ଓଡ଼ିଆ TV ସିରିଏଲ ରେ ସବୁଠାରୁ ଧନୀ ହିରୋଇନ କିଏ? Puja ଙ୍କ ନିଜ ସମ୍ପତି ଏତେ ଯେ ଜାଣିଲେ ଆପଣ ଆଶ୍ଚର୍ଯ୍ୟ ହେଇଯିବେ

Spread the love

ଆମେ ପ୍ରତିଦିନ ଅନେକ ଓଡ଼ିଆ ଧାରାବାହିକ ଓ ଅନେକ ଓଡ଼ିଆ ଚଳଚ୍ଚିତ୍ର ଦେଖି ଥାଉ।ଏହା ସହିତ ଏହି ଚଳଚ୍ଚିତ୍ର ମାଧ୍ୟମରେ ଅନେକ ନୂଆ ନୂଆ ହିରୋଇନ ମାନେ ବର୍ତ୍ତମାନ ଓଡ଼ିଆ ଅଭିନୟ ଜଗତରେ ସାମ୍ନାକୁ ଆସିବାରେ ଲାଗିଛନ୍ତି।ଏହା ସହିତ ସେମାନେ ବର୍ତ୍ତମାନ ଏହି ଧାରାବାହିକରେ ଅଭିନୟ କରି ବର୍ତ୍ତମାନ ଅନେକ ପରିଚିତ ହୋଇ ପାରିଛନ୍ତି।ଏହା ସହିତ ସେମାନେ ଏହି ଧାରାବାହିକ ମାନଙ୍କରେ ଅଭିନୟ କରି ଅନେକ ଧନ ମଧ୍ୟ ଅର୍ଜନ କରି ସାରିଛନ୍ତି।ତେବେ ଆମେ ବର୍ତ୍ତମାନ ସେହି ସମ୍ପର୍କରେ ଆଲୋଚନା କରିବା।

ତାରା:- ଏହି ଅଭିନେତ୍ରୀ ଜଣଙ୍କ ତାରିଣୀ ଆଖିରେ ତାର ଧାରାବାହିକରେ ଅଭିନୟ କରୁଛନ୍ତି।ତେବେ ସେ ଗୋଟିଏ ଏପିସୋଡ କରିବା ପାଇଁ ପ୍ରାୟ ୧୨-୧୫ ହଜାର ଟଙ୍କା ନେଇଥାନ୍ତି।ଏହା ସହିତ ତାଙ୍କର ମୋଟ ସମ୍ପତି ହେଇଚି ୧୫ ଲକ୍ଷ ଟଙ୍କା।

ମଙ୍ଗଳା:- ଏହି ଅଭିନେତ୍ରୀ ମଙ୍ଗଳା ଚାରଣ ଧାରାବାହିକରେ ଅଭିନୟ କରୁଛନ୍ତି।ତେବେ ସେ ଗୋଟିଏ ଏପିସୋଡ କରିବା ପାଇଁ ୧୦-୧୫ ହଜାର ଟଙ୍କା ନେଇଥାନ୍ତି।ଏହା ସହିତ ତାଙ୍କର ମୋଟ ସମ୍ପତ୍ତିର ମୂଲ୍ୟ ହେଉଛି ୧୭- ୨୦ ଲକ୍ଷ ଟଙ୍କା ହେବ।

ଇତି:- ଏହି ଅଭିନେତ୍ରୀ ଜଣଙ୍କ ସିନ୍ଦୂର ଅଧିକାର ଧାରାବାହିକରେ ଅଭିନୟ କରୁଛନ୍ତି।।ତେବେ ସେ ଗୋଟିଏ ଏପିସୋଡ କରିବା ପାଇଁ ୧୫-୧୮ ହଜାର ଟଙ୍କା ନେଇଥାନ୍ତି।ଏହା ସହିତ ତାଙ୍କର ମୋଟ ସମ୍ପତ୍ତିର ମୂଲ୍ୟ ହେଉଛି ୨୦-୧୫ ଲକ୍ଷ ଟଙ୍କା ହେବ।

