ଅଦ୍ଭୁତ ପରମ୍ପରା – ଏହି ଜାଗାରେ ଭାଇ ଭଉଣୀ ମଧ୍ୟ ରେ ହେଇଥାଏ Marriage – ଏଭଳି ବିବାହ ପରମ୍ପରା ବିଷୟରେ ଜାଣିଲେ ମୁଣ୍ଡରେ ହାତ ଦେବେ

Spread the love

ତେବେ ସାଧାରଣ ଭାବରେ ଆମେ ଜାଣି ଥାଉ କି ଜଣେ ମହିଳାଙ୍କୁ ସମସ୍ତ ପ୍ରକାରର ସ୍ଵାଧୀନତା ମିଳି ନଥାଏ।କିନ୍ତୁ ଆପଣ କେବେ ଏପରି ଚିନ୍ତା କରିଛନ୍ତି କି ସେହି ସ୍ଵାଧୀନତା ଯାହା ପୁରୁଷ ମାନଙ୍କୁ ମିଳିଛି ତାହା ଯଦି ମହିଳା ମାନଙ୍କୁ ମିଳିଥାଏ ତେବେ ଆପଣ କିପରି ଅନୁଭବ କରିବେ।ତେବେ ପୃଥିବୀରେ ଏପରି ଏକ ସ୍ଥାନ ରହିଛି ଯେଉଁ ସ୍ଥାନରେ ପୁରୁଷ ମାନଙ୍କୁ ପରଦା ମଧ୍ୟରେ ରହିବାକୁ ପଡ଼ିଥାଏ ଓ ମହିଳା ମାନଙ୍କୁ ସମ୍ପୂର୍ଣ୍ଣ ସ୍ଵାଧୀନତା ମିଳିଥାଏ।ଏହା ସହିତ ମହିଳା ମାନଙ୍କୁ ସେହି ସ୍ଥାନରେ ଶାରିରୀକ ସମ୍ପର୍କ ରହିବାକୁ ପୂର୍ଣ୍ଣ ସ୍ଵାଧୀନତା ମିଳିଥାଏ।

ତେବେ ଉତ୍ତର ଇଜିଫ୍ଟର ଏପରି ଏକ ସ୍ଥାନ ରହିଛି ଯେଉଁଠାରେ ପୁରୁଷ ମାନଙ୍କୁ ସେଠାରେ ପରଦା ମଧ୍ୟରେ ରହିବାକୁ ପଡିଥାଏ।ସେମାନଙ୍କୁ ଘର ମଧ୍ୟରେ ରହିବାକୁ ପଡ଼ିଥାଏ ଓ ସେମାନଙ୍କୁ ବାହାରକୁ ଯିବାର ଅନୁମତି ସେମାନଙ୍କ ପତ୍ନୀଙ୍କ ପାଖରୁ ନେବାକୁ ପଡ଼ିଥାଏ।ଏହା ଏପରି ଏକ ସ୍ଥାନ ଯେଉଁଠାରେ ପୁରୁଷ ମାନଙ୍କୁ ସେମାନଙ୍କ ପତ୍ନୀଙ୍କ ବିନା ଅନୁମତିରେ କୌଣସି କାର୍ଯ୍ୟ କରିବାକୁ ଦିଆ ଯାଏ ନାହିଁ।

ତେବେ ଏହା ବାସ୍ତବରେ ଏକ ସମ୍ପୂର୍ଣ୍ଣ ଓଲଟା କାର୍ଯ୍ୟ।ଆଜିକାଲି ପ୍ରତ୍ୟେକ ସ୍ଥାନରେ ମହିଳା ମାନେ ସେମାନଙ୍କର ପତିଙ୍କ ଅନୁମତି ନେଇଥାନ୍ତି।କିନ୍ତୁ ଏହା ଏପରି ଏକ ଜାଗା ଯେଉଁଠାରେ ଏହାର ସମ୍ପୂର୍ଣ୍ଣ ଓଲଟା ହୋଇଥାଏ।ଏହା ସହିତ ଏଠାରେ ମହିଳା ମାନଙ୍କୁ ବିବାହ ପୂର୍ବରୁ ଅନେକ ପୁରୁଷଙ୍କ ସହିତ ଶାରିରୀକ ସମ୍ପର୍କ ରଖିବାକୁ ଅନୁମତି ରହିଛି କିନ୍ତୁ ପୁରୁଷ ମାନଙ୍କୁ ସର୍ବଦା ପରଦା ମଧ୍ୟରେ ରହିବାକୁ ପଡ଼ିଥାଏ।ତେବେ ଏହି ଜନଜାତିର ନାମ ହେଉଛି ତୁଆଗୋ।

