ଜଣେ ପୁଅ କଲେ ଦୁଇଟି ବିବାହର ମାମଲା , ମାମଲା ଥିଲା ଅଜବ ଧରଣର – ଅସଲ କାରଣ ଜାଣିଲେ ଆପଣ କହିବେ ଧନ୍ୟ ରେ ପୁଅ..

Spread the love

ଆପଣ ମନ୍ଦିରରେ ବାହା ହେବାର ଖବର ତ ଶୁଣିଥିବେ ଓ ଦେଖିଥିବେ , କିନ୍ତୁ କଣ ଆପଣ କେବେ ଶୁଣିଛନ୍ତି ଗୋଟେ ସମୟରେ ଗୋଟେ ପୁଅ ୨ ଟି ଝିଅଙ୍କ ମଥାରେ ସିନ୍ଦୁର ଭରିଦେଇଥିବ , ହଁ ଆଜ୍ଞା ଏହା ଶୁଣିବାକୁ ଟିକିଏ ଅଜବ ନିଶ୍ଚିତ ଲାଗୁଥିବ କିନ୍ତୁ ଏହା ସତ୍ୟ ଅଟେ , କଥା ଏହା କି ଜଣେ ପୁଅ ନିଜ ନୁଆ ପ୍ରେମିକାକୁ ବାହାହେବାପାଇଁ ମନ୍ଦିରରେ ପହଞ୍ଚିଲା, କିନ୍ତୁ ବାହାଘର ପୁର୍ବରୁ ସେହି ପୁଅର ପୁରୁଣା ପ୍ରେମିକା ସେଠାରେ ପହଞ୍ଚିଗଲା, ଏମିତିରେ ସେ ପୁଅ ଦୁହେଁ ଝିଅଙ୍କୁ ବିବାହ କରିଦେଲା ।

କହିଦେବୁ କି ଏହି ଅଜବଧରଣ ମାମଲା ଉତ୍ତର ପ୍ରଦେଶର ପ୍ରୟାଗରାଜର ଅଟେ, ଏଠାରେ ଆଶ୍ଚର୍ଯ୍ୟକର କଥା ଏହା କି ଏହି ବିବାହକୁ ନେଇକରି କେହି କିଛି ଆପତ୍ତି କରିନାହାନ୍ତି , କିନ୍ତୁ ଏହି ଅଜବ ଧରଣର ବିବାହର ଫଟୋ ବହୁତ ସୋସିଆଲ୍ ମିଡିଆରେ ଭାଇରାଲ୍ ହେଉଛି, ଏହି ମାମଲା ପ୍ରୟାଗରାଜରେ କର୍ଣ୍ଣଲଗଞ୍ଜର ଠେରହରିଆ ଇଲାକାର ଅଟେ ।

ଏବେ ଯଦି ଆମେ ଏହି ପୁଅର୍ ପ୍ରେମ କାହାଣୀ ଶୁଣିବା ତେବେ ଏହି ପୁଅ ଗୋଟେ ଝିଅକୁ ଭଲ ପାଉଥିଲା ଓ ସେହି ଝିଅ ଧମକ ଦେଇଥିଲା କି ଯଦି ପୁଅ ତାକୁ ବାହା ନହେଲା ତେବେ ସେ ବିଷ ଖାଇଦେବ , ଏମିତିରେ ପୁଅ ଓ ଝିଅ ଦୁହେଁ ଏହି କଥାରେ ଝଗଡା ବି କରିଥିଲେ, ତେବେ ପୁଅ ନିଜ ପ୍ରେମିକାକୁ ଚାପୁଡା ମାରିଦେଇଥିଲା, କେବଳ ଏତିକି ନୁହେଁ ଏହା ଛଡାଯେବେ ପୁଅର ପ୍ରେମିକା ପୋଲିସ୍ ରେ ଅଭିଯୋଗ ଦାଖିଲ କଲା ତେବେ ସେହି ସମୟରେ ପୁଅକୁ ଗିରଫ କରିଦିଆଗଲା

ଏଠାରେ ଆଶ୍ଚର୍ଯ୍ୟକର କଥା ଏହା କି ଏହି ଦୁହେଁଙ୍କ ପ୍ରେମ କାହାଣୀ ବହୁତ ବର୍ଷରୁ ଚାଲୁଥିଲା, କିନ୍ତୁ ଯେବେ ଝିଅର ପ୍ରଥମ ପ୍ରେମିକା ସେହି ଦ୍ୱିତୀୟ ଝିଅର ସହ ଦେଖିଲା ତେବେ ସେ ବହୁତ ହଙ୍ଗାମା କଲା । ଏହାପରେ ଯେବେ ପୁଅ ସେହି ଦ୍ୱିତୀୟ ଝିଅକୁ ବିବାହ କରିବା ପାଇଁ ମନ୍ଦିରରେ ପହଞ୍ଚିଲା , ତେବେ ତାର ପ୍ରଥମ ପ୍ରେମିକା ସେଠାରେ ପହଞ୍ଚିଗଲା ଓ ହଙ୍ଗାମା କରିବାକୁ ଲାଗିଲା

ଆପଣଙ୍କୁ ଜାଣିଲେ ଆଶ୍ଚର୍ଯ୍ୟ ଲାଗିବ କି ଏହାପରେ ପୁଅ ସେହି ଦୁହେଁ ଝିଅଙ୍କ ମଥାରେ ସିନ୍ଦୁର ଭରିଲା ଓ ଗଳାରେ ମଙ୍ଗଳସୁତ୍ର ବି ପିନ୍ଧାଇଲା, ଓ ବିବାହ କଲା, ଏହି ସମୟରେ ଯେଉଁ ଲୋକ ମହଜୁଦ୍ ଥିଲେ ସେହି ଏହି ବିବାହର ଭିଡିଓ ସୋସିଆଲ୍ ମିଡିଆରେ ପକାଇଦେଲେ , ଓ ଦେଖୁ ଦେଖୁ ଏହି ଭିଡିଓ ଭାଇରାଲ୍ ହୋଇଗଲା,

Leave a Reply

Your email address will not be published. Required fields are marked *