ଦୁଃଖ ଖବର- ଏବେ ଏବେ ଏହି ବଡ କଳାକାର ଙ୍କ ପରଲୋକରେ ସିନେମା ଜଗତରେ ଖେଳିଯାଇଛି ଶୋକର ଛାୟା – ବଡ ବଡ ଅଭିନେତା ଦୁଃଖ ପ୍ରକାଶ କଲେ

Spread the love

ସାଙ୍ଗମାନେ ଆଜିର ଏହି ଆର୍ଟିକିଲରେ ଵଲିଉଡ଼ ସିନେମା ଜଗତୀୟ ଏକ ଦୁଃଖଦ ଖବର ବିଷୟରେ ଆଲୋଚନା କରିବା।ଏଥିପାଇଁ ଏହି ଆର୍ଟିକିଲକୁ ପ୍ରଥମରୁ ଶେଷ ପର୍ଯ୍ୟନ୍ତ ସମ୍ପୂର୍ଣ୍ଣ ଭାବରେ ପଢନ୍ତୁ।ତେବେ ଆସନ୍ତୁ ଜାଣିବା।ଅନ୍ୟ ଏକ ଦୁଃଖଦ ଖବର ଏବେ ଵଲିଉଡ଼ ସିନେମା ଜଗତରେ ସମ୍ନାକୁ ଅସିଛି।ଅନ୍ୟ ଏକ ଅଭିନେତ୍ରୀ ଆମକୁ ଛାଡି ଚାଲିଯାଇଛନ୍ତି।ଅର୍ଥାତ ସେ ଆଉ ଏହି ଦୁନିଆରେ ନାହାନ୍ତି।ଏହି ଘଟଣା ଅତ୍ୟନ୍ତ ଦୁଃଖଦାୟକ ଅଟେ।ଏହି ଘଟଣା ଶୁଣିବା ପରେ ସେହି ଅଭିନେତ୍ରୀଙ୍କ ଫ୍ୟାନ ମାନଙ୍କୁ ଝଟକା ଲାଗିଛି।

ଏବେର ଏହି କରୋନା କାଳରେ ଆମ ଠାରୁ ଏପରି ଅନେକ ଭଲ କଳାକାର ମାନେ ଦୂର ହୋଇଗଲେଣି ଏହା ଅତ୍ୟନ୍ତ ଦୁଃଖଦାୟକ ଅଟେ।ଆପଣମାନେ ତ ଜାଣିଥିବେ ଏହି ଦୁଇବର୍ଷ ହେବ ଆମେ କେତେ କେତେ ଅଭିନେତା ଏବଂ କଳାକାର ମାନଙ୍କୁ ହରାଇଛୁ।ସେହିଭଳି ଅନ୍ୟଏକ ବିଶିଷ୍ଟ ଅଭିନେତ୍ରୀଙ୍କୁ ଆମେ ପୁଣିଥରେ ହରାଇବାର ଘଟଣା ଏବେ ସାମ୍ନାକୁ ଆସିଛି।

ଆପଣମାନେ ଜାଣିଥିବେ ଯେ ଆମ ଦେଶ ହେଉଛି କଳାକାର ଏବଂ ସଂସ୍କୃତିର ଦେଶ।ଏହି ଦେଶରେ ଅନେକ କଳାକାର ରହିଛନ୍ତି।ଏବଂ ତାଙ୍କ କଳାକୁ ଲୋକଙ୍କ ନିକଟରେ ପ୍ରଦର୍ଶନ କରିଛନ୍ତି।ସେ ଅଭିନୟ ହେଉ , ନାଚ ହେଉ ,ଗୀତ ହେଉ ବା ନିର୍ଦ୍ଦେଶ ହେଉ।ଯାହାବି ହେଉନା କାହିଁକି ଭାରତ ସବୁଠାରୁ ଆଗରେ।ଏହି ଅଭିନେଟତ୍ରିଙ୍କର ହୃଦଘାତରେ ପରଲୋକ ଘଟିଛି।ତାଙ୍କର ନାମ ହେଉଛି Seher Aly Latif | ସେ ‘ଦି ବେଷ୍ଟ ଏକ୍ସୋଟିକ୍ ମାରିଗୋଲ୍ଡ ହୋଟେଲ’ ଏବଂ ଏହାର ସିକ୍ୱେଲ୍ ‘ମିଲିୟନ୍ ଡଲାର୍ ଆର୍ମ’, ‘ଶକୁନ୍ତଳା ଦେବୀ’ ଏବଂ ‘ଦୁର୍ଗମାଟି: ପୁରାଣ’ ଭଳି ଚଳଚ୍ଚିତ୍ର ପାଇଁ କାଷ୍ଟିଂ ନିର୍ଦ୍ଦେଶକ ଭାବରେ କାର୍ଯ୍ୟ କରିଛନ୍ତି।ତେବେ ଏଥିରେ ହୁମା କୁରେସି ରାଜକୁମାର ରାଓ ଭଳି ଅନେକ ବଡ କଳାକାର ଦୁଃଖ ବ୍ୟକ୍ତ କରିଛନ୍ତି

ତାଙ୍କର ସହଯୋଗୀ ଏବଂ ନିର୍ଦ୍ଦେଶକ ନିରଜ ଉଦଭାନି କହିଛନ୍ତି ତାଙ୍କର କିଡନୀ କାମ କରିବା ବନ୍ଦ କରିଦେଇଥିଲା।୮ ଦିନ ତଳେ ତାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା।ସେ ଆଣ୍ଟିବାୟୋଟିକ ନେଉଥିଲେ ଏବଂ ସୁସ୍ଥ ମଧ୍ୟ ହେଉଥିଲେ।ସେର ଅଲିଙ୍କ ହୃଦଘାତ ଯୋଗୁ ପରଲୋକ ହୋଇଛି।କିଡନୀ ଚିକିତ୍ସା ପାଇଁ ତାଙ୍କୁ ମୁମ୍ବାଇର ଲିଲାବତି ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା।ସେଠାରେ ତାଙ୍କର ସ୍ୱାସ୍ଥ୍ୟଅବସ୍ଥା ଅଧିକ ବିଗିଡିବାରେ ଲାଗିଲା ଏବଂ ସେ ଶେଷରେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି।ଏବଂ ତାଙ୍କର ପରଲୋକରେ ଵଲିଉଡ଼ରେ ଶୋକର ଛାୟା ଖେଳିଯାଇଛି।ସେ ଅନେକ ଭଲ ଭଲ ପ୍ରୋଜେକ୍ଟରେ କାମ କରିଛନ୍ତି।ସେ ଅନେକ ଅନ୍ତର୍ଜାତୀୟ ପ୍ରୋଜେକ୍ଟରେ ମଧ୍ୟ କାମ କରିଥିଲେ।

ତାଙ୍କର ହୃଦଘାତର ଚିକିତ୍ସା ଧିକ ଅବସ୍ଥାରେ ପରଲୋକ ଘଟିଛି।ଅଭିନେତା ରାଜ କୁମାର ରାଓ, ଅଭିନେତ୍ରୀ ସ୍ୱରା ଆଦି ଅନେକ କଳାକାର ଶୋକ ପ୍ରକାଶ କରିଛନ୍ତି।ଏବଂ ଵଲିଉଡ଼ରେ ଶୋକର ଛାୟା ଖେଳିଯାଇଛି।ତାଙ୍କର ଅନେକ ଫ୍ୟାନ ମାନଙ୍କୁ ମଧ୍ୟ ଏହି ଖବରରେ ଝଟକା ଲାଗିଛି।

Leave a Reply

Your email address will not be published. Required fields are marked *