କାଳିଆ ଯୋଜନା ପଞ୍ଚମ ଫେଜ ବଡ଼ ଅପଡେଟ – ଏବେ ଦେଖନ୍ତୁ ଆପଣ ପାଇବା ପାଇଁ ଯୋଗ୍ୟ ନ ନାହିଁ – apply କରିଥିଲେ ନିଶ୍ଚୟ ପଢନ୍ତୁ କାହାକୁ ମିଳିବ ପଇସା

Spread the love

ଆଜିର ଏହି ଆର୍ଟିକିଲରେ ଆମେ କାଳିଆ ଯୋଜନା ବିଷୟରେ କିଛି ନୂତନ ତଥ୍ୟ ଏବଂ ଖବର ଜାଣିବା।ସମ୍ପୂର୍ଣ୍ଣ ତଥ୍ୟ ଜାଣିବା ପାଇଁ ଆପଣ ଏହି ଆର୍ଟିକିଲକୁ ପ୍ରଥମରୁ ଶେଷ ପର୍ଯ୍ୟନ୍ତ ସମ୍ପୂର୍ଣ୍ଣ ଭାବରେ ପଢନ୍ତୁ।ଏବଂ ଏହାକୁ ମଝିରେ ସ୍କିପ କରନ୍ତୁ ନାହିଁ।କାରଣ ଯଦି ଆପଣ ଅଧା ତଥ୍ୟ ଜାଣିବେ ହୁଏତ ଆପଣ ଏହାର ସମ୍ପୂର୍ଣ୍ଣ ଲାଭ ପାଇପାରିବେ ନାହିଁ।ତେବେ ଆସନ୍ତୁ ଜାଣିବା କାଳିଆ ଯୋଜନା ବିଷୟରେ ଏହି ତଥ୍ୟ।

କାଳିଆ ଯୋଜନା ଦ୍ୱାରା ବର୍ତ୍ତମାନ ଯେଉଁ ଖବର ସାମ୍ନାକୁ ଅସିଛି ଭୂମିହୀନ ଚାଷୀଙ୍କୁ ଏବେ ମିଳିବାକୁ ଯାଉଛି ଏକ ହଜାର ଟଙ୍କା।ଯାହାକୁ ନେଇ ଏକ ବଡ଼ ଘୋଷଣା କରିଛନ୍ତି ଓଡ଼ିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ।ଆପଣ ନୂଆ କିମ୍ବା ପୁରୁଣା ଚାଷୀ ହୋଇଥିଲେ କିମ୍ବା ଏଥିରେ ଅପ୍ଲାଇ କରିଥିଲେ ଏହାକୁ ନିଶ୍ଚିତ ଭାବରେ ଦେଖନ୍ତୁ।ଏହାକୁ ନେଇ ଏକ ବଡ଼ ଘୋଷଣା କରାଯାଇଛି।

ସରକାର ଏବେ ଏକ ବହୁତ ବଡ଼ ଘୋଷଣା କରିଛନ୍ତି ଚାଷୀମାନଙ୍କ ପାଇଁ ପୁଣି ଏକ ସତରସହ କୋଟି ଟଙ୍କାର ବଡ଼ ଘୋଷଣା କରାଯାଇଛି ଚାଷୀମାନଙ୍କ ପାଇଁ।ତାହା ହେଉଛି ଏବେ ଭୂମିହୀନ ଚାଷୀ ମାନଙ୍କୁ ମିଳିବାକୁ ଯାଉଛି ଏକ ହଜାର ଟଙ୍କା।ଯଦି ଆପଣ ନୂଆ କିମ୍ବା ପୁରୁଣା ଚାଷୀ ଅଟନ୍ତି ଏବଂ ଆଗରୁ ଏଥିରେ ଅପ୍ଲାଇ କରିଛନ୍ତି ତେବେ ସେମାନଙ୍କୁ ମଧ୍ୟ ଏବେ ମିଳିପାରିବ।ଏବଂ ଏହା ମିଳିବ କି ନାହିଁ କୌଣସି ନିଶ୍ଚିତ କରାଯାଇନାହିଁ।

