ସ୍ତ୍ରୀ ର ଏହି ୫ଟି ଭୁଲ୍ ସ୍ୱାମୀ କୁ ଦାଣ୍ଡର ଭିକାରୀ କରିଦିଏ – ରୋଷେଇ କଲା ବେଳେ ଏହି କାମ ଭୁଲ ରେ ମଧ୍ୟ କରନ୍ତୁ ନାହିଁ..

Spread the love

ସାଙ୍ଗମାନେ ଆଜିର ଏହି ଆର୍ଟିକିଲରେ ଆମେ ଜାଣିବା ସ୍ତ୍ରୀର ଏହି ପାଞ୍ଚଟି ଭୁଲ ସ୍ୱମୀକୁ କରିଦିଏ ଭିକାରି।ଆମ ହିନ୍ଦୁ ଧର୍ମରେ ୧୬ ସଂସ୍କାରର ପ୍ରଥା ରହିଛି।ସେଥିମଧ୍ୟରୁ ବିବାହ ପ୍ରଥା ଅନ୍ୟତମ।ବିବାହ ବନ୍ଧନରେ ବାନ୍ଧିହୋଇ ସ୍ୱମୀ ସ୍ତ୍ରୀ ସାତ ଜନ୍ମର ସାଥି ହୋଇଥାନ୍ତି।ବିବାହ ପରେ ତାଙ୍କର କର୍ମ ଗୋଟିଏ ଜାଗାରେ ଯୋଡି ହୋଇଜାଇଥାଏ।ତାଙ୍କ ମଧ୍ୟରୁ ଯିଏ ଭଲ କାମ କରୁ କିମ୍ବା ଖରାପ କାମ କରୁ ଦୁହିଁଙ୍କ ଉପରେ ତାହାର1 କୁ ପ୍ରଭାବ ପଡିଥାଏ।ଯଦି ଜଣେ ମଧ୍ୟ ଖରପ କାମ କରିଥାଏ ତେବେ ତାହା ଦୁଇ ଜଣଙ୍କୁ ଭୋଗିବାକୁ ପଡିଥାଏ।

ପୁରାଣରେ ସ୍ତ୍ରୀ ମାନଙ୍କ ବିଷୟରେ ଏପରି ୫ଟି କଥା ଲେଖାଯାଇଛି ଯାହା କୁ କରିବା ଦ୍ୱାରା ଏହାର କୁପ୍ରଭାବ ପଦାକୁ ନପଡୁ କିନ୍ତୁ ତାର ସ୍ୱମୀ ସବୁବେକେ ଗରିବୀର ଜୀବନ ବିତାଇ ଥାନ୍ତି।ତାଙ୍କ ଜୀବନରେ ସବୁବେକେ ଦୁଃଖ ଦୁର୍ଦ୍ଦଶା ଲାଗି ରହିଥାଏ।ସମୟ ଯେତେ ଆଗକୁ ଆଗେଇଲେ ମଧ୍ୟ ଆମେ ଆମ ହିନ୍ଦୁ ଧର୍ମକୁ କେବେହେଲେ ଭୁଲିବା ନାହିଁ।କିନ୍ତୁ ଏବେ ଅନେକ ମହିଳା ଆଧୁନିକ ହୋଇଗଲେଣି।ସେମାନେ ଅବା ଜାଣତରେ ହେଉ ବା ଅଜାଣତରେ ହେଉ ଅନେକ ଭୁଲ କରି ବସନ୍ତି।

ତେବେ ଆଜିର ଏହି ଆର୍ଟିକିଲରେ ଆମେ ଜାଣିବା ସ୍ତ୍ରୀର ସେହି ଭୁଲ ବିଷୟରେ ଯାହାକୁ କରିବା ଦ୍ୱାରା ସ୍ୱମୀ ଦାରିଦ୍ର୍ୟତା ଆଡ଼କୁ ଅଗ୍ରସର ହୋଇଥାଏ।ଏଥିପାଇଁ ଏହି ଆର୍ଟିକିଲକୁ ପ୍ରଥମରୁ ଶେଷ ପର୍ଯ୍ୟନ୍ତ ସମ୍ପୂର୍ଣ୍ଣ ଭାବରେ ପଢନ୍ତୁ।ତେବେ ଆସନ୍ତୁ ଜାଣିବା ଏହି ବିଷୟରେ।ପ୍ରଥମରେ ହେଉଛି ମହିଳାମାନେ ସନ୍ଧ୍ୟା ସମୟରେ ଝାଡୁ ମାରି ଥାନ୍ତି।କିନ୍ତୁ ଜାଣି ରଖନ୍ତୁ ଏହା ଏକ ବଡ଼ ଭୁଲ ଅଟେ।ଏହା କରିବା ଦ୍ୱାରା ଘରକୁ ଆର୍ଥିକ ସଙ୍କଟ ଆସିବା ସହିତ ଏହାର ଖରାପ ପ୍ରଭାବ ସ୍ୱମୀଙ୍କ ଉପରେ ପଡ଼ିଥାଏ।

