ସେଦିନ ଢେଙ୍କାନାଳ ରୁ Phulabani ଯାଉଥିବା ରାସ୍ତାର ଭୟଙ୍କର ପୋଲ,ରାତି 3 ଟାରେ ଯାହା ଘଟିଲା ଆପଣଙ୍କ ମୁଣ୍ଡ ଚକର ଖାଇଯିବ,କେବଳ ସାହସୀ ଲୋକ ପଢନ୍ତୁ

Spread the love

ଥରେ ଶୁଭେନ୍ଦୁ ନାମକ ଜଣେ ବସ ଡ୍ରାଇଭର ଅନେକ ଦିନ ହେବ ନିଜର ଘରକୁ ଯାଇନଥିଲେ।ଫଳରେ ସେ ନିଜର ବସ ମାଲିକଙ୍କ ଠାରୁ ସାତ ଦିନ ଛୁଟି ନେଇ ନିଜର ଘରକୁ ଚାଲି ଆସିଲେ।ଏହାପରେ ସେ ନିଜର ସାଙ୍ଗମାନଙ୍କ ସହିତ ଅନେକ ଦିନ ବୁଲାବୁଲି କରିବାକୁ ଲାଗିଲେ।ନିଜର ସାଙ୍ଗମାନଙ୍କ ସହିତ ଏନେକ ସମୟ ବୁଲାବୁଲି କରିବା ପରେ ତାଙ୍କର ଜଣେ ସାଙ୍ଗ ତାଙ୍କୁ କହିଲେ କି ଚାଲ ଆଜି ଆମେ ଫୁଲବାଣୀ ବୁଲିବା ପାଇଁ ଯିବା।ସେ ପ୍ରଥମେ ରାଜି ହୋଇ ନଥିଲେ।

ଏହାପରେ ତାଙ୍କର ବନ୍ଧୁ ମାନେ ତାଙ୍କୁ ଅନେକ ଥର କହିବା ପରେ ସେ ଶେଷରେ ଯିବା ପାଇଁ ରାଜି ହୋଇଥିଲେ।ଏହାପରେ ସେମାନେ ତାଙ୍କର ଏକ କାରରେ ଫୁଲବାଣୀ କୁ ଯିବା ପାଇଁ ବାହାରିଲେ।ଅନେକ ସମୟ ରାସ୍ତାରେ ଗାଡି ଚଳାଇବା ପରେ ସେ ଅନୁଭବ କଲେ କି ତାଙ୍କର ଗାଡ଼ିରେ ତେଲ କମି ଯାଇଛି।ଏହାପରେ ସେ ସେହି ଗାଡ଼ିରେ ତେଲ ପକାଇବା ପାଇଁ ଏକ ପେଟ୍ରୋଲ ପମ୍ପ ନିକଟରେ ପହଞ୍ଚିଲେ।

ଏହାପରେ ସେମାନେ ସେଠାରେ ନିଜର ଗାଡ଼ିରେ ପେଟ୍ରୋଲ ପକାଇଲେ।ଏହାପରେ ସେହି ପେଟ୍ରୋଲ ପମ୍ପରେ କାମ କରୁଥିବା ଏକ ଲୋକ କହିଲା କି ଆପଣ ମାନେ ଆଜି ଏହିଠାରେ ରହି ଯାଆନ୍ତୁ ଆସନ୍ତା କାଲି ସକାଳୁ ଆପଣମାନେ ନିଜର ଗନ୍ତବ୍ୟ ସ୍ଥାନକୁ ଯିବେ।ଏହାପରେ ସେମାନେ ଏହା ଶୁଣିବା ପରେ ଆଶ୍ଚର୍ଯ୍ୟ ହୋଇଗଲେ ଓ ପଚାରିଲେ ତମେ ଏପରି କାହିଁକି କହୁଛ।

