ଘରର କେଉଁ ସ୍ଥାନରେ ଲୁଣ (Salt) ରଖିବା ଆପଣଙ୍କ ପାଇଁ ଲାଭକାରୀ ହୋଇଥାଏ ?10 ଗୁଣା ଧନ ବଢିଥାଏ, ଥରେ ରଖିକି ଦେଖନ୍ତୁ ଆଉ କୁହନ୍ତୁ

Spread the love

ତେବେ ଲୁଣ ଏପରି ଏକ ବସ୍ତୁ ଯାହା ଆପଣଙ୍କ ଘରେ ରହିବା ଫଳରେ ଏହା ଅପଣଙ୍କର ଅନେକ କାର୍ଯ୍ୟରେ ଲାଗିଥାଏ।ଏହା ସହିତ ଏହି ଲୁଣକୁ ବ୍ୟବହାର କରି ଆପଣ ନିଜର ଅନେକ ସମସ୍ୟାର ସମାଧାନ ମଧ୍ୟ କରି ପାରିବେ।ତେବେ ଆମେ ବର୍ତ୍ତମାନ ଏହି ଲୁଣର ସଠିକ ବ୍ୟବହାର ସମ୍ପର୍କରେ ଆଲୋଚନା କରିବା।ତେବେ ଘରେ ଲୁଣକୁ ସାଧାରଣ ଭାବରେ ଖାଦ୍ୟ ସାମଗ୍ରୀ ପ୍ରସ୍ତୁତ କରିବା ପାଇଁ ବ୍ୟବହାର କରାଯାଇଥାଏ।

ଏହା ସହିତ ଏହାକୁ ବ୍ୟବହାର କରି ଆମେ ନିଜର ଅନେକ ସମସ୍ୟାର ସମାଧାନ ମଧ୍ୟ କରି ପାରିବା।ତେବେ ଯଦି ଆପଣଙ୍କ ଘରେ ଅନେକ ପ୍ରକାରର ସମସ୍ୟା ଲାଗି ରହିଛି ଏହା ସହିତ ଆପଣଙ୍କ ସ୍ଵାସ୍ଥ୍ୟ ଅବସ୍ଥା ମଧ୍ୟ ଭଲ ରହୁ ନାହିଁ ତେବେ ଏହି ଲୁଣ ଆପଣଙ୍କ ପାଇଁ ଅନେକ ଲାଭକାରୀ ହୋଇ ଥାଏ।

ଏହା ସହିତ ଏହା ଆପଣଙ୍କର ଅନେକ ସମସ୍ୟାର ମଧ୍ୟ ସମାଧାନ କରି ଦେଇଥାଏ।ତେବେ ଆମେ ବର୍ତ୍ତମାନ ଏହାର ସଠିକ ବ୍ୟବହାର ସମ୍ପର୍କରେ ଆଲୋଚନା କରିବା।ଯାହା ଫଳରେ ଏହାକୁ ବ୍ୟବହାର କରି ଆପଣ ଅନେକ ଲାଭ କରି ପାରିବେ।ତେବେ ଏହି ଲୁଣକୁ ଆପଣ ନିଜର ଘରର ଏପରି କିଛି ସ୍ଥାନ ରହିଛି ଯେଉଁଠାରେ ରଖିବା ଫଳରେ ଏହା ଆପଣଙ୍କର ଅନେକ ସମସ୍ୟାର ସମାଧାନ କରି ଦେଇଥାଏ।

ତେବେ ଏହି ଲୁଣକୁ ଆପଣ ପ୍ରଥମେ ଏକ କାଚ ପାତ୍ରରେ ନେଇ ଏହାକୁ ଆପଣଙ୍କ ଗାଧୁଆ ଘର ମଧ୍ୟରେ ରଖି ଦିଅନ୍ତୁ।ଏପରି କରିବା ଫଳରେ ଏହା ଆପଣଙ୍କ ପାଇଁ ଅନେକ ଲାଭକାରୀ ହୋଇଥାଏ।ଏହା ସହିତ ଆପଣଙ୍କ ଶରୀର ସହିତ ଜଡ଼ିତ ସମସ୍ତ ସମସ୍ୟାର ସମାଧାନ ମଧ୍ୟ ହୋଇଯାଇଥାଏ।

ଏହା ସହିତ ଆପଣ ଯଦି ନିଜର ଘରର ମୁଖ୍ୟ ଦ୍ଵାରରେ ଏକ ଲାଲ କପଡାରେ କିଛି ଲୁଣ ଗୁଡ଼ାଇ ଏହାକୁ ସେଠାରେ ଟାଙ୍ଗୀ ଦେବେ ତେବେ ଏହା ଆପଣଙ୍କ ପାଇଁ ଅନେକ ଲାଭକାରୀ ହୋଇ ପଡ଼ିଥାଏ।ତେବେ ଆପଣଙ୍କ ଘରକୁ ଯେତେବେଳେ କୌଣସି ବ୍ୟକ୍ତି ପ୍ରବେଶ କରିଥାଏ ସେହି ସମୟରେ ଆପଣଙ୍କ ଘର ଉପରେ ପ୍ରଥମେ ନଜର ପଡିବା ପୂର୍ବରୁ ସେହି ଲାଲ କପଡ଼ା ଉପରେ ତାର ନଜର ପଡ଼ି ଯାଇଥାଏ।

ଯାହା ଫଳରେ ଏହା ଆପଣଙ୍କୁ ନଜର ଦୃଷ୍ଟିରୁ ବଞ୍ଚାଇବାରେ ସହାୟକ ହୋଇଥାଏ।ତେବେ ଏହି ସମସ୍ତ ସ୍ଥାନରେ ଲୁଣ ରଖିବା ଫଳରେ ଏହା ଆପଣଙ୍କ ଘରୁ ସମସ୍ତ ପ୍ରକାରର ନକାରାତ୍ମକ ଶକ୍ତିକୁ ବାହାର କରି ଦେଇଥାଏ।ଏହା ସହିତ ଏହା ଆପଣଙ୍କ ଘରେ ସକାରାତ୍ମକ ଶକ୍ତିରେ ସଂଚାର କରିଥାଏ।

ଯାହା ଫଳରେ ଆପଣଙ୍କ ଘରେ ଚାଲିଥିବା ସମସ୍ତ ପ୍ରକାରର ସମସ୍ୟାର ସମାଧାନ ହୋଇ ଯାଇଥାଏ।ଏହା ସହିତ ଯେଉଁ ଲୋକମାନଙ୍କର ସ୍ଵାସ୍ଥ୍ୟ ଅବସ୍ଥା ଭଲ ରହୁ ନାହିଁ ସେମାନେ ଏହି ଲୁଣକୁ ନିଜର ଘରର ଏହି ସମସ୍ତ ସ୍ଥାନରେ ରଖିବା ଫଳରେ ସେମାନଙ୍କର ସମସ୍ତ ସମସ୍ୟାର ସମାଧାନ ହୋଇ ଯାଇଥାଏ।ତେଣୁ ସମାନେ ଏହାକୁ ନିଜର ଘରର ସେହି ସମସ୍ତ ସ୍ଥାନରେ ରଖିବା ଆବଶ୍ୟକ।

Leave a Reply

Your email address will not be published. Required fields are marked *