ହେ ପ୍ରଭୁ ଓଡ଼ିଆ ସିରିଏଲ କରୁଥିବା Devika Arundhati ହେଉଛନ୍ତି ଏହି ବରିଷ୍ଠ ଓଡ଼ିଆ ହିରୋଇନ ଙ୍କ ନିଜ ଝିଅ,ଦେଖିଲେ ଆପଣ ମଧ୍ୟ ବିଶ୍ୱାସ କରିପାରିବେ ନାହିଁ

Spread the love

ସାଙ୍ଗମାନେ ଆଜି ମୁଁ ଆପଣ ମାନଙ୍କୁ ଏମିତି ଏକ ଓଡ଼ିଆ ଅଭିନେତ୍ରୀଙ୍କ ବିଷୟରେ ଜଣେଇବି ଯିଏ କି ଓଡ଼ିଆ ସିରିଏଲ ଜଗତରେ ଏକ ସୁପ୍ରସିଧଭି କଳାକାର ଅଟନ୍ତି।ତେବେ ତାଙ୍କ ନାମ ହେଉଛି ଦେବିକା ଅରୁନ୍ଧତୀ ସାମଲ।ସେ ଓଡ଼ିଆ ଅଭିନୟ ଜଗତର ଜଣେ। ଆଗଧାଡ଼ିର ଅଭିନେତ୍ରୀ ଅଟନ୍ତି।ତାଙ୍କର ଅଭିନୟ ଗୁଡ଼ିକୁ ଦର୍ଶକ ମାନେ ବହୁତ ପସନ୍ଦ କରିଥାନ୍ତି।ସେ ତରଙ୍ଗ ବା ସାର୍ଥକ ଟିଭିରେ ପ୍ରସାରିତ ହେଉଥିବା ବହୁତ ଗୁଡ଼ିଏ ସିରିଏଲରେ ନିଜ ଅଭିନୟର ଛାପ ଛାଡ଼ିଛନ୍ତି।

ସେ ବର୍ତ୍ତମାନ ମଧ୍ୟ ବହୁତ ଗୁଡ଼ିଏ ଧାରାବାହିକ ମାନଙ୍କରେ ଅଭିନୟ କରୁଛନ୍ତି।ସେଥିରୁ ଜେଜେମା ଧାରାବାହିକଟି ଦର୍ଶକ ମାନଙ୍କୁ ବେଶ ପସନ୍ଦ ଆସିଚି।ଦେବୀକା ଅରୁନ୍ଧତୀ ସାମଲ ୧୬ ଫ୍ରେବୁଆରୀ ତାରିଖ ଦିନ ଜନ୍ମ ଗ୍ରହଣ କରିଥିଲେ।ତାଙ୍କର ଜନ୍ମ ସ୍ଥାନ ହେଉଛି କଟକ,ଓଡ଼ିଶା।ତେବେ ତାଙ୍କର ପିଲାବେଳୁ ହିଁ ଅଭିନୟ ପ୍ରତି ବହୁତ ରୁଚି ରହିଥିଲା।

ସେ ଛୋଟ ବେଳେ ଅଭିନୟ ମଧ୍ୟ ଶିକ୍ଷା କରୁଥିଲେ।ସେ ପାଠ ପଢା ସହିତ ଅଭିନୟ କାମ ମଧ୍ୟ ଜାରୀ ରଖିଥିଲେ।ତେବେ ତାଙ୍କର ଅଭିନୟ ଜୀବନ ଆରମ୍ଭ ହୋଇଥିଲା ଧାରାବାହିକ ମାନଙ୍କରୁ।ସେ ବହୁତ ଗୁଡ଼ିଏ ଧାରାବାହିକରେ ଅଭିନୟ କରିଛନ୍ତି।ତାଙ୍କ ଅଭିନୟ ଗୁଡ଼ିକ ଦର୍ଶକ ମାନଙ୍କୁ ବେଶ ପସନ୍ଦ ଆସିଥାଏ।ସେ ତାଙ୍କ ଅଭିନୟର ଯାଦୁ ବଳରେ ଅନେକ ଦର୍ଶକ ମାନଙ୍କ ମନରେ ଏକ ସ୍ବତନ୍ତ୍ର ଜାଗା ସୃଷ୍ଟି କରି ପାରିଛନ୍ତି।

