Swiggy Delivery ବୟ ନିଖୋଜ ଘଟଣା ବଖାଣିଲେ ସ୍ତ୍ରୀ,ଡେଲିଭରି ଦେବା ସହ ଗ୍ୟାରେଜ ସାମଗ୍ରୀ ପାଇଁ ନେଇଥିଲେ ୩୦୦୦୦ ଟଙ୍କା ଆଉ ମେସେଜ କରିଲେ ଧନ ମୁଁ ଆଉ

Spread the love

ସ୍ଵିଗି ଅର୍ଡର ଦେବା ପାଇଁ ଯାଇଥିଲେ ଓ ଫେରିବା ବେଳେ ଗୋଟିଏ ମେସେଜ କରିଥିଲେ ସ୍ତ୍ରୀଙ୍କୁ କି ମୁଁ ବିପଦରେ ଅଛି। ସେବେଠାରୁ ଖୋଜା ଚାଲିଛି କିନ୍ତୁ ନା ଗାଡ଼ି ମିଳିଛି ନା ତାଙ୍କ ପତ୍ତା।ଏହି ସମ୍ପର୍କରେ ଯେବେ ତାଙ୍କ ସ୍ତ୍ରୀଙ୍କୁ ପଚରା ଗଲା ତ ସେ କହିଲେ କି ସେ ମେସେଜ ଦଶଟା ପନ୍ଦରରେ କରିଥିଲେ କିନ୍ତୁ ମୁଁ ଦିଟା ପନ୍ଦରରେ ଦେଖିଲି।ସେ କହିଲେ କି ଭଏସ ମେସେଜରେ ସେ କହିଥିଲେ କି ମୋତେ ଡାଲା ଅଟୋରେ ନେଇ ଯାଉଛନ୍ତି, ମୋ ପେଟରେ ଛୁ-ରୀ ଭୁ-ଷିଦେଇ ମତେ ନେଇ ଯାଉଛନ୍ତି।

ସେ କହିଲେ କି ମେସେଜ କରିବା ସମୟରେ ସେ ସମ୍ପୂର୍ଣ ଭାବେ ଭୟଭୀତ ଥିଲେ।ତାଙ୍କ ସ୍ତ୍ରୀ କହିଲେ କି ସ୍ଵିଗିର ଅଫର ଥିବାରୁ ସେ କାମକୁ ଗଲେ ଓ କହିଲେ ପଇସା ମିଳିଲେ ରେଞ୍ଚି ଆଣି ଗାଡ଼ି କାମଟା କରିଦେବା।ସେ କହିଲେ କି ତାଙ୍କ ପାଖରେ ୩୦୦୦୦ ଟଙ୍କା ଥିଲା।ସେ ଟଙ୍କା ଆମ ଉପର ଭାଇ ଜଣେ ଦେଇଥିଲେ।

ସେ ଏହା ମଧ୍ୟ କହିଛନ୍ତି କି ଏହି ଟଙ୍କା ବିଷୟରେ ସେ ଦୁଇ ଜଣ ବ୍ୟତୀତ ଆଉ କେହି ବି ଜାଣି ନଥିଲେ।ସେ କହିଲେ କି ସେହି ସ୍ଥାନରୁ ତାଙ୍କର ଚପଲ,ଗଞ୍ଜି ପାଣି ବୋତଲ ଓ ୱାଲେଟ ମିଳିଲା ଓ ଏହା ସହିତ ଡେଲିଭରି ପାଇଁ ଏକ ସାଧା ବ୍ୟାଗଟେ ମିଳିଲା।ସେ କହିଲେ କି ତାଙ୍କ ସ୍ଵାମୀ କହିଥିଲେ କି ତାଙ୍କ ଚାରି ପଟେ ମଦୁଆ କିଛି ଅଛନ୍ତି ଆଉ ମୁଁ ଏତେ ପଇସା ରଖିଚି ମତେ ଡର ଲାଗୁଚି।

ତାଙ୍କ ସ୍ତ୍ରୀ କହିଲେ କି ଗାଡ଼ି ଥୋଇ ଦେଇ ଅଟୋ କି ବସରେ ପଳେଇ ଆସ।ସେ କହିଲେ କି ଗାଡ଼ିର କିକ ଷ୍ଟାର୍ଟଟା ଭାଙ୍ଗି ଯାଇଥିଲା।ସେଥିପାଇଁ ସେ ଗଡ଼େଇ ଗଡ଼େଇ ଆସୁଥିଲେ।ସେ ଏହା ମଧ୍ୟ କହିଲେ କି ମତେ ଲାଗୁଚି ସେ ମଦୁଆ ମନେ କିଛି କରିଛନ୍ତି।ସେ କହିଲେ କି ଏହି ମେସେଜଟି ତାଙ୍କ ଫୋନରୁ କରା ଯାଇଥିଲା।ତାଙ୍କ ପାଖରେ ଦୁଇଟି ଫୋନ ଥିବା କଥା କୁହାଯାଉଛି।

ତ ତାଙ୍କୁ ଯେତେବେଳେ ଏହି ବିଷୟରେ ପଚରା ଗଲା ତ ସେ କହିଲେ ମୁଁ ଦୁଇଟା ଫୋନକୁ ଟ୍ରାଏ କରିଛି।ତାଙ୍କୁ ଯେତେବେଳେ ପୋଲିସ ତଦନ୍ତ ବିଷୟରେ କୁହାଗଲା ତ ସେ କହିଲେ କି ପୋଲିସ ତ ତଦନ୍ତ କରୁଛି ଯାହା ତାଙ୍କୁ ସୂଚନା ମିଳିବ ତ ସେ ଜଣେଇବେ।ସେ କହିଲେ କି ସିସିଟିଭି କ୍ୟାମେରାରେ ଯାହା ସବୁ କଏଦ ହୋଇଥିବ ତାହାକୁ ଦେଖି ପୋଲିସ ଯାହା କରିବ।

ଦଶଟା ବେଳେ ମେସେଜ ଆସିଲା କିନ୍ତୁ ଦୁଇଟାରେ ଦେଖିଲେ ତ ୟା ବିଷୟରେ ସେ ଦୁଇଟି ପୋଲିସ ଷ୍ଟେସନକୁ ଜଣାଇଥିଲେ।ତ ଦୁଇଟା ପୋଲିସ ଷ୍ଟେସନ ତାଙ୍କୁ ଏଥିପାଇଁ ସହଯୋଗ କରିଛି କି ନାହିଁ।ଏହା ବର୍ତ୍ତମାନ ସନ୍ଦେହ ଘେରରେ ରହିଛି।ଏହାର ତଦନ୍ତ ଚାଲିଛି।ତେବେ ଖୁବ ଶୀଘ୍ର ଏହାର ନିଷ୍କର୍ଷ ବାହାରିବ ବୋଲି ଆଶା କରାଯାଉଛି।

Leave a Reply

Your email address will not be published. Required fields are marked *