ରାଜଧାନୀ ଭୁବନେଶ୍ବରରେ ରାତିରେ ଚାଲିଛି ଏଭଳି କାମ – ଜିଗଲ ବୟ ଏଭଳି ଭାବେ ଭୋକ ମେଣ୍ଟାଉଛନ୍ତି – ଅନ୍ଧାର ରାତିର କଥା ଜାଣିରଖନ୍ତୁ

Spread the love

ଭୁବନେଶ୍ୱର ହେଉଛି ଦେଶର ନମ୍ୱର ୧ ସ୍ମାର୍ଟ ସିଟି।ତେବେ ଭୁବନେଶ୍ୱରରେ ସମସ୍ତ ପ୍ରକାରର ସୁବିଧା ସୁଯୋଗ ଉପଲବ୍ଧ ରହିଥାଏ।କିନ୍ତୁ ଏହିଠାରେ ବର୍ତ୍ତମାନ ଭୁବନେଶ୍ଵରର ମହିଳା ମାନଙ୍କ ପାଇଁ ବର୍ତ୍ତମାନ ଖୋଲିଛି ପୁରୁଷ ବେ-ଶ୍ୟା ସଂସ୍ଥା।ଏମାନେ ଘରେ ସ୍ବାମୀ ନଥିବା ସମୟରେ ଅସନ୍ତୁଷ୍ଟ ନାରୀ ମାନଙ୍କୁ ସନ୍ତୁଷ୍ଟ କରିଥାନ୍ତି।ଏହା ପ୍ରତିବଦଳରେ ଏମାନେ ସେମାନଙ୍କ ଠାରୁ ଟଙ୍କା ନେଇଥାନ୍ତି।ଏବେ ଏହି ସଂସ୍ଥା ଗୁଡ଼ିକ ଭୁବନେଶ୍ୱରରେ ସମ୍ପୂର୍ଣ୍ଣ ଭାବରେ ଖୋଲରେ ମତିବାରେ ଲାଗିଛି।ଯାହା ଓଡ଼ିଶାର ପାଣିପାଗ ପାଇଁ ବିଲକୁଲ ଭଲ ନୁହେଁ।

ନିକଟରେ ବମ୍ୱେର ଉଚ୍ଚ ନ୍ୟାୟାଳୟ ନିଷ୍ପତି ଶୁଣାଇଥିଲେ କି ବେ-ଶ୍ୟା-ବୃ-ତ୍ତି କରିବା କୌଣସି ଅପରାଧ ନୁହେଁ।ସାବାଳିକା ଝିଅ ମାନେ ଚାହିଁଲେ ନିଜର ପରିବାର ଚଳାଇବା ପାଇଁ ନିଜର ଇଚ୍ଛା ଅନୁସାରେ ଏହି କାର୍ଯ୍ୟ କରି ପାରିବେ।ଏହା ସହିତ ବର୍ତ୍ତମାନ ଝିଅ ମାନଙ୍କ ଭଳି ପୁରୁଷ ମାନେ ମଧ୍ୟ ବେ-ଶ୍ୟା ବୃ-ତ୍ତି କରିବାରେ ଲାଗିଛନ୍ତି।ଏହା ସହିତ ଏହି ପୁରୁଷ ବେଶ୍ୟା ସଂସ୍ଥା କେବଳ ବିଦେଶରେ କାର୍ଯ୍ୟରତ ଥିଲା କିନ୍ତୁ ଏହା ଆମ ରାଜଧାନୀ ଓଡ଼ିଶାରେ ବର୍ତ୍ତମାନ କାର୍ଯ୍ୟକାରୀ ହେବାରେ ଲାଗିଛି।

