E Shram କାର୍ଡ କଣ ଅଟେ,କେଉଁ ମାନେ ଏହାର ଲାଭ ଉଠେଇ ପାରିବେ ଓ କଣ ସବୁ ସୁବିଧା ମିଳିବ ଜାଣିରଖନ୍ତୁ ଆପଣ

Spread the love

ତେବେ ଆମେ ସମସ୍ତେ ଲେବର କାର୍ଡ ସମ୍ପର୍କରେ ଭଲ ଭାବରେ ଜାଣୁ।ତେବେ ଇ- ଶ୍ରମ କାର୍ଡ ମଧ୍ୟ ଏହିପରି ଭାବରେ ଭାରତ ସରକାରଙ୍କ ଏକ ଯୋଜନା।ଯେଉଁଥିରେ ସରକାର ଗରିବ ଶ୍ରମିକ ମାନଙ୍କ ପାଇଁ କିଛି କିଛି ସୁବିଧା ସୁଯୋଗ ଆଣି ପାରିବେ ଯାହା ଫଳରେ ସେହି ସମସ୍ତ ଗରିବ ଶ୍ରମିକମାନେ କିଛି କିଛି ମାତ୍ରାରେ ଉପକୃତ ହୋଇ ପାରିବେ।ଏହି ଇ- ଶ୍ରମ କାର୍ଡକୁ ଭାରତ ସରକାରଙ୍କ ଶ୍ରମ ଓ ରୋଜଗାର ମନ୍ତ୍ରାଳୟ ଦ୍ବାରା ଜାରି କରା ଯାଇଛି।ତେବେ ଏହି କାର୍ଡ ଅନ୍ୟ ସମସ୍ତ କାର୍ଡ ଠାରୁ କିଛି ମାତ୍ରାରେ ଅଲଗା।

ତେବେ ଏହି କାର୍ଡ ଫଳରେ ଗରିବ ଶ୍ରମିକ ମାନେ କିଛି କିଛି ଅଧିକ ସୁବିଧା ସୁଯୋଗ ପାଇ ପାରିବେ ଯାହା ଫଳରେ ସେମାନେ ନିଜର ଦୈନଦିନ ଜୀବନକୁ କିଛି ମାତ୍ରାରେ ସରଳ କରି ପାରିବେ।ତେବେ ସୂଚନା ଅନୁସାରେ ଏପରି କରିବା ଫଳରେ ସରକାର କେବଳ ଗରୀବ ଶ୍ରମିକ ମାନଙ୍କ ସୁବିଧାକୁ ନଜରରେ ରଖି ନିଜର ଏହି ପଦକ୍ଷେପ ନେଇଛନ୍ତି।

ତେବେ ସରକାରଙ୍କ ଏହି ପଦକ୍ଷେପ ଆଗାମୀ ସମୟରେ ଅନେକ ଗରିବ ଶ୍ରମିକମାନଙ୍କୁ ଅନେକ ସହାୟତା ପ୍ରଦାନ କରିବା ସହିତ ସେମାନଙ୍କ ଜୀବନରେ କିଛି କାର୍ଯ୍ୟ ସରଳ କରିବ ବୋଲି ଅନେକ ମତ ଦେଇଛନ୍ତି।ତେବେ ସରକାରଙ୍କ ଏହି ଯୋଜନାକୁ ଅନେକ ଲୋକ ବର୍ତ୍ତମାନ ଅନେକ ପ୍ରଶଂସା କରୁଛନ୍ତି