ତେବେ ସେ ସାର୍ଥକ ଟିଭିରେ ପ୍ରସାରିତ ହେଉଥିବା ଜେଜେମା ସିରିଏଲ ଦ୍ବାରା ପ୍ରସିଦ୍ଧି ପାଇ ପାରିଛନ୍ତି।ଯଦି ଆମେ ତାଙ୍କ ପରିବାର କଥା ବିଚାର କରିବା ତେବେ ତାଙ୍କ ବାପାଙ୍କ ନାମ ହେଉଛି ହିମାଂଶୁ ସାମଲ। ଦେଵିକାଙ୍କ ବାପା ଜଣେ ନିର୍ଦ୍ଦେଶକ,ଲେଖକ, ସଂଳାପ କାର।ଆଉ ଏକ ଆଶ୍ଚର୍ୟ୍ଯର କଥା ହେଉଛି ଦେଵିକାଙ୍କ ମା ବି ଜଣେ ଅଭିନେତ୍ରୀ ଅଟନ୍ତି।ତେବେ ତାଙ୍କ ଭଉଣିଙ୍କ ନାମ ହେଉଛି ଆଗାମୀ ଅନୁଭୂତି ସାମଲ।

କହିବାକୁ ଗଲେ ଦେଵିକାଙ୍କ ପରିବାରରେ ସମସ୍ତେ ଜଣେ ଜଣେ କଳାକାର ଅଟନ୍ତି।ସେ ପ୍ରଥମେ ଜଣେ ଶିଶୁ କଳାକାର ଭାବରେ ତାଙ୍କ ଅଭିନୟ ଜୀବନର ମୂଳଦୁଆ ପକାଇ ଥିଲେ।ସେ ପ୍ରଥମେ ଅଭିନୟ କରିଥିବା ଧାରାବାହିକଟି ହେଉଛି ମୋ ଜେଜେ ମା ଯେଉଁଟା ସାର୍ଥକ ଟିଭିରେ ପ୍ରସାରିତ ହେଉଥିଲା।ପରବର୍ତ୍ତୀ ସମୟରେ ଦେଵିକା ଅନେକ ଧାରାବାହିକ ମାନଙ୍କରେ ଅଭିନୟ କରି ସାରିଲେଣି।

ସେ ବର୍ତ୍ତମାନ ଓଡ଼ିଶାରେ ଘରେ ଘରେ ପରିଚିତ କଳାକାର ଅଟନ୍ତି।ସେ ବର୍ତ୍ତମାନ ସିଂହଦ୍ଵାର ଧାରାବାହିକରେ ଅଭିନୟ କାମ ଜାରୀ ରଖିଛନ୍ତି।ସେ ତାଙ୍କ ଅଭିନୟ ପାଇଁ ବହୁତ ଗୁଡ଼ିଏ ଆୱାର୍ଡ଼ ମଧ୍ୟ ପାଇ ସାରିଛନ୍ତି।ସେ ବର୍ତ୍ତମାନ ମଧ୍ୟ ତାଙ୍କ ଅଭିନୟ କାମ ଜାରୀ ରଖିଛନ୍ତି।ସେ ବର୍ତ୍ତମାନ ଜଣେ ପପୁଲାର ଅଭିନେତ୍ରୀ ପାଲଟି ଗଲେଣି।ଆଶା କରୁଛି ସେ ଆହୁରି ଆଗକୁ ଯାଆନ୍ତୁ।

Leave a Reply

Your email address will not be published. Required fields are marked *