ଭୟାନକ ନାଗ ପାଖରୁ ବିଲେଇ ବଞ୍ଚାଇଲା ନିଜର Baby ବିଲେଇକୁ,ଲାଗିଲା ଜୋରଦାର ଲଢେଇ ସାପ ଆଉ ବିଲେଇ ଭିତରେ ଆଉ ଶେଷରେ ବାଜି କିଏ Winner ଦେଖନ୍ତୁ

Spread the love

ଓଡ଼ିଶାର ଏକ ଗ୍ରାମରେ ଜଣେ ବ୍ୟକ୍ତିଙ୍କ ଘରେ ଅଚାନକ ଭାବରେ ଏକ ନାଗସାପ ପସି ଯାଇଥିଲା।ତେବେ ନାଗ ସାପ ଏପରି ଭାବରେ ପସି ଯାଇଥିଲା ଯାହା ସମ୍ପର୍କରେ କେହି ମଧ୍ୟ ଜାଣି ପାରି ନଥିଲେ।କାରଣ ନାଗ ସାପ ପଶିବା ସମୟରେ ସମସ୍ତେ ନିଜ ନିଜ କାର୍ଯ୍ୟରେ ବ୍ୟସ୍ତ ଥିଲେ ଏହି କାରଣରୁ କେହି ମଧ୍ୟ ଜାଣି ପାରି ନଥିଲେ କି ସାପ କେଉଁ ସମୟରେ ତାଙ୍କ ଘରେ ପଶି ଯାଇଥିଲା।ତେବେ ସାପ ପଶିବା ପରେ ତାଙ୍କ ଘରେ ଥିବା ବିଲେଇ ଓ ଏହାର ଛୁଆ ମାନେ ଭୟରେ ଚିଲାଇ ଥିଲେ।

ତେବେ ଏହା ଶୁଣିବା ପରେ ସେହି ଘରର ମାଲିକ ସେଠାକୁ ଆସିଥିଲେ।ତେବେ ଏହାପରେ ସେ ଯାହା ଦେଖିଥିଲେ ସେ ବିଶ୍ୱାସ କରି ପାରି ନଥିଲେ।କାରଣ ତାଙ୍କ ଘରେ ଏକ ବିଶାଳ ନାଗ ପସି ଯାଇଥିଲା।ଯାହା ଫଳରେ ସେହି ବିଲେଇର ଛୁଆ ମାନେ ଭୟଭୀତ ହୋଇ ଚିତ୍କାର କରୁଥିଲେ।ତେବେ ଏହାପରେ ସେମାନେ ସେହି ସାପକୁ ଘଉଡ଼ାଇବା ପାଇଁ ଅନେକ ପ୍ରୟାସ କରିଥିଲେ।କିନ୍ତୁ ସମସ୍ତ ପ୍ରୟାସ ବିଫଳ ହୋଇଥିଲା।

ଯାହା ଫଳରେ ସେମାନେ ଶେଷରେ ଏହି ଘଟଣା ସମ୍ପର୍କରେ ବନ ବିଭାଗକୁ ଖବର ଦେଇଥିଲେ।ଏହା ସହିତ ଏହାପରେ ସେମାନେ ବଣ ବିଭାଗର କର୍ମଚାରୀ ସେଠାରେ ଆସି ପହଞ୍ଚିଥିଲେ ଓ ସେମାନେ ସେହି ସାପକୁ ବାହାର କରିବା ପାଇଁ ନିଜର ଉଦ୍ୟମ ଆରମ୍ଭ କରି ଦେଇଥିଲେ।ତେବେ ଶେଷରେ ସେହି ବନ କର୍ମଚାରୀ ମାନେ ସେହି ସାପକୁ ଧରିବାରେ ସଫଳ ହୋଇ ପାରିଥିଲେ।

ଏହା ସହିତ ସେମାନେ ସେହି ସାପକୁ ଧରିବା ସହିତ ଏହା ସୁରକ୍ଷିତ ସ୍ଥାନରେ ନେଇ ଛାଡ଼ି ଦେଇଥିଲେ।ତେବେ ସାପ କେଉଁ ଭାବରେ ତାଙ୍କ ଘର ମଧ୍ୟକୁ ପ୍ରବେଶ କରିଥିଲା ଏହା କାହାକୁ ମଧ୍ୟ ଜଣା ନଥିଲା।ତେବେ ସେହି ସାପ ପ୍ରବେଶ କରିବା ପରେ ବିଲେଇର ଛୁଆ ମାନଙ୍କ ଉପରେ ଆକ୍ରମଣ କରିଥିଲା।କିନ୍ତୁ ବିଲେଇ ନିଜର ସମସ୍ତ ପ୍ରୟାସ କରି ନିଜର ଛୁଆ ମାନଙ୍କୁ ସେହି ସାପ ପାଖରୁ ବଞ୍ଚାଇବାରେ ସଫଳ ହୋଇ ପାରିଥିଲା।

ଏହା ସହିତ ସେହି ସାପ ଯଦି କୌଣସି ବ୍ୟକ୍ତିଙ୍କୁ କାମୁଡି ଦେଇ ଥାଆନ୍ତା ତେବେ ସେହି ବ୍ୟକ୍ତିର ମୃତ୍ୟୁ ମାତ୍ର ୨୦ ମିନିଟ ମଧ୍ୟରେ ହୋଇ ଯାଇଥାନ୍ତା ବୋଲି କହିଥିଲେ ବନ ବିଭାଗର କର୍ମଚାରୀ।ଏହା ସହିତ ସେମାନେ କହିଥିଲେ କି ଏପରି ଘଟଣା ଭଦ୍ରକ ଗ୍ରାମାଞ୍ଚଳରେ ଅଧିକ ଦେଖିବାକୁ ମିଳୁଛି।ଏହା ସହିତ ସେ କହିଥିଲେ କି ଏପରି ପରିସ୍ଥିତି ଆସିବା ପରେ ତୁରନ୍ତ ଏହି ଘଟଣା ସଂପର୍କରେ ବନ ବିଭାଗକୁ ଖବର ଦେବା ଆବଶ୍ୟକ

।ଯାହା ଫଳରେ ସେମାନେ ସେହି ସାପକୁ ନେଇ କୌଣସି ସୁରକ୍ଷିତ ସ୍ଥାନରେ ଛାଡ଼ି ଦେଇ ପାରିବେ।ଯାହା ଫଳରେ ଉଭୟ ସାପ ଓ ସେହି ବ୍ୟକ୍ତି ସୁରକ୍ଷିତ ରହି ପାରିବେ।ତେବେ ଏହା ବ୍ୟତୀତ କିଛି ଲୋକ ଏପରି ନ କରି ସେହି ସାପ ମାନଙ୍କୁ ପିଟି ପିଟି ମାରି ଦେଇଥାନ୍ତି।ମାତ୍ର ଏହା ସମ୍ପୂର୍ଣ୍ଣ ଭାବରେ ଆଇନ ବିରୋଧୀ ବୋଲି କହିଥିଲେ ବନ ବିଭାଗର କର୍ମଚାରୀ।ଏହା ସହିତ ଏପରି ନ କରିବା ପାଇଁ ମଧ୍ୟ ଅନୁରୋଧ କରିଥିଲେ।

Leave a Reply

Your email address will not be published. Required fields are marked *