ଋଦ୍ରି:- ଏହି ଅଭିନେତ୍ରୀ ଜଣଙ୍କ ମାୟା ଧାରାବାହିକରେ ଅଭିନୟ କରିଥାନ୍ତି।ଏହା ସହିତ ସେ ଗୋଟିଏ ଏପିସୋଡ କରିବା ପାଇଁ ୨୦-୨୫ହଜାର ଟଙ୍କା ନେଇଥାନ୍ତି।ଏହା ସହିତ ତାଙ୍କର ମୋଟ ସମ୍ପତ୍ତିର ମୂଲ୍ୟ ହେଉଛି ୩୫-୪୦ ଲକ୍ଷ ଟଙ୍କା ହେବ ବୋଲି ଅନୁମାନ କରାଯାଉଛି।

ତାରିଣୀ:- ଏହି ଅଭିନେତ୍ରୀ ଜଣଙ୍କ ତାରିଣୀ ଆଖିରେ ତାର ଧାରାବାହିକରେ ଅଭିନୟ କରୁଛନ୍ତି।ଏହା ସହିତ ସେ ଗୋଟିଏ ଏପିସୋଡ କରିବା ପାଇଁ ୨୦-୨୫ହଜାର ଟଙ୍କା ନେଇଥାନ୍ତି।ଏହା ସହିତ ତାଙ୍କର ମୋଟ ସମ୍ପତ୍ତିର ମୂଲ୍ୟ ହେଉଛି ୩୫-୪୦ ଲକ୍ଷ ଟଙ୍କା ହେବ ବୋଲି ଅନୁମାନ କରାଯାଉଛି।

ଐଶ୍ୱରୀୟା:- ଝିଅ ଆମର ନୂଆ ବୋହୂ ଧାରାବାହିକରେ ଅଭିନୟ କରୁଥିବା ଏହି ଅଭିନେତ୍ରୀ ଜଣଙ୍କ ନିଜର ଗୋଟିଏ ଏପିସୋଡ କରିବା ପାଇଁ ୧୫-୨୦ହଜାର ଟଙ୍କା ନେଇଥାନ୍ତି।ଏହା ସହିତ ତାଙ୍କ ପାଖରେ ବର୍ତ୍ତମାନ ୪୦ ଲକ୍ଷ ଟଙ୍କାରୁ ଅଧିକ ସମ୍ପତି ରହିଛି।

ଶ୍ରଦ୍ଧା:- ଏହି ଅଭିନେତ୍ରୀ ଜଣଙ୍କ ନିଜର ଅଭିନୟ ଦ୍ୱାରା ସମସ୍ତଙ୍କୁ ଆକର୍ଷିତ କରିବାରେ ସଫଳ ହୋଇଥିଲେ।ଏହା ସହିତ ଏହି ଅଭିନେତ୍ରୀ ଜଣଙ୍କ ନିଜର ଗୋଟିଏ ଏପିସୋଡ କରିବା ପାଇଁ ୨୫-୩୦ ହଜାର ଟଙ୍କା ନେଇଥାନ୍ତି।ତାଙ୍କର ମୋଟ ସମ୍ପତ୍ତିର ମୂଲ୍ୟ ହେଉଛି ପ୍ରାୟ ୮୦ ଲକ୍ଷ ଟଙ୍କା।

ପୂଜା:- ଏହି ଅଭିନେତ୍ରୀ ଜଣଙ୍କ ଝିଅ ଅମର ନୂଆ ବୋହୂ ଧାରାବାହିକରେ ଅଭିନୟ କରିଥାନ୍ତି।ଏହା ସହିତ ଏହି ଅଭିନେତ୍ରୀ ଜଣଙ୍କ ନିଜର ଗୋଟିଏ ଏପିସୋଡ କରିବା ପାଇଁ ୨୫-୩୦ ହଜାର ଟଙ୍କା ନେଇଥାନ୍ତି।ତାଙ୍କର ମୋଟ ସମ୍ପତ୍ତିର ମୂଲ୍ୟ ପ୍ରାୟ ୧.୫-୨ କୋଟି ଟଙ୍କାର ହେବ ବୋଲି ଅନୁମାନ କରାଯାଏ।

Leave a Reply

Your email address will not be published. Required fields are marked *