ସୁରା ଭାଇ କହିଲେ ଘରେ Madam ଙ୍କ କଥା ରେ ଚାଲେ ଓ ବାହାରେ ମୋର ନହେଲେ ସବୁ କିଛି ଓଲଟା ହେଇଯିବ..ଦେଖନ୍ତୁ Video

Spread the love

ତେବେ ଆମେ ସମସ୍ତେ ବିଧାୟକ ସୁର ରାଉତରାୟଙ୍କୁ ବହୁତ ଭଲ ଭାବରେ ଜାଣୁ।ସେ ଜଣେ ବହୁତ ଭଲ ବିଧାୟକ ଅଟନ୍ତି।ତେବେ ସେ ଏପରି ଅନେକ କାର୍ଯ୍ୟ କରିଛନ୍ତି ଯାହା ସମସ୍ତଙ୍କ ମନରେ ସବୁବେଳେ ପାଇଁ ରହିବ।ତେବେ ସେ ଜନତାଙ୍କ ପାଇଁ ଏପରି ଅନେକ କାର୍ଯ୍ୟ କରିଛନ୍ତି ଯାହା ସମସ୍ତଙ୍କ ମନରେ ସବୁ ସମୟ ପାଇଁ ରହିବ।ଏହା ସହିତ ସେ ନିଜର ପୂର୍ବ ସମୟର କିଛି କଥା ଏକ ସାକ୍ଷାତକାରରେ କହିଥିଲେ।

ତେବେ ସୂଚନା ଅନୁସାରେ ସେ ସେହି ସାକ୍ଷାତକାରରେ ନିଜର ପତ୍ନୀଙ୍କ ସମ୍ପର୍କରେ କିଛି କଥା କହିଥିଲେ।ସେ କହିଥିଲେ କି ସେ ପ୍ରାୟ ୧୯୬୬ ମସିହାରେ ନିଜର ପତ୍ନୀଙ୍କ ସହିତ ମିଶି ପ୍ରଥମେ ଏକ ଛୋଟ କମ୍ପାନୀ ଆରମ୍ଭ କରିଥିଲେ।ଏହା ସହିତ ସେହି ସମୟରେ ସେ କହିଥିଲେ କି ତାଙ୍କର ପତ୍ନୀଙ୍କ ସହିତ ମିଶି ସେ ଅନେକ ପରିଶ୍ରମ କରିଛନ୍ତି ଯାହା ଫଳରେ ସେ ଆଜି ଅନେକ ସଫଳତା ପାଇ ପାରିଛନ୍ତି।

ତେବେ ତାଙ୍କର ପତ୍ନୀଙ୍କ ପାଇଁ ସେ ଅନେକ ସଫଳତା ପାଇ ପାରିଛନ୍ତି ବୋଲି ସେ କହିଥାନ୍ତି।ଏହା ସହିତ ନିଜର ସଫଳତାର ସମସ୍ତ ଶ୍ରେୟ ସେ ନିଜର ପତ୍ନୀଙ୍କୁ ଦେଇ ଥାଆନ୍ତି।ଏହା ସହିତ ସେ କୁହନ୍ତି କି ତାଙ୍କର ପତ୍ନୀ ତାଙ୍କୁ ଅନେକ କାର୍ଯ୍ୟରେ ସାହାଯ୍ୟ କରି ଥାଆନ୍ତି।ଏହା ସହିତ ତାଙ୍କର ସହାୟତା ପାଇଁ ସେ ଆଜି ଏହି ସଫଳତାରେ ପହଞ୍ଚି ପାରିଛନ୍ତି ବୋଲି କୁହନ୍ତି।

ଏହା ସହିତ ସେ କୁହନ୍ତି କି ତାଙ୍କର ଘରେ କାମ କରୁଥିବା ସମସ୍ତ ଲୋକଙ୍କୁ ତାଙ୍କର ପତ୍ନୀ ସଠିକ ସମୟରେ ଦରମା ଦେଇ ଥାଆନ୍ତି।ଏହା ସହିତ ତାଙ୍କର ପତ୍ନୀ ସମସ୍ତ କାର୍ଯ୍ୟକୁ ଭଲ ଭାବରେ କରି ଥାଆନ୍ତି ବୋଲି ସେ କହିଥାନ୍ତି।ଏହା ସହିତ ତାଙ୍କର ପତ୍ନୀ ଘରେ ସମସ୍ତ ପ୍ରକାରର ଦାୟିତ୍ଵ ସମ୍ଭାଳିଥାନ୍ତି ବୋଲି ମଧ୍ୟ ସେ କହିଥାନ୍ତି।

ଏହା ସହିତ ତାଙ୍କର ପତ୍ନୀ ଘରେ ସମସ୍ତ କାର୍ଯ୍ୟ କରୁଥିବା ସମୟରେ ସେ ଘରର ବାହାରେ ସମସ୍ତ କାର୍ଯ୍ୟ ସମ୍ଭାଳି ଥାନ୍ତି ବୋଲି କହିଥାନ୍ତି।ଏହା ସହିତ ତାଙ୍କର ପତ୍ନୀ ଅନେକ କାର୍ଯ୍ୟ ଏକାକୀ ମଧ୍ୟ କରି ଦେଇ ଥାଆନ୍ତି।ଯାହା ଫଳରେ ତାଙ୍କର ପରିବାର ଲୋକ ମଧ୍ୟ ତାଙ୍କୁ ଅନେକ କାର୍ଯ୍ୟରେ ସହାୟତା କରି ଥାଆନ୍ତି ବୋଲି ମଧ୍ୟ ସେ କହିଥାନ୍ତି।

ତେବେ ନିଜର ଘରେ ତାଙ୍କର ପତ୍ନୀ ସମସ୍ତ କାର୍ଯ୍ୟ ସମ୍ଭାଳି ସମସ୍ତଙ୍କୁ ସଠିକ ଭାବରେ ପରିଚାଳନା କରି ଥାଆନ୍ତି ବୋଲି ମଧ୍ୟ ସେ କହିଥାନ୍ତି।ଏହା ସହିତ ତାଙ୍କର ଘରେ ଲୋକମାନେ ତାଙ୍କର ପତ୍ନୀଙ୍କୁ ମାନି ଚଳି ଥାଆନ୍ତି ବୋଲି ମଧ୍ୟ କହି ଥାଆନ୍ତି।ଏହା ସହିତ ତାଙ୍କର ପତ୍ନୀ ମଧ୍ୟ ତାଙ୍କର ସମସ୍ତ ଦାୟିତ୍ବ ଭଲ ଭାବରେ ସମ୍ପାଦନା କରି ଥାଆନ୍ତି ବୋଲି ମଧ୍ୟ ସେ କହିଥାନ୍ତି।ଏହା ସହିତ ତାଙ୍କର ଘରେ ତାଙ୍କର ପତ୍ନୀ ମୁଖ୍ୟ ହୋଇଥିବା ବେଳେ ସେ ବାହାରେ ତାଙ୍କର ଘରର ସମସ୍ତ କାର୍ଯ୍ୟ ସମ୍ଭାଳିଥାନ୍ତି ବୋଲି ସେ କହିଥାନ୍ତି।

Leave a Reply

Your email address will not be published. Required fields are marked *