ଏହି ଜନଜାତିର ମହିଳା ମାନେ ଚାହିଁଲେ ନିଜର ପତିଙ୍କୁ ସବୁଦିନ ପାଇଁ ଛାଡ଼ି ପାରିବେ ଓ ସେମାନେ ଚାହିଁଲେ ଦିତୀୟ ବିବାହ ମଧ୍ୟ କରି ପାରିବେ।ଏହା ସହିତ ସେମାନଙ୍କୁ ସମସ୍ତ ପ୍ରକାରର କାର୍ଯ୍ୟ କରିବାକୁ ପୂର୍ଣ୍ଣ ସ୍ଵାଧୀନତା ରହିଛି।ଏହା ସହିତ ଏହି ଜନଜାତିର ମହିଳା ମାନେ ସେମାନଙ୍କ ଇଚ୍ଛା ଅନୁସାରେ ବିବାହ ପରେ ମଧ୍ୟ ଅଣ ପୁରୁଷଙ୍କ ସହିତ ସମ୍ପର୍କ ରଖି ପାରିବେ।

ତେବେ ଏହା ଶୁଣିବାକୁ ଅପାଣଙ୍କୁ ସମ୍ପୂର୍ଣ୍ଣ ଭାବରେ ଆଶ୍ଚର୍ଯ୍ୟ ଲଗୁଥିଲେ ମଧ୍ୟ ବାସ୍ତବରେ ଏପରି ହୋଇଥାଏ।ଏହି ସ୍ଥାନରେ ମହିଳାମାନେ ପୁରୁଷଙ୍କ ଭଳି ରହିଥାନ୍ତି ଓ ପୁରୁଷ ମାନେ ମହିଳାଙ୍କ ଭଳି ରହିଥାନ୍ତି।ସେମାନେ ନିଜର ଇଚ୍ଛା ଅନୁସାରେ ସମସ୍ତ କାର୍ଯ୍ୟ କରିଥାନ୍ତି ମାତ୍ର ପୁରୁଷ ମାନଙ୍କୁ କୌଣସି କାର୍ଯ୍ୟ କରିବା ପୂର୍ବରୁ ଅନୁମତି ନେବାକୁ ପଡ଼ିଥାଏ।ଏହା ସହିତ ଏହି ସ୍ଥାନରେ ଛାଡ଼ପତ୍ର ହେବା ଏକ ସାଧାରଣ ଘଟଣା।

ଏହି ସ୍ଥାନରେ ମହିଳା ମାନଙ୍କ ପରିବାର ଛାଡ଼ପତ୍ର ସମୟରେ ଉତ୍ସବ ପାଳନ କରିଥାନ୍ତି କାରଣ ଛାଡ଼ପତ୍ର ସମୟରେ ସେମାନେ ଯାହା ଚାହିଁବେ ତାହା ମାଗି ପାରିବେ।ସେଥିପାଇଁ ସେମାନେ ଉତ୍ସବ ପାଳନ କରିଥାନ୍ତି।ଏହି ପରମ୍ପରା ବହୁତ ପୁରାତନ ସେଥିପାଇଁ ସମସ୍ତ ଲୋକ ଏହାକୁ ମାନିଥାନ୍ତି।ଏହି ପରମ୍ପରା ସମସ୍ତ ମହିଳା ମାନଙ୍କୁ ସମସ୍ତ ପ୍ରକାରର ସ୍ଵାଧୀନତା ଦେଇଥାଏ।ଏହା ସହିତ ପୁରୁଷ ମାନେ ମଧ୍ୟ ସେମାନଙ୍କ ଅନୁମତି ନେଇ ସମସ୍ତ କାର୍ଯ୍ୟ କରିଥାନ୍ତି।ଯାହା ବାସ୍ତବରେ ଦୁନିଆର ନିୟମ ଠାରୁ ସମ୍ପୂର୍ଣ୍ଣ ଓଲଟା।

Leave a Reply

Your email address will not be published. Required fields are marked *