ଏହା ସହିତ କିଛି ଲୋକ ବର୍ତ୍ତମାନ ସରକାରଙ୍କ ଏହି ଯୋଜନାକୁ ଭିତ୍ତି ହୀନ ବୋଲି ମତ ଦେଇଛନ୍ତି।କିନ୍ତୁ ବର୍ତ୍ତମାନ ଏହି ଯୋଜନାକୁ ଅଧିକ ଲୋକ ସମର୍ଥନ କରୁଥିବାରୁ ଏହି ଯୋଜନା ବର୍ତ୍ତମାନ କାର୍ଯ୍ୟକାରୀ ହେବାକୁ ଯାଉଛି।ତେବେ ଏହି ଇ- ଶ୍ରମ କାର୍ଡ ଯୋଜନା ମାଧ୍ୟମରେ ଯଦି କୌଣସି ଶ୍ରମିକ କାର୍ଯ୍ୟ କରିଥିବା ସମୟରେ ମୃତ୍ୟୁ ବରଣ କରେ ତେବେ ତାଙ୍କର କରିବାର ୨ ଲକ୍ଷ ଟଙ୍କା ସହାୟତା ରାଶି ପାଇ ପାରିବେ ବୋଲି ଏହି ଯୋଜନାରେ ଅନ୍ତର୍ଭୁକ୍ତ ରହିଛି।

ଏହା ସହିତ ଏହି ଯୋଜନାରେ ଏହା ମଧ୍ୟ ଅନ୍ତର୍ଭୁକ୍ତ ରହିଛି କି ଯଦି କେହି କାର୍ଯ୍ୟ କରୁଥିବା ସମୟରେ କିଛି ଦୁର୍ଘଟଣାର ସମ୍ମୁଖୀନ ହୋଇ ଥାଆନ୍ତି ତେବେ ତାଙ୍କୁ କିଛି ସହାୟତା ରାଶି ପ୍ରଦାନ କରାଯିବ।ଏହା ସହିତ ଆପଣ ଯଦି ଏହି ଇ- ଶ୍ରମ କାର୍ଡ କରିବେ ତେବେ ଆପଣଙ୍କୁ ପ୍ରାକୃତିକ ବିପର୍ଯ୍ୟୟ ସମୟରେ ସରକାରଙ୍କ ତରଫରୁ ସହାୟତା ମଧ୍ୟ ପ୍ରଦାନ କରାଯାଇ ପାରିବ।

ଏହା ସହିତ ସରକାରଙ୍କ ଏହି ଯୋଜନା ଫଳରେ ବର୍ତ୍ତମାନ ଅନେକ ଲୋକ ଉପକୃତ ହେବା ସହିତ ସେମାନେ ଏହି ଯୋଜନାରେ ଅଂଶ ଗ୍ରହଣ କରିବାକୁ ଇଚ୍ଛୁକ ଅଛନ୍ତି।ତେବେ ସମସ୍ତ ଶ୍ରମିକ ବର୍ତ୍ତମାନ ସରକାରଙ୍କ ଏହି ପଦକ୍ଷେପରେ ଅନେକ ଖୁସି ଥିବା ବେଳେ ସେମାନେ ବର୍ତ୍ତମାନ ଏହି ଯୋଜନାରେ ଅଂଶ ଗ୍ରହଣ କରିବାକୁ ଯାଉଛନ୍ତି ବୋଲି ସୂଚନା ମିଳିଛି।

ଏହା ସହିତ ଏହି ଯୋଜନା ଫଳରେ ବର୍ତ୍ତମାନ ଅନେକ ଲୋକ ଉପକୃତ ହେବା ସହିତ ସେମାନଙ୍କ ଭବିଷ୍ୟତ କିଛି ମାତ୍ରାରେ ସୁରକ୍ଷିତ ହୋଇ ପାରିବ ବୋଲି ଅନେକ ଲୋକ ମତ ଦେଇଛନ୍ତି।ତେବେ ସରକାରଙ୍କ ଏହି ଯୋଜନା କେତେଦୂର କାର୍ଯ୍ୟକାରୀ ହୋଇ ପାରିବ ଓ ଏହା ଲୋକଙ୍କ ପାଇଁ ଫଳପ୍ରଦ ହୋଇ ପାରୁଛି ନା ନାହିଁ ଏହା ଦେଖିବାକୁ ବାକି ରହିଲା।

Leave a Reply

Your email address will not be published. Required fields are marked *