କିନ୍ତୁ ଯେଉଁମାନେ ପ୍ରକୃତରେ ଭୂମିହୀନ ଚାଷୀ ଅଛନ୍ତି ସେମାନଙ୍କୁ କୃଷି ଅଧିକାରୀ କହିଛନ୍ତି ଏବେ ପୁନର୍ବାର ମିଳିବାକୁ ଯାଉଛି କାଳିଆ ଯୋଜନା ଟଙ୍କା।କାରଣ ଏବେ ଏହା ଆସିଯାଇଛି ଏବଂ ଏହା ଚାଷ ସମୟରେ ମିଳିବ ବୋଲି ଘୋଷଣା କରାଯାଇଛି।ଯଦି ଆପଣ ଏଥିରେ ଅପ୍ଲାଇ କରିଛନ୍ତି ତେବେ ନିଶ୍ଚିତ ଭାବରେ ଆପଣ ନିଜର ଆକାଉଣ୍ଟକୁ ଠିକ ଠାକ କରାଇଦିଅନ୍ତୁ।କାରଣ ଏହି ଆକାଉଣ୍ଟ ଏବଂ କିଛି ବିଶେଷ ଇନଫୋରମେସନରେ ତ୍ରୁଟି କାରଣରୁ ଅନେକ ଲୋକ ଏହି ଟଙ୍କା ପାଇପାରି ନଥାନ୍ତି।ଏଥିପ୍ରତି ଆପଣ ନିଶ୍ଚିତ ଭାବରେ ଧ୍ୟାନ ରଖନ୍ତୁ।

ଆପଣ ପ୍ରଥମେ ଏହା ଦେଖିନିଅନ୍ତୁ ଆପଣଙ୍କ ଲିଷ୍ଟରେ ନାମ ଅଛି କିମ୍ବା ନାହିଁ।ଏବଂ ନାମ ଥିଲେ ଆପଣ ପ୍ରଥମେ ନିଜର ଡ଼କ୍ୟୁମେଣ୍ଟକୁ ଭେରିଫାଇ କରିଦିଅନ୍ତୁ।କିନ୍ତୁ ଏହି କଥା ସତ କିମ୍ବା ମିଥ୍ୟା ଏପର୍ଯ୍ୟନ୍ତ କିଛିଭି ଭଲ ଭାବରେ ଜଣାପଡ଼ିନାହିଁ।
କିନ୍ତୁ ଆପଣଙ୍କ ନାମ ଯଦି ଏହି ଲିଷ୍ଟରେ ଅଛି ତେବେ ଆପଣ ଡେରି ନକରି ଆପଣଙ୍କ ସମସ୍ତ ଡ଼କ୍ୟୁମେଣ୍ଟ ଭେରିଫାଇ କରିଦିଅନ୍ତୁ।ଏବଂ ଏହା ମଧ୍ୟ ଦେଖନ୍ତୁ ଆପଣଙ୍କ ଆଧାର କାର୍ଡ ବ୍ୟାଙ୍କ ଆକାଉଣ୍ଟ ସହିତ ଲିଙ୍କ ଅଛି କିମ୍ବା ନାହିଁ।ଏବଂ ବ୍ୟାଙ୍କ ଆକାଉଣ୍ଟ ଅକ୍ତିଭ ଅଛି କିମ୍ବା ନାହିଁ।ଏହା ଆପଣ ଆପଣଙ୍କ ବ୍ୟାଙ୍କକୁ ଯାଇ ଦେଖି ପାରିବେ।ଏବଂ ଏହି ସବୁ ଡ଼କ୍ୟୁମେଣ୍ଟ ଠିକ ରଖିବା ଦ୍ୱାରା ଆପଣଙ୍କ ଭବିଷ୍ୟତରେ ମଧ୍ୟ କୌଣସି ଅସୁବିଧା ହେବ ନାହିଁ।

Leave a Reply

Your email address will not be published. Required fields are marked *