ଓଡି଼ଶାର ସବୁଠୁ ଲୋକପ୍ରିୟ କମେଡିଆନ Jayiram Samal ଙ୍କ ଝିଅ କୁ ଆପଣ ଦେଖିଛନ୍ତି କି?ଦେଖିଲେ କହିବେ ଓଡ଼ିଆ ବଡ ହିରୋଇନ ତାଙ୍କ ଆଗେ ଫିକା

Spread the love

ସାଙ୍ଗମାନେ ଆଜିର ଏହି ଆର୍ଟିକିଲରେ ଆମେ କିଛି ବିଶେଷ ତଥ୍ୟ ବିଷୟରେ ଆଲୋଚନା କରିବା।ସାଙ୍ଗମାନେ ଆପଣ ନିଶ୍ଚିତ ଭାବରେ ଓଡ଼ିଆ ଚଳଚ୍ଚିତ୍ର ଦେଖୁଥିବେ ଏବଂ ଏହାକୁ ଅତ୍ୟନ୍ତ ମାତ୍ରାରେ ପସନ୍ଦ ମଧ୍ୟ କରୁଥିବେ।ଓଡ଼ିଆ ଫିଲ୍ମର କମେଡି ମଧ୍ୟ ଆପଣଙ୍କୁ ବହୁତ ପସନ୍ଦ ଆସୁଥିବ।ଏହି ସବୁ କମେଡିକୁ ଓଡ଼ିଆ ବିଶେଷ କମେଡି ଅଭିନେତା ମାନେ ଅତି ସୁନ୍ଦର ଭାବରେ ନିଭେଇ ଥାନ୍ତି।ଯାହା ଫଳରେ ସେମାନେ ଦର୍ଶକ ମାନଙ୍କୁ ହସାଇବାରେ ସକ୍ଷମ ହୋଇଥାନ୍ତି।

କୌଣସି ଏକ ଫିଲ୍ମକୁ କେମେଡି ମାଧ୍ୟମରେ ଲୋକପ୍ରିୟ କରାଯାଇପାରିଥାଏ।ଓଡ଼ିଆ ଫିଲ୍ମ ଇଣ୍ଡଷ୍ଟ୍ରିରେ ଅନେକ ଭଲ କମେଡି ଅଭିନେତା ଅଛନ୍ତି।ଏବଂ ସେମାନେ ଖୁବ ସୁନ୍ଦର କମେଡି କରିଥାନ୍ତି।ଆପନମାନଙ୍କ ମନରେ ଅଧିକାଂଶ ସମୟରେ ଉତ୍କଣ୍ଠା ରହିଥାଏ ଯେ ସେହି କମେଡିଆନ ମାନଙ୍କ ବ୍ୟକ୍ତିଗତ ଜୀବନ ବିଷୟରେ ଜାଣିବାକୁ।

ଆପଣମାନେ କମେଡିଆନ ଜଇଙ୍କୁ ତ ନିଶ୍ଚୟ ଭାବରେ ଜାଣିଥିବେ ତେବେ ଆଜି ଆମେ ଆପଣଙ୍କୁ ଏହି ଆର୍ଟିକିଲରେ ଆପଣମାନଙ୍କ ସେହି ପ୍ରିୟ କମେଡିଆନ ଜୟୀରାମ ସାମଲ ଅର୍ଥାତ ଜଇ ଭାଇଙ୍କ ବିଷୟରେ କିଛି ତଥ୍ୟ ଜଣାଇବୁ।ତାଙ୍କର ଘର ପରିବାର ଏବଂ ତାଙ୍କର ବ୍ୟକ୍ତିଗତ ଜୀବନ ବିଷୟରେ ଏପରିକି ତାଙ୍କ ଝିଅ, ତାଙ୍କ ନାତୁଣୀ ଦେଖିବାକୁ କିପରି ସେ କିପରି ଆଗାମୀ ସମୟରେ ଚଳଚ୍ଚିତ୍ରରେ ହିରୋଇନ ଭାବରେ କାମ କରିବେ

