ପୁଣି ଆସିଲା ବଡ ଦୁଃଖ ଖବର – ସିନେମା ଜଗତର ଏହି ବଡ ଲୋକଙ୍କ ମୃତ୍ୟୁ ରେ ସାରା ଦେଶରେ ଖେଳିଗଲା ଶୋକର ଲହରୀ..

Spread the love

ଆମ ଚଳଚ୍ଚିତ୍ର ଜଗତ ହେଉଛି କଳା ପ୍ରେମୀ ଜଗତ।ଅନେକ କଳାକାର ମାନେ ନିଜର କଳା ମାଧ୍ୟମରେ ସମସ୍ତ ଜନତାଙ୍କର ମନୋରଞ୍ଜନ କରିଥାନ୍ତି।ଏହା ସହିତ ସେମାନେ ପ୍ରତ୍ୟେକ ଲୋକଙ୍କର ପ୍ରିୟ ହୋଇ ପାରିଥାନ୍ତି।କିନ୍ତୁ ଅନେକ ନିର୍ଦ୍ଦେଶକ ରହିଛନ୍ତି ଯେଉଁମାନେ ନିଜର କଳାକୁ ପଛରେ ରଖିଥିଲେ ମଧ୍ୟ ନିଜର ନିର୍ଦ୍ଦେଶନା ମାଧ୍ୟମରେ କଳାକାର ମାନଙ୍କ ଦ୍ଵାରା ନିଜର ସମସ୍ତ ପ୍ରତିଭାର ପ୍ରଦର୍ଶନ କରିଥାନ୍ତି।ତେବେ ଏପରି କିଛି ନିର୍ଦ୍ଦେଶକ ରହିଛନ୍ତି ଯାହାର ଅବଦାନ ଆମର ସିନେମା ଜଗତକୁ ଅତୁଳନୀୟ।

ସେହି ଭଳି ଜଣେ ନିର୍ଦ୍ଦେଶକ ହେଉଛନ୍ତି ରାଜ ଖୋସାଲ ଏହି ମହାମାରୀ ସମୟରେ ଅନେକ କଳାକାର ଆମକୁ ଛାଡି ଚାଲି ଯାଇଛନ୍ତି।ସେହି ସମସ୍ତ କଳାକାରଙ୍କ ମଧ୍ୟରୁ କିଏ ଏହି ମହାମାରିରେ ମୃତ୍ୟୁ ବରଣ କରିଥିଲା ବେଳେ ଆଉ କିଛି କଳାକାର ଅକସ୍ମାତ ହୃଦଘାତରେ ମୃତ୍ୟୁ ବରଣ କରିଛନ୍ତି।ସେହି ଭଳି ରାଜ ଖୋସାଲ ମଧ୍ୟ ଅଚାନକ ହୃଦଘାତରେ ମୃତ୍ୟୁ ବରଣ କରିଛନ୍ତି।ତେବେ ସେ ନିଜର ଅଭିନୟ କରିବାର ଦକ୍ଷତାକୁ ନିଜର କଳାକାର ମାନଙ୍କ ସହାୟତାରେ ବେସ ଭଲଭାବରେ ଦେଖାଇ ପାରନ୍ତି।

ରାଜ ଖୋସାଲଙ୍କର ପତ୍ନୀ ମନ୍ଦିରା ବେଦୀ ଯିଏକି ଅନେକ ଚଳଚ୍ଚିତ୍ରରେ ଅଭିନୟ କରିଛନ୍ତି ସେ ମଧ୍ୟ ତାଙ୍କ ପତିଙ୍କ ଭଳି ଅନେକ ସଂଘର୍ଷ କରିବା ପରେ ଏହି ସଫଳତାରେ ପହଞ୍ଚି ପାରିଛନ୍ତି।ତେବେ ତାଙ୍କର ପତିଙ୍କର ଅଚାନକ ଏଭଳି ମୃତ୍ୟୁ ଘଟିବା ଫଳରେ ସେ ସମ୍ପୂର୍ଣ୍ଣ ଭାଙ୍ଗି ପଡିଛନ୍ତି।ଆଜି ସକାଳ ୪.୩୦ ସମୟରେ ହୃଦ ଘାତ ହୋଇଥିଲା।ତାଙ୍କୁ ତୁରନ୍ତ ଚିକିତ୍ସାଳୟ ନିଆ ଯାଇଥିଲା କିନ୍ତୁ ସେତେବେଳକୁ ଅନେକ ଡେରି ହୋଇ ସାରିଥିଲା।ଡକ୍ଟର ତାଙ୍କୁ ମୃତ ଘୋଷଣା କରିଥିଲେ।ତାଙ୍କର ଏଭଳି ଅଚାନକ ବିୟୋଗରେ ତାଙ୍କର ସମସ୍ତ ପରିବାର ଲୋକ ଭାଙ୍ଗି ପଡିଛନ୍ତି।