ସମ୍ରାନ୍ତ ଶ୍ରେଣୀର ମହିଳାମାନେ ନିଜର ଶା-ରି-ରୀକ ସୁଖ ମେଣ୍ଟାଇବା ପାଇଁ ସୁନ୍ଦର ପୁରୁଷ ମାନଙ୍କୁ ଟଙ୍କା ଦେଇ ସେମାନଙ୍କ ସହ ଶା-ରୀ-ରିକ ସଂ-ଭୋ-ଗ କରିଥାନ୍ତି।ବର୍ତ୍ତମାନ ଏହି ସଂସ୍ଥା ହୋମ ଡେଲିଭରୀ ଦେବାରେ ଲାଗିଲାଣି।ଏହା ସହିତ ସୁନ୍ଦର ଦେଖାଯାଉଥିବା କଲେଜ ପିଲାମାନେ ଅଧିକ ଅର୍ଥ ଉପାର୍ଜନ କରିବା ସହିତ ଶା-ରି-ରୀ-କ ସୁଖ ଭୋଗ କରିବା ପାଇଁ ଏହି ବୃତିକୁ ଆପଣାଇ ନେଲେଣି।ଏହା ସହିତ ସେମାନେ ଗୋଟିଏ ରାତି ପାଇଁ ୫-୧୦ ହଜାର ଟଙ୍କା ପର୍ଯ୍ୟନ୍ତ ଟଙ୍କା ନେଇଥାନ୍ତି।ଭୁବନେଶ୍ୱର ସ୍ମାର୍ଟ ସିଟି ହେବାପରେ ଏହାର ରୂପରେଖ ବଦଳି ଯାଇଛି।

ଏହା ସହିତ ପୂର୍ବରୁ ଏଭଳି କାର୍ଯ୍ୟ କରିବା ପାଇଁ କୌଣସି ବ୍ୟକ୍ତି ରାଜି ହେଉନଥିଲା।ପୂର୍ବରୁ ସେମାନଙ୍କୁ ଏହି କାର୍ଯ୍ୟ କରିବା ପାଇଁ ଲଜ୍ୟା ଲାଗୁଥିଲା କିନ୍ତୁ ବର୍ତ୍ତମାନ ସେମାନେ ଏହି କାର୍ଯ୍ୟ କରିବା ଆରମ୍ଭ କରିଦେଲେଣି।ତେବେ ସୋସିଆଲ ମିଡିଆରେ ଏହି ସଂସ୍ଥା ବର୍ତ୍ତମାନ ସମ୍ପୂର୍ଣ୍ଣ ରୂପେ ସକ୍ରିୟ ହୋଇ ରହିଛି।ଏହା ସହିତ ଏହି ସଂସ୍ଥା ମହିଳା ମାନଙ୍କୁ ସେମାନଙ୍କର ଘରେ ଏହି ସେବା ଯୋଗାଇ ଦେବା ଆରମ୍ଭ କଲେଣି।ତେଣୁ ଏହି ସଂସ୍ଥାରେ ବର୍ତ୍ତମାନ ଭଲ ଟଙ୍କା ଓ ଶା-ରି-ରୀ-କ ସୁଖ ମିଳି ଯାଉଥିବାରୁ ବର୍ତ୍ତମାନ ଯୁବକ ମାନେ ଏହି କାର୍ଯ୍ୟ କରିବା ପାଇଁ ଅଧିକ ଇଚ୍ଛା ପ୍ରକାଶ କରୁଛନ୍ତି।

ଏହା ସହିତ ମହିଳାମାନେ ପୁରୁଷ ମାନଙ୍କୁ ଵୁକ କଲାପରେ ସେମାନେ କୌଣସି ହୋଟେଲ ବା ସେମାନଙ୍କ ଘରେ ଏହି ଗୁପ୍ତ କାର୍ଯ୍ୟ କରୁଛନ୍ତି।ଫଳରେ କିଛିଦିନ ତଳେ ଏକ ଭିଡିଓ ଭାଇରଲ ହେବାରେ ଲାଗିଥିଲା।ତେଣୁ ଆମ ପୋଲିସ ବାହିନୀ ଏଥିପ୍ରତି ସଚେତନ ହେବା ସହିତ ଏହାକୁ ରୋକିବା ପାଇଁ ଆବଶ୍ୟକ ପଦକ୍ଷେପ ନେବା ନିହାତି ଆବଶ୍ୟକ।ନଚେତ ଏହାର କୁ ପ୍ରଭାବ ଯୁବ ଗୋଷ୍ଠୀ ଉପରେ ପଡିବ।ଫଳରେ ସେମାନେ ଏହିଭଳି ଖରାପ ରାସ୍ତାକୁ ଚାଲିଯିବାର ସମ୍ଭାବନାକୁ ମଧ୍ୟ ଏଡାଇ ଦିଆ ଯାଇ ନପାରେ।ତେଣୁ ଏହାକୁ ରୋକିବା ପାଇଁ ଆବଶ୍ୟକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ଆବଶ୍ୟକ।

Leave a Reply

Your email address will not be published. Required fields are marked *