ସେ ବର୍ତ୍ତମାନ କଣ କରୁଛନ୍ତ ସବୁ କିଛି ଜାଣିବା।ଏହି ସମ୍ପର୍କରେ ସମ୍ପୂର୍ଣ୍ଣ ତଥ୍ୟ ଜାଣିବା ପାଇଁ ଆପଣ ଏହି ଆର୍ଟିକିଲକୁ ପ୍ରଥମରୁ ଶେଷ ପର୍ଯ୍ୟନ୍ତ ସମ୍ପୂର୍ଣ୍ଣ ଭାବରେ ପଢନ୍ତୁ।ତେବେ ଆସନ୍ତୁ ଜାଣିବା ଏହି ବିଷୟରେ।ଆପଣମାନେ ତ ଜଇ ଭାଇଙ୍କ କମେଡି ଦେଖିବାପାଇଁ ବେସ ପସନ୍ଦ କରିଥାନ୍ତି।ଆସନ୍ତୁ ପ୍ରଥମେ ତାଙ୍କର ବ୍ୟକ୍ତିଗତ ଜୀବନ ବିଷୟରେ ଜାଣିବା।

ଆପଣମାନଙ୍କ ପ୍ରିୟ ଜଇ ଭାଇ ଯାହାଙ୍କ ପ୍ରକୃତ ନାମ ରହିଛି ଜୟୀରାମ ସାମଲ।୧୯୪୮ ମସିହାରେ କଟକ ଜିଲ୍ଲାରେ ଜନ୍ମ ଲାଭ କରିଥିଲେ।ବର୍ତ୍ତମାନ ସମୟରେ ତାଙ୍କର ବୟସ ହେଉଛି ୭୩ ବର୍ଷ।ସେ ୧୯୭୦ ମସିହାରେ ଚଳଚ୍ଚିତ୍ର ଜଗତରେ ପ୍ରେବେଶ କରିଥିଲେ।ଏବଂ ଏହି ଦିନ ଠାରୁ ତାଙ୍କର ଆକ୍ଟିଙ୍ଗ କ୍ୟାରିଅର ଆରମ୍ଭ ହୋଇଥିଲା।ବର୍ତ୍ତମାନ ପର୍ଯ୍ୟନ୍ତ ସେ ପାଖାପାଖି ତିନି ଶହରୁ ଉର୍ଢ଼ ଚଳଚ୍ଚିତ୍ରରେ କାମ କରିଛନ୍ତି।

ଏହା ସହିତ ଅନେକ ନାଟକ ଗୁଡିକରେ ମଧ୍ୟ ସେ ନିଜର କମେଡିର ଯାଦୁ ଦେଖାଇ ସାରିଛନ୍ତି।୨୦୦୮ ମସିହାରେ ତାଙ୍କର ୩୦ ବର୍ଷର ଚଳଚ୍ଚିତ୍ର କ୍ୟାରିଅର ପୂରଣ ହୋଇଥିଲା।ଏଥିନିମନ୍ତେ ମଧ୍ୟ ତାଙ୍କୁ ଲାଇଫ ଟାଇମ ଆଚିଭମେଣ୍ଟ ପୁରସ୍କାର ପ୍ରଦାନ କରାଯାଇଥିଲା।ତେବେ ତାଙ୍କର ଜଣେ ଝିଅ ମଧ୍ୟ ଅଛନ୍ତି ହେଲେ ସେ କେବେ କ୍ୟାମେରା ସାମ୍ନାକୁ ଆସନ୍ତି ନାହିଁ ଓ ନିଜର ବ୍ୟକ୍ତିଗତ କଥା ସମ୍ପୂର୍ଣ ବ୍ୟକ୍ତିଗତ ରଖିବା ପାଇଁ ସେ ଚାଁହାନ୍ତି ସେଥିପାଇଁ ଆମେ ତାଙ୍କ ଫୋଟୋ ଦେଇ ପାରୁନୁ ଆପଣ ,ମଧ୍ୟ ତାଙ୍କ ବ୍ୟକ୍ତିଗତ କୁ ସଂମାନ କରିବେ ଆମର ଆଶା

ସେ ଜଣେ ଏପରି କମେଡିଆନ ଥିଲେ ଯାହାଙ୍କ କାରଣରୁ ଘରେ ଘରେ ଏବଂ ସାଧାରଣ ଜନତାଙ୍କ ମୁହଁରେ ଟିକେ ହସ ଫୁଟି ପାରୁଥିଲା।ଏବେ ଆସନ୍ତୁ ତାଙ୍କ ପରିବାର ବିଷୟରେ ଜାଣିବା।ତାଙ୍କ ନାତୁଣୀଙ୍କ ନାମ ରହିଛି ଅନିତା ସାମଲ।ଯିଏକି ଖୁବ ଶୀଘ୍ର ଓଲିଉଡ ଇଣ୍ଡଷ୍ଟ୍ରିରେ ପାଦ ରଖିବାକୁ ଯାଉଛନ୍ତି।

Leave a Reply

Your email address will not be published. Required fields are marked *