନ୍ତି ନାହିଁ, କନ୍ୟାଙ୍କୁ ବଜାରରେ ପହଞ୍ଚାଇବାପାଇଁ ବହୁତ ଦିନ ପୁର୍ବରୁ ଏହାର ପ୍ରସ୍ତୁତି କରିଦିଆଯାଏ , ଓ ତାଙ୍କର ସୁନ୍ଦର ଦେଖାଯିବା ବି ଜରୁରୀ ହୋଇଥାଏ , ଏଠାରେ ମହଜୁଦ୍ ଲୋକ ନିଜ ପସନ୍ଦର ମୁତାବିକ ଝିଅ ବାଛନ୍ତି, ଓ ତାଙ୍କ ମଧ୍ୟରେ କଥାବାର୍ତା ହୋଇଥାଏ ।

ବଜାରରେ କେଉଁ ଝିଅ ପସନ୍ଦ ଆସିଲେ ପୁଅ ତାକୁ ନିଜ ସ୍ତ୍ରୀ ମନାଇନେଇଥାଏ, ଓ ମା ବାପାଙ୍କୁ ଏହି ବିବାହ ପାଇଁ ରାଜି ହେବାକୁ ପଡେ, ପୁଅ  ଝିଅ ମଧ୍ୟରେ ଘର ପରିବାର ଓ ଆମଦାନୀ କଥା ହୋଇଥାଏ, ତାପରେ ପରିବାର ଲୋକେ ଝିଅର ଦାମ୍ ତୟ କରି ତାକୁ ବିବାହ କରାନ୍ତି, ଝିଅଙ୍କ ଏହି ବଜାରରେ ସେମାନେ ଏକେଲା ଆସନ୍ତି ନାହିଁ, ସବୁବେଳେ ତାଙ୍କ ସହ ତାଙ୍କ ପରିବାର କେଉଁ ସଦସ୍ୟ ନିଶ୍ଚିତ ଥାଏ ।

କନ୍ୟାଙ୍କ ବଜାରରେ କଲାଇଦଝି ସମୁଦାୟଙ୍କ ତରଫରୁ ଲଗାଯାଏ , ଓ ଏଠାରେ କେଉଁ ବାହାର ବ୍ୟକ୍ତି କନ୍ୟାଙ୍କୁ କିଣିପାରିବ ନାହିଁ, ଝିଅଙ୍କୁ ବିକ୍ରି କରିବା ପରମ୍ପରା ଏହି ସମୁଦାୟ ଗରୀବି ଓ ଅଭାବରୁ ଜନ୍ମ ନେଇଛି, ଯାହା କେବେ ଶେଷ ହୋଇପାରିଲା ନାହିଁ, ଏବେ ଏହି ସମୁଦାୟ ମହିଳା ଆଗାମୀ ପୀଢି ପାଇଁ ଖୋଲାପଣ ଚାହାନ୍ତି, କିନ୍ତୁ ବିନା ଶିକ୍ଷା ଏହା ସଂମ୍ଭବପର ନୁହେଁ, ଓ ମହିଳାଙ୍କ ଏଠାରେ ହାୟର୍ ସେକେଣ୍ତାରୀ ବି ଶିକ୍ଷା ମୁସକିଲ୍ ରେ ମିଳିପାରେ ।

Leave a Reply

Your email address will not be published. Required fields are marked *