ଦ୍ୱିତୀୟରେ ହେଉଛି ଅନେକ ମହିଳା ଘରେ ଘରେ ପ୍ରତି କଥାରେ ଝଗଡା କରିଥାନ୍ତି।ଏବଂ ଝଗଡା କରିବା ସହିତ କଟୁ କଥା ବ୍ୟବହାର କରିଥାନ୍ତି ଏଭଳି କରିବା ଦ୍ୱାରା ଘରେ ସର୍ବଦା କଳହ ହୋଇଥାଏ।ଶାସ୍ତ୍ରରେ ଅଛି ଯେଉଁ ଘରେ ଏଭଳି ମହିଳା ରହିଥାନ୍ତି ସେଠାରେ ମାତା ଲକ୍ଷ୍ମୀ ବାସ କରିନଥାନ୍ତି।ଏପରି କରିବା ଦ୍ୱାରା ଘରେ ସମସ୍ତିଙ୍କର ଶରୀର ଖରାପ ହୋଇଥାଏ।

ତୃତୀୟର ହେଉଛି ଘରର ମହିଳା ଯଦି ଅଧିକ ଡେରି ପର୍ଯ୍ୟନ୍ତ ଶୋଉଥାନ୍ତି।ଯେଉଁ ଘରେ ମହିଳା ମାନେ ଅଧିକ ଡେରି ପର୍ଯ୍ୟନ୍ତ ଶୋଉଥାନ୍ତି ସେପରି ଘରେ ମାତା ଲକ୍ଷ୍ମୀ ରୁହନ୍ତି ନାହିଁ।ଏହା ହିଁ ମୁଖ୍ୟ କାରଣ ହୋଇଥାଏ ଘରେ ଟଙ୍କା ପଇସା ନରହିବାର।ଏହାଦ୍ୱାରା ଘରେ ସର୍ବଦା ଆର୍ଥିକ ସମସ୍ୟା ଦେଖାଦେଇଥାଏ।

ଚତୁର୍ଥରେ ହେଉଛି ଯେଉଁ ମହିଳାମାନେ ପର ପୁରୁଷ ଉପରେ ଆଖି ରଖିଥାନ୍ତି କିମ୍ବା ନିଜ ସ୍ୱମୀ ପ୍ରତି ସବୁବେଳେ ଘୃଣା ଭାବ ଦେଖିଥାନ୍ତି କିମ୍ବା ଆଉ କାହା ସହିତ ସମ୍ପର୍କ ରଖିଥାନ୍ତି ଏହା କରିବା ଦ୍ୱାରା ଘରେ କେବେହେଲେ ଶାନ୍ତି ରୁହେ ନାହିଁ।

ପଞ୍ଚମରେ ହେଉଛି ସ୍ତ୍ରୀ ଲୋକ ମାନେ ରୋଷେଇ କରିବା ସମୟରେ ତରକାରୀ ଲୁଣ ହୋଇଛି ନା ନାହିଁ ତରକାରୀରେ ହାତ ପୁରାଇ ଟେଷ୍ଟ କରିଥାନ୍ତି।କିନ୍ତୁ ଏହା ତାଙ୍କ ଦ୍ୱାରା ବହୁତ ବଡ଼ ଭୁଲ ହୋଇଥାଏ।ଏପରି କରିବା ଦ୍ୱାରା ସ୍ୱମୀଙ୍କ ଉପରେ ବିପଦ ପଡିଥାଏ ଏବଂ ଆପଣ ଗରିବୀ ଆଡ଼କୁ ଗତି କରିଥାନ୍ତି।

Leave a Reply

Your email address will not be published. Required fields are marked *