ବାହାଘର ର ମାତ୍ର ୩ ମାସ ପରେ ଅର୍ଚ୍ଚିତା ଦେଲେ ଏତେ ବଡ ଖୁସି ଖବର – ଜାଣିଲେ ଆପଣ ମଧ୍ୟ କହିବେ ଆରେ ଏତେ ଜଲ୍ଦୀ..

Spread the love

ଆମେ ସମସ୍ତେ ଜାଣୁ କିଛି ଦିନ ତଳେ ଓଡ଼ିଆ ଫିଲ୍ମ ଜଗତର ପ୍ରସିଦ୍ଧ ଅଭିନେତ୍ରୀ ଅର୍ଚ୍ଚିତା ସାହୁ ଓ ଏକ ଶ୍ରେଷ୍ଠ ଅଭିନେତା ସବ୍ୟସାଚୀ ମିଶ୍ର ବିବାହ ବନ୍ଧନରେ ବାନ୍ଧି ହୋଇ ସାରିଛନ୍ତି।3ହ ସହିତ ସେମାନେ ବର୍ତ୍ତମାନ ନିଜର ବିବାହର ଖୁସି ପାଳନ କରୁଛନ୍ତି।ସେମାନେ ଦୁହେଁ ମିଶି ଆମ ଓଡ଼ିଆ ଫିଲ୍ମ ଜଗତକୁ ଅନେକ ଫିଲ୍ମ ଭେଟି ଦେଇଛନ୍ତି।ଯାହା ଫଳରେ ସେ ଦୁହେଁ ଓଡ଼ିଶାବାସୀଙ୍କ ଅନେକ ଭଲପାଇବା ପାଇ ପାରିଛନ୍ତି।ତାଙ୍କର ବିବାହ ଅଚାନକ ହୋଇଯାଇଥିଲା।ଏହି ମହାମାରୀ ସମୟରେ ବିବାହ ହୋଇଥିବାରୁ ତାହା ଅଧିକ ଆଡମ୍ବର ହୋଇପାରିନଥିଲା।

କିନ୍ତୁ ସମସ୍ତ ଓଡ଼ିଶାବାସୀ ସୋସିଆଲ ମିଡ଼ିଆ ଜରିଆରେ ସବ୍ୟସାଚୀ ଓ ଅର୍ଚ୍ଚିତାଙ୍କୁ ତାଙ୍କର ବିବାହର ଶୁଭକାମନା ଜଣାଇଥିଲେ।ଏହା ସହିତ ଅଳ୍ପ ଦିନ ତଳେ ଅର୍ଚ୍ଚିତାଙ୍କ ଜନ୍ମ ଦିନ ହୋଇଥିଲା ଫଳରେ ସେ ନିଜର ସୋସିଆଲ ମିଡ଼ିଆ ଜରିଆରେ ଅନେକ ଶୁଭେଚ୍ଛା ବାର୍ତ୍ତା ପାଇଥିଲେ।ଫଳରେ ସେ ମଧ୍ୟ ନିଜର ସୋସିଆଲ ମିଡ଼ିଆ ଜରିଆରେ ସେହି ସମସ୍ତ ବ୍ୟକ୍ତିଙ୍କୁ ଧନ୍ୟବାଦ ଜଣାଇଛନ୍ତି ଯେଉଁ ମାନେ ତାଙ୍କର ଜନ୍ମ ଦିବସକୁ ଅଧିକ ମହତ୍ତ୍ଵପୂର୍ଣ୍ଣ କରିବାକୁ ପ୍ରୟାସ କରିଥିଲେ।

ଏହା ସହିତ ସେ ଓଡ଼ିଶାର ସମସ୍ତ ଲୋକଙ୍କୁ ନିଜର ମୂଲ୍ୟବାନ ସମୟ ଦେଇ ତାଙ୍କୁ ଶୁଭେଚ୍ଛା ଜଣାଇଥିବାରୁ ସେ ସମସ୍ତଙ୍କୁ ଧନ୍ୟବାଦ ଜଣାଇଛନ୍ତି।ତେବେ ଆମେ ସବ୍ୟସାଚୀଙ୍କ ବିଷୟରେ ବହୁତ ଭଲଭାବରେ ଜାଣୁ।ଏହି ମହାମାରୀ ସମୟରେ ସେ ଓଡ଼ିଶାର ଲୋକମାନଙ୍କର ବହୁତ ସାହାଯ୍ୟ କରିଥିଲେ।ଖାସ କରି ସେହି ବ୍ୟକ୍ତିମାନେ ଅଧିକ ଉପକୃତ ହୋଇଥିଲେ ଯେଉଁମାନେ ଓଡ଼ିଶାର ବାହାରେ ରହି କାର୍ଯ୍ୟ କରିଥିଲେ।ସେ ସମସ୍ତଙ୍କୁ ସବ୍ୟସାଚୀ ଓଡ଼ିଶା ଫେରାଇ ଆଣିବାରେ ସାହାଯ୍ୟ କରିଥିଲେ।

