ଦିବ୍ୟଦୃଷ୍ଟି ଚଳଚ୍ଚିତ୍ରରେ ଅଭିନୟ କରୁଥିବା ଅଭିନେତା ତଥା ଅଭିନେତ୍ରୀ ଓ ତାଙ୍କର ପ୍ରକୃତ ବାପା ମାନକୁ ଏବେ ଦେଖି ନିୟନ୍ତୁ – ଦେଖିଲେ ଆପଣ କହିବେ ଏତେ ସୁନ୍ଦର..

Spread the love

ଆମେ ସମସ୍ତେ ଦିବ୍ୟଦୃଷ୍ଟି ଚଳଚ୍ଚିତ୍ର ନିଶ୍ଚୟ ଦେଖିଥିବା।ଏହି ଚଳଚ୍ଚିତ୍ର ବର୍ତ୍ତମାନ ଅନେକ ଲୋକଙ୍କର ଏକ ମନ ପସନ୍ଦର ଚଳଚ୍ଚିତ୍ର ଅଟେ।ଓଡ଼ିଶାର ପ୍ରାୟତଃ ପ୍ରତ୍ୟେକ ଘରେ ଆମେ ପ୍ରତିଦିନ ଦେଖିବା କି ଅନେକ ଲୋକମାନେ ନିଜ ଘରେ ଟିଭିରେ ଦିବ୍ୟଦୃଷ୍ଟି ଚଳଚ୍ଚିତ୍ର ଦେଖୁଛନ୍ତି।କାରଣ ଏହାର ଅଭିନେତା ଓ ଅଭିନେତ୍ରୀ ମାନେ ନିଜର ଅଭିନୟ ମାଧ୍ୟମରେ ସମସ୍ତ ଦର୍ଶକଙ୍କୁ ବାନ୍ଧି ରଖିଛନ୍ତି।ସେମାନେ ନିଜର ଅଭିନୟ ଦ୍ଵାରା ସମସ୍ତଙ୍କ ମନ ଜିତିବାରେ ସଫଳ ହୋଇଛନ୍ତି।ଏହା ସହିତ ଏହି ଚଳଚ୍ଚିତ୍ର ମାଧ୍ୟମରେ ସେମାନେ ନିଜକୁ ଏକ ଅଲଗା ପରିଚୟ ଦେଇ ପାରିଛନ୍ତି।

ତେବେ ଚାଲନ୍ତୁ ଜାଣିବା ଦିବ୍ୟଦୃଷ୍ଟି ଚଳଚ୍ଚିତ୍ରରେ ଅଭିନୟ କରୁଥିବା ଅଭିନେତା ତଥା ଅଭିନେତ୍ରୀ ଓ ତାଙ୍କର ପ୍ରକୃତ ପିତାଙ୍କ ବିଷୟରେ।ପ୍ରଥମ ଅଭିନେତ୍ରୀ ହେଉଛନ୍ତି ଅନନ୍ୟା ଦାସ।ଯିଏକି ଏହି ଦିବ୍ୟଦୃଷ୍ଟି ଚଳଚ୍ଚିତ୍ରରେ ଦୃଷ୍ଟି ଭୂମିକାରେ ଅଭିନୟ କରିଛନ୍ତି।ତାଙ୍କ ପିତାଙ୍କ ନାମ ହେଉଛି ମନୋଜ ଦାସ।ସେ ଏକା ଧାରରେ ଜଣେ ବ୍ୟବସାୟୀ ଓ ପ୍ରତିଷ୍ଠିତ ବ୍ୟକ୍ତି ମଧ୍ୟ।ତାଙ୍କ ଝିଅର ଅଭିନୟ ପ୍ରତି ଥିବା ଦୁର୍ବଳତା ଦେଖି ତାଙ୍କ ପିତା ତାଙ୍କୁ ଛୋଟବେଳୁ ଅଭିନୟ ଶିକ୍ଷା କରିବାକୁ ଅନୁମତି ଦେଇଥିଲେ।

