ଦିନରେ ବହି କିନ୍ତୁ ରାତିରେ ଏଠାରେ ଲାଗେ ସୁନ୍ଦରୀ ମାନକ ମେଳା – ପୋଲିସ ଚାହିଁଲେ ମଧ୍ୟ କିଛି କରିପାରେନାହିଁ କାରଣ ଏଠାରେ..

Spread the love

ସାଙ୍ଗମାନେ ଆଜିର ଏହି ଆର୍ଟିକିଲରେ ଆମେ ଏକ ଘଟଣା ବିଷୟରେ ଜାଣିବା।ଗୋଟିଏ ପଟେ ଶିକ୍ଷା ଏବଂ ଗୋଟିଏ ପଟେ ଅଶିକ୍ଷା।ଆମ ଭାରତରେ ଏପରି ଏକ ଜାଗା ଅଛି ଯେଉଠରେ ଦିନ ବେଳା ଶିକ୍ଷା ପାଇଁ ବହି ଖାତା ଏବଂ ଶିକ୍ଷା ସମ୍ବନ୍ଧୀୟ ଅନ୍ୟାନ୍ୟ ଜିନିଷ ବିକ୍ରି ହୁଏ।ଏବଂ ତାହା ସହିତ ଇଲେକ୍ଟ୍ରୋନିକ ମାର୍କେଟ ମଧ୍ୟ ବସେ।କିନ୍ତୁ ଯେମିତି ରାତି ହୋଇଯାଏ ସେଠାରେ ଆରମ୍ଭ ହୁଏ ଅଶିକ୍ଷା।ଏବଂ ଧନ୍ଦା।ଓ କେବଳ ଏତିକି ନୁହଁ ଏହା ସହିତ ବ୍ଲା-କ ମାର୍କେଟ।ତେବେ ସେହି ଜାଗାଟି କେଉଁଠାରେ ଅଛି?ଏବଂ ତାହାର ନାମ କଣ?ଆପଣମାନେ ଜାଣିଛନ୍ତି କି?

ଯଦି ଜାଣିନାହାନ୍ତି ତେବେ ଆମେ ଏହି ଆର୍ଟିକିଲରେ ଜାଣିବା ଏହି ବିଷୟରେ।ଏହାର ସମ୍ପୂର୍ଣ୍ଣ ତଥ୍ୟ ଭଲ ଭାବରେ ଜାଣିବା ପାଇଁ ଏହି ଆର୍ଟିକିଲକୁ ପ୍ରଥମରୁ ଶେଷ ପର୍ଯ୍ୟନ୍ତ ସମ୍ପୂର୍ଣ୍ଣ ଭାବରେ ପଢନ୍ତୁ।ତେବେ ଆସନ୍ତୁ ଜାଣିବା ଏହି ବିଷୟରେ।ତେବେ ଏହି ଖବର ହେଉଛି ପୁନେର।ପୁନେ ଏକ ଅତ୍ୟନ୍ତ ସୁନ୍ଦର ସହର ଆପଣମାନେ ନିଶ୍ଚିତ ଭାବରେ ଜାଣିଥିବେ।ପୁନେକୁ ଅନେକ ଲୋକ ବୁଲିବାକୁ ଯାଇଥାନ୍ତି।

ପୁନେରେ ଏକ ଜାଗା ଅଛି ଯାହାର ନାମ ବୁଧବାର ପେଠା।ସେହି ବୁଧବାର ପେଠା ଠାରେ ଏକ ବହୁତ ବଡ଼ ବହି ମାର୍କେଟ ବସେ।ଏବଂ ଏହା ସହିତ ଇଲେକ୍ଟ୍ରୋନିକସ ମାର୍କେଟ ବସେ।ସେହି ସ୍ଥାନ ହେଉଛି ପୁନେର ସବୁଠାରୁ ବଡ଼ ବହି ସପ୍ଲାଇ ଏବଂ ଇଲେକ୍ଟ୍ରୋନିକସ ସପ୍ଲାଇ ଏରିଆ।ସେଠାରେ ଅପଣ ସବୁ ପ୍ରକାର ବହି ପାଇପାରିବେ ଆପଣ ସେଠାରେ ସବୁ ପ୍ରକାର ଇଲେକ୍ଟ୍ରୋନିକସ ଜିନିଷ ପାଇପାରିବେ।

