ଛୁଟି Extended କଲେ ଡାକ୍ତର ସୁମିତ,ପୁଣି ଏହି କାରଣ ଦର୍ଶେଇ ୧୫ ଦିନ ଛୁଟି ରେ ଗଲେ,ଏଥର ବିପଦ ରେ ପଡିପାରନ୍ତି..ଦେଖନ୍ତୁ Video

Spread the love

ସାଙ୍ଗମାନେ ଆଜିର ଏହି ଆର୍ଟିକଲରେ ଆମେ ଜାଣିବା ସୁମିତ ଏବଂ ତପସ୍ୱିନୀଙ୍କ ମଧ୍ୟରେ ଘଟିଥିବା ବିବାଦ ବିଷୟରେ।କିଛି ବିଶେଷ ତଥ୍ୟ।ତେବେ ଏହି ସମ୍ପର୍କରେ ସମ୍ପୁର୍ଣ୍ଣ ତଥ୍ୟ ଜାଣିବା ପାଇଁ ଏହି ଆର୍ଟିକଲକୁ ପ୍ରଥମରୁ ଶେଷ ପର୍ଯ୍ୟନ୍ତ ସମ୍ପୁର୍ଣ୍ଣ ଭାବରେ ପଢ଼ନ୍ତୁ।ତେବେ ଆସନ୍ତୁ ଜାଣିବା ଏହା ବିଷୟରେ।ଆପଣମାନେ ତ ନିଶ୍ଚୟ ଭାବରେ ବ୍ରହ୍ମପୁରରେ ଚାଲିଥିବା ଡାକ୍ତର ସୁମିତ ଏବଂ ତାଙ୍କର ପତ୍ନୀ ତପସ୍ୱିନୀଙ୍କ ମଧ୍ୟରେ ଚାଲିଥିବା ଏହି ବିବାଦ ବିଷୟରେ ନିଶ୍ଚିତ ଭାବରେ ଜାଣିଥିବେ।

ବର୍ତ୍ତମାନ ସମୟରେ ଏହି ଖବର ସମଗ୍ର ଓଡିଶାରେ ବେଶ ଚର୍ଚ୍ଚାର ବିଷୟ ପାଲଟିଥିବା ସମୟରେ ସବୁ ଆଡେ ଏହି କଥା ବିଷୟରେ ଆଲୋଚନା ଚାଲିଛି।ତେବେ ଏହି ମାମଲାକୁ ନେଇ କିଛି ନୂତନ ତଥ୍ୟ ସାମ୍ନାକୁ ଆସିଛି।ତେବେ ମିଳିଥିବା ନୂତନ ତଥ୍ୟ ଅନୁସାରେ ୧୫ ଦିନ ଆଉ ଛୁଟିରେ ଗଲେ ଡାକ୍ତର ସୁମିତ ଏବଂ ଦେହ ଅସୁସ୍ଥତା କଥା ଦର୍ଶାଇ ପୁଣିଥରେ ଛୁଟିନେଲେ ସୁମିତ।

ଏହାର ସୂଚନା ଦେଇଛନ୍ତି ସୁମିତଙ୍କ ଓକିଲ ସୁରେନ୍ଦ୍ର ବେହେରା।ତେବେ ବର୍ତ୍ତମାନ ସମୟରେ ଡାକ୍ତର ସୁମିତ କେଉଁଠାରେ ଅଛନ୍ତି ତାହା ଜଣାପଡ଼ିନାହିଁ।କୋର୍ଟର ରାୟ ପରେ ଡିମ୍ପଲ ଏବେ ଶ୍ୱଶୁର ଘରେ ରହୁଛନ୍ତି ଏବଂ ଆଉ ୧୫ ଦିନ ଛୁଟିରେ ଯାଇଛନ୍ତି ସୁମିତ।ଏହି କଥା ଦର୍ଶାଇଛନ୍ତି ସୁମିତଙ୍କ ଓକିଲ ସୁରେନ୍ଦ୍ର ବେହେରା।

ଅସୁସ୍ଥତା କାରଣ ଦର୍ଶାଇ ସେ ଛୁଟିରେ ଅଛନ୍ତି।ତେବେ ଡାକ୍ତର ସୁମିତ ବର୍ତ୍ତମାନ କେଉଁଠି ଅଛନ୍ତି ତାହା ସଭିଙ୍କ ମନରେ ରହିଛି ବଡ଼ ପ୍ରଶ୍ନ।ତାହା ଏବେ ଜଣାପଡିନାହିଁ।କିନ୍ତୁ ସେ ଆଉ ୧୫ ଦିନ ଛୁଟିରେ ଯାଇଛନ୍ତି ବୋଲି ଜଣାପଡ଼ିଛି।ତେବେ ଆପଣମାନେ ତ ଜାଣିଥିବେ ଡିମ୍ପଲ ଏବେ ତାଙ୍କ ଶ୍ୱଶୁର ଘରେ ରହୁଛନ୍ତି।

ତେବେ ତପସ୍ୱିନୀ ଓରଫ ଡିମ୍ପଲ ନିଜ ଲଢେଇ ଜିତି ଶ୍ୱଶୁର ଘରେ ରହୁଛନ୍ତି ଏବଂ ଠିକ ସେହି ମୁହୂର୍ତ୍ତରେ ତାଙ୍କ ଶ୍ୱଶୁର ମଧ୍ୟ ଘର ଛାଡ଼ି ପଳେଇଥିବାର ଶୁଣିବାକୁ ମିଳିଛି।କିନ୍ତୁ ସେ ସୁମିତଙ୍କ ହୃଦୟରେ ସ୍ଥାନ ପାଇଛନ୍ତି କିମ୍ବା ନାହିଁ ତାହା ଏପର୍ଯ୍ୟନ୍ତ ଜଣାପଡିନାହିଁ।ସୁମିତ ଆଉ ୧୫ ଦିନ ଛୁଟି ନେବାର ଖବର ସାମ୍ନାକୁ ଆସିଛି।

ଯେଉଁଭଳି ଭାବରେ ତାଙ୍କର ଦେହ ଅସୁସ୍ଥତା ସେ ଦର୍ଶାଇଛନ୍ତି ଆଉ ୧୫ ଦିନ ଛୁଟି ତାଙ୍କର ବଢିଛି ଏକଥା ତାଙ୍କର ଓକିଲ କହିଛନ୍ତି।ପୂର୍ବରୁ ଆପଣ ଜାଣିଥିବେ।ଯେତେବେଳେ କୋର୍ଟ ଅନୁମତି ଦେଇଥିଲେ ଡିମ୍ପଲ ତାଙ୍କର ଶ୍ୱଶୁର ଘରେ ପହଞ୍ଚିଛନ୍ତି ଏବଂ ସେଠି ମଧ୍ୟ ରହୁଛନ୍ତି।ତେବେ ସୁମିତ ଆଉ ୧୫ ଦିନ ଛୁଟିରେ ଅଛନ୍ତି।ଏବଂ ଏହି ଘଟଣାର ଆଗକୁ କଣ ହେଉଛି ତାହା ସମୟ ଆସିଲେ ଜଣାପଡିବ।

Leave a Reply

Your email address will not be published. Required fields are marked *