ଏହା ସହିତ ସେ ଛୋଟବେଳୁ ଅଭିନୟ ଶିକ୍ଷା କରି ଆସୁଛନ୍ତି।ଫଳରେ ସେ ଆଜି ଏହି ସଫଳତାର ଶୀର୍ଷରେ ପହଞ୍ଚି ପାରିଛନ୍ତି।ସେ ଓ ତାଙ୍କ ପିତା ଉଭୟ ଅଭିନୟକୁ ବହୁତ ଭଲ ପାଆନ୍ତି।ହେଲେ ତାଙ୍କ ପିତା ନିଜର ବୟସରେ ଅଭିନୟ କରିବାର ସୁଯୋଗ ପାଇ ନଥିଲେ କାରଣ ତାଙ୍କ ଉପରେ ଅତି କମ ବୟସରୁ ଲଦି ହୋଇ ପଡ଼ିଥିଲା ପରିବାରର ଭାର।ଯାହା ତାଙ୍କୁ ନିଜର ଅଭିନୟକୁ ପଛରେ ଛାଡ଼ିବାକୁ ବାଧ୍ୟ କରିଥିଲା।ସେ ଅନେକ ଚେଷ୍ଟା ପରେ ମଧ୍ୟ ନିଜର ପୁରୁଣା ଅଭିନୟ ଜଗତକୁ ପୁଣି ଫେରି ପାରି ନଥିଲେ।

ତଥାପି ସେ ନିଜର ସ୍ୱପ୍ନକୁ ନିଜର ଝିଅ ହାତରେ ପୂରଣ ହେବାର ସୁଯୋଗ ପାଇଛନ୍ତି।ସେ ନିଜର ଝିଅକୁ ଆଜି ଏକ ପ୍ରତିଷ୍ଠିତ ଅଭିନେତ୍ରୀ ରୂପରେ ଦେଖୁଛନ୍ତି।ତାଙ୍କର ଝିଅ ଆଜି ଓଡ଼ିଶାର ସମସ୍ତ ଘରେ ଘରେ ପରିଚିତ।ସେ ନିଜର ଅଭିନୟ ମାଧ୍ୟମରେ ସମସ୍ତ ଦର୍ଶକଙ୍କ ନିକଟରେ ନିଜର ଏକ ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିବାରେ ସକ୍ଷମ ହୋଇ ପାରିଛନ୍ତି।ତେବେ ସେ ଓଲିଉଡ ଫିଲ୍ମରେ ନିଜର ଅଭିନୟ କରିବା ପାଇଁ ଇଚ୍ଛା ରଖିଛନ୍ତି।ତାଙ୍କର ଅଭିନୟ ଉଚ୍ଚ ମାନର ହୋଇଥିବାରୁ ସମସ୍ତେ ଆଶା କରୁଛନ୍ତି କି ସେ ଏହି ସୁଯୋଗ ମଧ୍ୟ ଖୁବ ଶୀଘ୍ର ପାଇବାକୁ ଯାଉଛନ୍ତି।

ଏହାପରେ ଏହି ଚଳଚ୍ଚିତ୍ରରେ ଅଭିନୟ କରୁଥିବା ରିଶିକ ମିଶ୍ର।ଯାହାଙ୍କର ଏହି ଚଳଚ୍ଚିତ୍ରରେ ନାମ ହେଉଛି ଦିବ୍ୟ।ସେ ମଧ୍ୟ ନିଜର ଅଭିନୟକୁ ଭଲ ଭାବରେ ପ୍ରଦର୍ଶନ କରୁଛନ୍ତି।ତାଙ୍କର ପିତାଙ୍କ ନାମ ହେଉଛି ଅନୁରାଗ ମିଶ୍ର।

ଏହାପରେ ହେଉଛନ୍ତି ପାୟଲ ଜେନା।ସେ ମଧ୍ୟ ନିଜର ଅଭିନୟ ମାଧ୍ୟମରେ ସମସ୍ତ ଦର୍ଶକଙ୍କୁ ଆକର୍ଷିତ କରି ପାରିଛନ୍ତି।ତାଙ୍କ ପିତାଙ୍କ ନାମ ହେଉଛି ଧନଞ୍ଜୟ ଜେନା।ପାୟଲ ଏହି ଚଳଚ୍ଚିତ୍ର ମାଧ୍ୟମରେ ସମଗ୍ର ଓଡ଼ିଶାର ଲୋକଙ୍କ ସମ୍ମୁଖରେ ନିଜର ଅଭିନୟ ଦେଖାଇ ପାରିଛନ୍ତି।

Leave a Reply

Your email address will not be published. Required fields are marked *