ତାଙ୍କର ପତ୍ନୀ ମନ୍ଦିରା ବେଦୀ ତାଙ୍କର ପତିଙ୍କ ସହ ତାଙ୍କର ସଂଘର୍ଷ ସମୟରୁ ରହି ଆସିଛନ୍ତି।ରାଜ ଖୋସାଲ ତାଙ୍କର ଅନେକ କଷ୍ଟ ଫଳରେ ଏହି ଭଳି ଏକ ମହାନ ନିର୍ଦ୍ଦେଶକ ହୋଇପାରିଥିଲେ।ସେ ନିଜର ଜୀବନ ମଧ୍ୟରେ ଅନେକ ଚଳଚ୍ଚିତ୍ରରେ ନିର୍ଦ୍ଦେଶନା ଦେଇଛନ୍ତି।ଏହି ଚଳଚ୍ଚିତ୍ର ଗୁଡିକ ମଧ୍ୟରୁ ଅନେକ ଚଳଚ୍ଚିତ୍ର ସୁପରହିଟ ହୋଇଛି।ରାଜ ଖୋସାଲଙ୍କ ନିର୍ଦ୍ଦେଶନାରେ ନିର୍ମିତ ହୋଇଥିବା ଫିଲ୍ମ ଦର୍ଶକ ମାନଙ୍କୁ ଖୁବ ପସନ୍ଦ ଆସିଥାଏ।ସେଥିପାଇଁ ସେ ଫିଲ୍ମ ଜଗତରେ ମହାନ ନିର୍ଦ୍ଦେଶକ ମାନଙ୍କ ମଧ୍ୟରୁ ଜଣେ।

ତାଙ୍କର ପତ୍ନୀ ତାଙ୍କର ପତିଙ୍କୁ ହରାଇ ଥିବାରୁ ଭାଙ୍ଗି ପଡିଛନ୍ତି।ତାଙ୍କର ଗୋଟିଏ ପୁଅ ଓ ଗୋଟିଏ ଝିଅ ଅଛନ୍ତି।ତେବେ ରାଜଙ୍କର ପତ୍ନୀ ଏବେ କିଭଳି ଭାବରେ ଏକା ନିଜର ପିଲାଙ୍କର ଲାଳନ ପାଳନ କରିବେ ସେହି ସମ୍ପର୍କରେ ଚିନ୍ତାରେ ଅଛନ୍ତି।ସେ ନିଜର ପ୍ରତିକ୍ରିୟା ଗଣମାଧ୍ୟମ ସମ୍ମୁଖରେ ରଖିବା ପାଇଁ ମନା କରିଛନ୍ତି।ଏହି ଭଳି ସମୟରେ ସେ ନିଜର ପତିଙ୍କୁ ହରାଇ ଥିବାରୁ ବହୁତ ଦୁଃଖରେ ଥିବା ଜଣାପଡ଼ିଛି।ଏହା ସହିତ ସମଗ୍ର ସିନେମା ଜଗତ ରାଜଙ୍କ ଭଳି ଏକ ମହାନ ନିର୍ଦ୍ଦେଶକ ହରାଇ ଥିବାରୁ ଶୋକାକୁଳ ଅବସ୍ଥାରେ ରହିଛି।ତେବେ ଆମେ ସମସ୍ତେ ଭଗବାନଙ୍କ ନିକଟରେ ରାଜଙ୍କର ଆତ୍ମାର ସଦଗତି ନିମନ୍ତେ ଗୁହାରି କରିବା।

Leave a Reply

Your email address will not be published. Required fields are marked *