ବିବାହ କରିବେ ଓଡ଼ିଆ ଧାବିକା Dutee Chand,ଦେଖନ୍ତୁ କେଉଁଦିନ ତାଙ୍କ ବାନ୍ଧବୀ ଙ୍କୁ କରିବେ ଜୀବନସାଥୀ

Spread the love

ଆମେ ସମସ୍ତେ ଦୂତୀ ଚାନ୍ଦଙ୍କୁ ବହୁତ ଭଲ ଭାବରେ ଜାଣୁ।ସେ ନିଜକୁ ଏକ ସ୍ବତନ୍ତ୍ର ପରିଚୟ ଦେବାରେ ସଫଳ ହେବା ସହିତ ସେ ଆମ ଓଡ଼ିଶା ପାଇଁ ଅନେକ ମାନ ସମ୍ମାନ ଅର୍ଜନ କରିବାରେ ସଫଳ ହୋଇ ପାରିଛନ୍ତି।ତାଙ୍କର ପ୍ରଚେଷ୍ଟା ଆଜି ତାଙ୍କୁ ଅନେକ ସଫଳତା ଦେଇ ପାରିଛି।ତେବେ ସୂଚନା ଅନୁସାରେ ଏହି ଦ୍ରୁତ ଧବିକା ନିକଟରେ ନିଜର ଏକ ସାକ୍ଷାତକାରରେ ନିଜର ବୈବାହିକ ଜୀବନ ଉପରେ ନିଜର କିଛି ମତ ଦେଇଥିଲେ।ଏହା ସହିତ ସେ ସେଠାରେ ନିଜର ଜୀବନସାଥି ଉପରେ ମଧ୍ୟ କିଛି କହିଥିଲେ।

ତେବେ ଏହି ଖେଳାଳି ନିଜ ଜୀବନରେ ଅନେକ ସମ୍ମାନ ଅର୍ଜନ କରିବାରେ ସଫଳ ହୋଇ ପାରିଥିଲେ।ଏହା ସହିତ ଏହି ଖେଳାଳି ନିଜର ପ୍ରଦର୍ଶନ ପାଇଁ ଅନେକ ମାନ ଓ ସମ୍ମାନ ଅର୍ଜନ କରିବାରେ ସଫଳ ହୋଇ ପାରିଥିଲେ।ଏହା ସହିତ ନିଜର ପ୍ରଦର୍ଶନ ପାଇଁ ସେ ଅନେକ ପ୍ରତିଷ୍ଠା ପାଇ ପାରିଛନ୍ତି।ତାଙ୍କର ଖେଳ ପାଇଁ ସେ ନିଜକୁ ଏକ ସ୍ବତନ୍ତ୍ର ପରିଚୟ ଦେବାରେ ସଫଳ ହୋଇ ପାରିଛନ୍ତି।

ଏହା ସହିତ ଏହି ଖେଳାଳି ଜଣକ ନିଜର ଖେଳ ପାଇଁ ଅନେକ ସମ୍ମାନ ଅର୍ଜନ କରିବାରେ ସଫଳ ହୋଇ ପାରିଛନ୍ତି।ଏହା ସହିତ ଏହି ଖେଳାଳି ଜଣକ ନିଜର ଖେଳ ପାଇଁ ପୁରା ଭାରତରେ ନିଜକୁ ଏକ ପରିଚୟ ଦେଇ ପାରିଛନ୍ତି।ଏହା ସହିତ ଏହି ଧାବିକା ଭାରତକୁ ଅନେକ ଖେଳରେ ପ୍ରତିନିଧିତ୍ଵ କରି ଭାରତକୁ ଅନେକ ସଫଳତା ଦେଇ ପାରିଛନ୍ତି।

ଏହା ସହିତ ଏହି ଖେଳାଳି ଜଣକ ନିଜକୁ ଏକ ସ୍ବତନ୍ତ୍ର ପରିଚୟ ଦେବା ସହିତ ଆମ ଓଡ଼ିଶା ପାଇଁ ଅନେକ ମାନ ସମ୍ମାନ ଅର୍ଜନ କରିବାରେ ସଫଳ ହୋଇ ପାରିଛନ୍ତି।ଏହା ସହିତ ଏହି ଧାବିକା ଭାରତକୁ ଅନେକ ପଦକ ମଧ୍ୟ ଜିତିବାରେ ସଫଳ ହୋଇ ପାରିଛନ୍ତି।ଭାରତର ନାମକୁ ଏହି ଖେଳାଳି କନକ ଅନେକ ଉଚ୍ଚକୁ ନେଇ ଯାଇଛନ୍ତି।ତେବେ ଅନେକ ବାଦ ବିବାଦ ସତ୍ତ୍ୱେ ଏହି ଖେଳାଳି ଜଣକ ନିଜକୁ ଅନେକ ସ୍ଵତନ୍ତ୍ର ପରିଚୟ ଦେବାରେ ସଫଳ ହୋଇ ପାରିଛନ୍ତି।

ଏହା ସହିତ ଏହି ଖେଳାଳି ନିଜର ବୈବାହିକ ଜୀବନ ଉପରେ ନିଜର ମତ ଦେଇ କହିଛନ୍ତି କି ସେ ବର୍ତ୍ତମାନ ନିଜର ଜଣେ ବନ୍ଧୁଙ୍କ ସହିତ ସମ୍ପର୍କରେ ଅଛନ୍ତି।ଏହା ସହିତ ସେମାନଙ୍କ ମଧ୍ୟରେ ଯଦି ସବୁକିଛି ଠିକ ରୁହେ ତେବେ ସେମାନେ ଆଗାମୀ କିଛି ବର୍ଷ ପରେ ପରସ୍ପରକୁ ଓଡ଼ିଆ ରିତୀ ନୀତି ଅନୁସାରେ ବିବାହ କରିବେ।

ଏହା ସହିତ ବିବାହ କରିବା ଉପରେ ସେ କହିଛନ୍ତି କି ସେମାନେ ପରସ୍ପରକୁ ପ୍ରଥମେ ଭଲ ଭାବରେ ଜାଣିବା ପାଇଁ କିଛି ସମୟ ନେବେ ଏହା ପରେ ସେମାନେ ପରସ୍ପରକୁ ବିବାହ କରିବେ।ଏହା ସହିତ ପରସ୍ପରକୁ ବିବାହ କରିବା ସହିତ ସେମାନେ ପରସ୍ପରକୁ ସବୁ କଥାରେ ବର୍ତ୍ତମାନ ସମର୍ଥନ କରୁଛନ୍ତି ବୋଲି କହିଛନ୍ତି।ଏହା ସହିତ ସେ କହିଛନ୍ତି କି ୨୦୨୪ ମସିହାରେ ହେବାକୁ ଥିବା ଟୋକିଓ ଅଲମ୍ପିକ ହେଉଛି ତାଙ୍କର ଶେଷ ଅଲମ୍ପିକ।ଏହା ସହିତ ଏହାପରେ ସେ ନିଜର ବନ୍ଧୁଙ୍କ ସହିତ ବିବାହ କରିବେ ବୋଲି କହିଛନ୍ତି।

Leave a Reply

Your email address will not be published. Required fields are marked *