ଓଡ଼ିଆ ହିରୋଇନ ଏଲିନା ସାମନ୍ତ ରାୟ କିଣିଲେ ନୂଆ Apartment ,ଘର ଦେଖିଲେ ଆପଣ ମଧ୍ୟ Khus ହେଇଯିବେ

Spread the love

ସାଙ୍ଗମାନେ ଆପଣମାନେ ତ ଓଡ଼ିଆ ଫିଲ୍ମ ନିଶ୍ଚିତ ଭାବରେ ଦେଖୁଥିବେ ଏବଂ ଏହା ଆପଣଙ୍କୁ ପସନ୍ଦ ମଧ୍ୟ ଅସୁଥିବ।ଆଜି କାଲି ଓଡ଼ିଆ ଫିଲ୍ମର ଚାହିଦା ଦିନକୁ ଦିନ ବଢ଼ିବାରେ ଲାଗିଛି।ସମସ୍ତେ ଏହାକୁ ଦେଖି ଆନନ୍ଦ ଅନୁଭବ କରୁଛନ୍ତି।ଏବଂ ଅଧିକରୁ ଅଧିକ ମାତ୍ରାରେ ପସନ୍ଦ ମଧ୍ୟ କରୁଛନ୍ତି।ଓଡ଼ିଆ ଫିଲ୍ମ ଲୋକଙ୍କୁ ଏତେ ମାତ୍ରାରେ ପସନ୍ଦ ଆସୁଛିଯେ କୌଣସି ଏକ ଭଲ ଫିଲ୍ମ ଆସିବା ମାତ୍ରେ ଲୋକମାନେ ତାହାକୁ ସବୁବେଳେ ପ୍ରଥମେ ଦେଖିବାକୁ ଚାହୁଁଛନ୍ତି।ଅନେକ ସମୟରେ ଆପଣ ଲୋକଙ୍କୁ ଏହି ଫିଲ୍ମ ବିଷୟରେ ଆଲୋଚନା କରିବାର ମଧ୍ୟ ଦେଖୁଥିବେ।

ଏହି ସବୁ ଫିଲ୍ମ ମାନଙ୍କ ହିଟ ହେବାର ସବୁଠାରୁ ମୁଖ୍ୟ କାରଣ ହେଉଛି ଏଥିରେ ଅଭିନୟ କରୁଥିବା ଆଭିନେତା ଏବଂ ଅଭିନେତ୍ରୀ।ସେମାନେ ନିଜ ଅଭିନୟ ଦ୍ୱାରା କୌଣସି ଏକ ଫିଲ୍ମକୁ ସୁନ୍ଦର ରୂପ ଦେଇଥାନ୍ତି।ଆପଣମାନେ ଜାଣିଥିବେ ଆମ ଓଡ଼ିଆ ଇଣ୍ଡଷ୍ଟ୍ରିରେ ଏପରି ଅଭିନେତା ଏବଂ ଅଭିନେତ୍ରୀ ଅଛନ୍ତି ଯେଉଁମାନେ ବେସ ଲୋକପ୍ରିୟ ହୋଇଥାନ୍ତି।

ସେହିଭଳି ଓଡ଼ିଆ ଫିଲ୍ମ ଇଣ୍ଡଷ୍ଟ୍ରିର ଜଣେ ବିଶେଷ ଅଭିନେତ୍ରୀ ହେଉଛନ୍ତି ଏଲିନା ସାମନ୍ତ ରାୟ।ଆପଣମାନେ ତ ଏଲିନାଙ୍କୁ ଜାଣିଥିବେ ଏବଂ ତାଙ୍କ ଅନେକ ସୁନ୍ଦର ସୁନ୍ଦର ଫିଲ୍ମ ଦେଖିଥିବେ।ଏଲିନା ସାମନ୍ତରାୟଙ୍କୁ ଅନେକ ଲୋକ ପସନ୍ଦ କରିଥାନ୍ତି।ସେ ନିଜ ଅଭିନୟ ଦ୍ୱାରା ଲୋକ ମାନଙ୍କ ହୃଦୟରେ ଏକ ନୂଆ ସ୍ଥାନ ସୃଷ୍ଟି କରିପାରିଛନ୍ତି।ଆଜି ଆମେ ତାଙ୍କ ଘର ବିଷୟରେ ଜାଣିବା।