ଏହା ଶୁଣିବା ପରେ ସେହି ଲୋକଟି କହିଲା ଏହି ରାସ୍ତାଟି ରାତିରେ ଗାଡ଼ି ଚଳାଚଳ ପାଇଁ ବିଲକୁଲ ଠିକ ନୁହେଁ।ଏହାପରେ ସେମାନେ ତାର କଥାକୁ ନଶୁଣି ନିଜ ରାସ୍ତାରେ ଯିବା ପାଇଁ ବାହାରିଲେ।ଏହାପରେ ସେମାନେ ଗାଡ଼ି ନେଇ ଆଗକୁ ଚାଲିଲେ।ଏହାପରେ ସେମାନେ କିଛି ରାସ୍ତା ଯିବା ପରେ ଶୁଭେନ୍ଦୁଙ୍କୁ ପରିସ୍ରା ଲାଗିଲା।ଏହାପରେ ସେ ଏକ ବୋର୍ଡ ଦେଖିଲେ ଯେଉଁଥିରେ ଲେଖାଥିଲା କି ବିନା କାରଣରେ ଗାଡ଼ି ଅଟକାନ୍ତୁ ନାହିଁ।

ଏହାପରେ ସେ ଆଗକୁ ଯିବା ପରେ ଏକ ପୋଲ ଉପରେ ଗାଡି ଅଟକାଇ ପରିସ୍ରା କଲେ।ଏହାପରେ ତାଙ୍କର ଆଉଜଣେ ସାଙ୍ଗ ମଧ୍ୟ ଗାଡିରୁ ଓହ୍ଲାଇ ପରିସ୍ରା କରିବାକୁ କହି ଆଗକୁ ଗଲେ।ହେଲେ ସେ ସେଠାରେ ନ ରହି ସିଧା ଯାଇ ନଈକୁ ଡେଇଁ ପଡ଼ିଲେ।ଏହାପରେ ଏହା ଦେଖି ତାଙ୍କର ଆଉଜଣେ ସାଙ୍ଗ ଯିଏ ପହଁରା ଜାଣିଥିଲେ ସେ ମଧ୍ୟ ତାଙ୍କୁ ବଞ୍ଚାଇବା ପାଇଁ ନଈକୁ ଡେଇଁ ପଡ଼ିଲେ।

ଏହାପରେ ତାଙ୍କର ଆଉଜଣେ ସାଙ୍ଗ ମଧ୍ୟ ନଈକୁ ଡେଇଁବା ପାଇଁ ଯାଉଥିଲେ ମାତ୍ର ଶୁଭେନ୍ଦୁ ତାଙ୍କୁ ଅଟକାଇ ଦେଇଥିଲେ।ଏହାପରେ ସେ ଏକ ରଶୀ ସାହାଯ୍ୟରେ ସେମାନଙ୍କୁ ନଈରୁ କାଢିବାକୁ ପ୍ରୟାସ କଲେ ମାତ୍ର ସେ ଏପରି କରିପାରିଲେ ନାହିଁ।

ଏହାପରେ ସେ ତାଙ୍କର ଏକ ତାବିଯକୁ ନିଜର ସାଙ୍ଗକୁ ଦେଲେ ଏହାପରେ ଯାଇ ସେ ତାଙ୍କୁ ନଈରୁ କାଢି ପାରିଲେ।ଏପରି ଭାବରେ ସେମାନେ କୌଣସିମତେ ସେଠାରୁ ଖସି ଏକ ଢ଼ାବା ସମ୍ମୁଖକୁ ଚାଲି ଆସିଲେ।ଏହାପରେ ସମସ୍ତେ ସେମାନଙ୍କ ଅବସ୍ଥା ଦେଖି ସେମାନଙ୍କ ସହ ଯାହା ଘଟିଥିଲା ସମସ୍ତେ ଅନୁମାନ କରି ପାରିଲେ।

କାରଣ ସମସ୍ତେ ସେହି ପୋଲ ଉପରେ ରହୁଥିବା ଭୁତ ବିଷୟରେ ସମସ୍ତେ ଅବଗତ ଥିଲେ।ଏହାପରେ ସେଠାକୁ ଏକ ବାବା ଆସି ସେମାନଙ୍କୁ ଏକ ତବିଜ ଦେଲେ ଏହାପରେ ସମସ୍ତେ ଠିକ ହୋଇ ଯାଇଥିଲେ।ତେବେ ଏଠାରେ କହିରଖୁ ଆମେ କୌଣସି ପ୍ରକାର ଭୁତ ରେ ବିଶ୍ୱାସ କରୁ ନାହୁଁ ଏହି ଲେଖା ଆମେ ସଂଗ୍ରହ କରିଛୁ,ଏହାର ସତ୍ୟତା ପାଇଁ ଆମେ ଦାବି କରୁ ନାହୁଁ

Leave a Reply

Your email address will not be published. Required fields are marked *