ସେଠାରେ ଏକ ପାଞ୍ଚ ଫିଟର ଗାଳି ରାସ୍ତା ଅଛି ଆପଣ ଦିନ ବେଳେ ସେଠାରେ ସବୁ କିଛି ପାଇପାରିବେ।କିନ୍ତୁ ଏଠାରେ ରାତି ହୋଇଗଲେ ଆରମ୍ଭ ହୋଇଯାଏ ଅଶିକ୍ଷା କାରବାର।ଆପଣମାନେ ଜାଣିପାରୁଥିବେ ଅଶିକ୍ଷା କାରବାର ଅର୍ଥ କଣ?ଏହାର ଅର୍ଥ ହେଉଛି ଧ-ନ୍ଦା।ଯାହାକୁ କୁହନ୍ତି ରେ-ଡ଼ ଲାଇ-ଟ ଏରିଆ।

ଏହି ସ୍ଥାନଟି ଏସିଆର ସର୍ଵବୃହତ  ଏରିଆ।ସେହି ସ୍ଥାନ ଏହିକାମ ପାଇଁ ଏତେ ଫେମସ ସନ୍ଧ୍ୟାରୁ ଲୋକମାନଙ୍କ ଲାଇନ ଲାଗିଯାଏ ଝି-ଅ ମାନଙ୍କୁ କି-ଣିତାଙ୍କ ସହିତ  ସ-ମ୍ପର୍କ ରଖିବାପାଇଁ।ସେହି ମାର୍କେଟରେ ଆପଣ ମାନେ ଖାଲି ନେପାଳି ଝିଅ ମାନଙ୍କୁ ଦେଖିବାକୁ ପାଇବେ।ଓ ତାହା ଲୋକ ମାନଙ୍କୁ ବହୁତ ଆକୃଷ୍ଟ କରିଥାଏ।

ସେଠାରେ ଏକ ପାଞ୍ଚଫୁଟ ଗାଳି ଅଛି ସେଠାରେ ଝି-ଅ ମାନେ ମେକପ ନେଇ ରହିଥାନ୍ତି।ସେଠାରେ ୪୦୦ କୋଠା ରହିବା ସହିତ ୮୩୬ଛୋଟ ଛୋଟ ଘର ଅଛି।ଆପଣମାନେ ବିଶ୍ୱାସ କରିବେନି ଏପର୍ଯ୍ୟନ୍ତ ସେଠାରେ ପୋଲିସ ରେଷ୍ଟ୍ରିକସନ ମଧ୍ୟ ନାହିଁ।କିନ୍ତୁ ଗୋଟେ ଥର ପୋଲିସ ସେଠାକାର ୨୦ଟି କୋଠାକୁ ସିଲ କରିଦେଇଥିଲା ଏବଂ ତାହା ଏପର୍ଯ୍ୟନ୍ତ ମଧ୍ୟ ସିଲ ହୋଇ ଅଛି।

ଏଠାକାର ଏକ ମୁଖ୍ୟ କଥା ହେଉଛି ଏଠାକୁ ଏକ ଥର ପୃଥିବୀର ସବୁଠାରୁ ଧନୀ ବ୍ୟକ୍ତି ବିଲ ଗେଟସ ମଧ୍ୟ ଆସିଥିଲେ।ସେ କିଛି ଖରାପ କାମ କରିବାକୁ ଆସିନଥିଲେ।ସେଠାରେ ଥିବା ୱା-ର୍କ-ର ମାନଙ୍କୁ ଏ-ଡ-ସ ଏବଂ ଅନ୍ୟାନ୍ୟ ରୋଗ ପ୍ରତି ସଚେତନ କରିବାକୁ ଆସିଥିଲେ ଏବଂ ଏକ ମୋଟିଭେସନ ଭାଷଣ ମଧ୍ୟ ଦେଇଥିଲା।ଏବଂ ଛୋଟ ପିଲାଙ୍କ ପଢା ପାଇଁ ଆମେରିକା ମୁଦ୍ରା ଅନୁସାରେ ଡୋନେସନ ମଧ୍ୟ କରିଥିଲେ।

Leave a Reply

Your email address will not be published. Required fields are marked *