ଭୁବନେଶ୍ୱରରେ ଘର କିଣି ସ୍ୱପ୍ନ ପୁରଣ କଲେ ଏଲିନା।ଜାଣନ୍ତୁ ଘରର ମୂଲ୍ୟ କେତେ କୋଟି ଟଙ୍କା।ତେବେ ଏହି ସମ୍ପର୍କରେ ସମ୍ପୂର୍ଣ୍ଣ ତଥ୍ୟ ଜାଣିବା ପାଇଁ ଏହି ଆର୍ଟିକିଲକୁ ପ୍ରଥମରୁ ଶେଷ ପର୍ଯ୍ୟନ୍ତ ସମ୍ପୂର୍ଣ୍ଣ ଭାବରେ ପଢନ୍ତୁ।ତେବେ ଆସନ୍ତୁ ଜାଣିବା ଏହି ବିଷୟରେ।ଅଭିନେତା ଏବଂ ଅଭିନେତ୍ରୀ ମାନେ ବ୍ୟକ୍ତି ଗତ ଜୀବନ ଖୁସିରେ କାଟିବା ପାଇଁ ଅନେକ କିଛି ସ୍ୱପ୍ନ ଦେଖିଥାନ୍ତି।

ଏବଂ ଏହି ସ୍ୱପ୍ନକୁ ସତ୍ୟ କରିବା ପାଇଁ ଲକ୍ଷ ରଖିଥାନ୍ତି।ଓ ପରବର୍ତ୍ତୀ ସମୟରେ ଏହି ସ୍ୱପ୍ନ ତାଙ୍କର ସତ ହୋଇଥାଏ।ସେହିଭଳି ଭାବରେ ଏଲିନା ସାମନ୍ତରାୟଙ୍କ ବିଷୟରେ ଆମେ ଜାଣିବା ଯାହାଙ୍କ ସ୍ୱପ୍ନ ଆଜି ସତ ହୋଇଛି।ସେ ସଫଳତାର ପାହାଚ ଚଢି ଏବେ ଶୀର୍ଷରେ ପହଞ୍ଚିଛନ୍ତି।ସେ ଦେଖିବାକୁ ଯେତିକି ସୁନ୍ଦର ତାଙ୍କ ଅଭିନୟ ମଧ୍ୟ ତା ଠାରୁ ଅଧିକ ସୁନ୍ଦର।

ବର୍ତ୍ତମାନ ସମୟରେ ସେ ଆଉ ଏକ ସଫଳତାର ପାହାଚ ଚାଢ଼ିଛନ୍ତି।ଯାହା ତାଙ୍କର ସ୍ୱପ୍ନ ଥିଲା।ସେ ଏକ ନୂଆ ଫ୍ଲାଟ କିଣିଛନ୍ତି ଭୁବନେଶ୍ୱରରେ ହଜାର ମୂଲ୍ୟ ଏକ କୋଟି ଟଙ୍କା ହେବ ବୋଲି ଆକଳନ କରାଯାଉଛି।ଏହି ନୂଆ ଘରର ଫଟୋ ସେ ତାଙ୍କ ସୋସିଆଲ ମିଡିଆ ଆକାଉଣ୍ଟରେ ପୋଷ୍ଟ କରିଛନ୍ତି।ଏହା ତାଙ୍କର ଫ୍ୟାନ ମାନଙ୍କୁ ଅତ୍ୟନ୍ତ ପସନ୍ଦ ଅସିଛି ଏବଂ ସମସ୍ତେ ଅନେକ ଅନେକ ଶୁଭେଚ୍ଛା ଏବଂ ଶୁଭକାମନା ମଧ୍ୟ ଜଣାଇଛନ୍ତି।

Leave a Reply

Your email address will not be published. Required fields are marked *