ତେବେ ସବ୍ୟସାଚୀ ଅର୍ଚ୍ଚିତାଙ୍କୁ ବିବାହ କରିବା ପରେ ଏହା ଥିଲା ଅର୍ଚ୍ଚିତାଙ୍କ ବିବାହ ପରର ପ୍ରଥମ ଜନ୍ମଦିନ।ତେବେ ଏହି ଜନ୍ମଦିନରେ ସେ ଲକ ଡାଉନ ଫଳରେ ନିଜର ପ୍ରିୟଜନଙ୍କ ଠାରୁ ଦୂରରେ ରହି ନିଜର ଜନ୍ମ ଦିନ ପାଳନ କରିଥିଲେ।କିନ୍ତୁ ଏହା ପରେ ମଧ୍ୟ ଯେହେତୁ ସମସ୍ତେ ତାଙ୍କୁ ତାଙ୍କ ସୋସିଆଲ ମିଡ଼ିଆ ଜରିଆରେ ଏତେ ଭଲପାଇବା ଦେଇଛନ୍ତି ଫଳରେ ସେ ସମସ୍ତଙ୍କୁ ଧନ୍ୟବାଦ ଜଣାଇଛନ୍ତି।ଏହା ସହିତ ଆଉ କିଛି ବ୍ୟକ୍ତି ତାଙ୍କର ଫଟୋକୁ ନିଜ ହାତରେ ଆଙ୍କି ଛନ୍ତି।ଫଳରେ ଅର୍ଚ୍ଚିତା ସେ ସମସ୍ତଙ୍କୁ ବହୁତ ବହୁତ ଧନ୍ୟବାଦ ଜଣାଇଛନ୍ତି।

ଏହା ସହିତ ସେ ସମସ୍ତଙ୍କର ଶୁଭକାମନା କରିଛନ୍ତି।ସମସ୍ତଙ୍କ ଜୀବନ ସୁଖମୟ ହେଉ ବୋଲି କହିଛନ୍ତି।ତେବେ ସେ ନିଜର ଜନ୍ମଦିନକୁ ବହୁତ ଖୁସିରେ ପାଳନ କରିଛନ୍ତି ବୋଲି କହିଛନ୍ତି।ଏହା ସହିତ ସେ ତାଙ୍କର ସୋସିଆଲ ମିଡ଼ିଆର ସମସ୍ତ ଅନୁଗତ ମାନଙ୍କୁ ଅଶେଷ ଅଶେଷ ଧନ୍ୟବାଦ ଜଣାଇଛନ୍ତି ତାଙ୍କର ଜନ୍ମଦିନରେ ଏତେ ମାତ୍ରାରେ ଶୁଭେଚ୍ଛା ଜଣାଇ ଥିବାରୁ।ସେ ବର୍ତ୍ତମାନ ନିଜ ଘରେ ନିଜର ସମୟ ନିଜର ପତି ସବ୍ୟସାଚୀଙ୍କ ସହ ବିତାଉ ଥିବାର ଜଣା ପଡ଼ିଛି।ଏହା ସହିତ ସେ ବର୍ତ୍ତମାନ କଟକରେ ରହୁଛନ୍ତି।ତେବେ ନିଜର ଜନ୍ମ ଦିନକୁ ନିଜର ପ୍ରିୟଜନଙ୍କ ସହିତ ମିଶି ପାଳନ ନ କରି ପାରିଥିବାରୁ ସେ ଦୁଃଖ ମଧ୍ୟ ପ୍ରକାଶ କରିଥିଲେ।

Leave a Reply

Your email address will not be published. Required fields are marked *