ସକାଳୁ ଉଠି କରନ୍ତୁ ନାହିଁ ଏହି ପାଞ୍ଚଟି Kama,ଭୟଙ୍କର ସର୍ବନାଶ ହେବ ଜୀବନରେ କେବେ ଉର୍ନତି ଆଡକୁ ଅଗ୍ରସର ହେବେ ନାହିଁ ଆପଣଙ୍କ ଜୀବନ

Spread the love

ସାଙ୍ଗମାନେ ଆଜିର ଏହି ଆର୍ଟିକିଲରେ ଆମେ ଜାଣିବା ସକାଳୁ ଉଠି କେଉଁ କାର୍ଯ୍ୟ କରିବା ଉଚିତ ନୁହେଁ।ଭଗବାନ ଶ୍ରୀକୃଷ୍ଣ କହିବା ଅନୁସାରେ ସକାଳୁ ଉଠି ଯଦି ଆପଣ ଏହି ସବୁ ଜିନିଷର ଦର୍ଶନ କରନ୍ତି ତେବେ ଆପଣଙ୍କ ଅଇଶ୍ୱର୍ଯ୍ୟର ବୃଦ୍ଧି ହୋଇଥାଏ।ଯେଉଁ ମନୁଷ୍ୟ ଏହି ଜିନିଷ ଗୁଡିକର ଦର୍ଶନ କରିଥାଏ ତେବେ ଆପଣଙ୍କ ଜୀବନରେ ନକରତ୍ମକତାର ଦୂର ହୋଇଥାଏ।ଏବଂ ଆମ ଜୀବନ ସକାରତ୍ମକତାରେ ବହାରିଯାଇଥାଏ।ଆମ ଘର ପାଖରେ ଅନେକ ସକାରତ୍ମକ ଜିନିଷ ରହିଥାଏ ଏବଂ ନକରତ୍ମକ ଜିନିଷ ମଧ୍ୟ ରହିଥାଏ।ଯଦି ଆପଣ ସକାଳୁ ଉଠି ନକରାତ୍ମକ ଜିନିଷର ଦର୍ଶନ କରନ୍ତି ତେବେ ଆପଣଙ୍କ ଜୀବନରେ ନକରତ୍ମକତାର ପ୍ରେବେଶ ହୋଇଥାଏ।

ଯଦି ଆପଣ ସକାଳୁ ଉଠି ସକାରତ୍ମକ ଜିନିଷର ଦର୍ଶନ କରନ୍ତି ତେବେ ଆପଣଙ୍କ ଜୀବନରେ ସକାରତ୍ମକତାର ପ୍ରବେଶ ହୋଇଥାଏ।ଏଥିପାଇଁ ଆମ ଶାସ୍ତ୍ରରେ ଏପରି ବସ୍ତୁ ବିଷୟରେ କୁହାଯାଇଛି ଯାହାକୁ ସକାଳୁ ଉଠି ଆମକୁ ଦର୍ଶନ କରିବା ଉଚିତ।ନୀତି ଦିନ ଏହି ଜିନିଷକୁ ଦର୍ଶନ କରିବା ବହୁତ ଶୁଭ ମଣାଯାଇଥାଏ।ଯଦି ଆପଣ ଗରିବୀର ସମ୍ନା କରୁଛନ୍ତି ଆପଣଙ୍କ ଜୀବନରେ ବାଧା ଆସୁଛି ଯଦି ଆପଣ ଶତ୍ରୁ ମାନଙ୍କ ସମ୍ନା କରୁଛନ୍ତି ତେବେ ଆପଣ ଏହି ଜିନିଷ ଗୁଡିକର ଦର୍ଶନ କରନ୍ତୁ।

ଏହି ଜିନିଷ ଗୁଡିକର ଦଦର୍ଶନ କରିବା ଦ୍ୱାରା ଆପଣଙ୍କ ଜୀବନରୁ ସବୁ ସମସ୍ୟା ଦୂର ହୋଇଯିବ।ଏହା ସମ୍ପର୍କରେ ସମ୍ପୂର୍ଣ୍ଣ ତଥ୍ୟ ଜାଣିବା ପାଇଁ ଏହି ଆର୍ଟିକିଲକୁ ପ୍ରଥମରୁ ଶେଷ ପର୍ଯ୍ୟନ୍ତ ସମ୍ପୂର୍ଣ୍ଣ ଭାବରେ ପଢନ୍ତୁ।ତେବେ ଆସନ୍ତୁ ଜାଣିବା ଏହି ବିଷୟରେ।ପ୍ରଥମ ଜିନିଷ ହେଉଛି ଆଇନା ବାସ୍ତୁ ଶାସ୍ତ୍ର ଅନୁସାରେ ମନୁଷ୍ୟକୁ ସକାଳୁ ଉଠିବା ମାତ୍ରେ ଆଇନାର ଦର୍ଶନ କରିବା ଉଚିତ ନୁହେଁ।

ଏହା ଅତ୍ୟନ୍ତ ଅସୁଭଃ ଅଟେ।ବାସ୍ତୁ ଶାସ୍ତ୍ର ଅନୁସାରେ ଆଇନା ଦେଖିବା ଦ୍ୱାରା ତାହାର ନକରତ୍ମକ ପ୍ରଭାବ ଆପଣଙ୍କ ମସ୍ତିଷ୍କ ଉପରେ ପଡିଥାଏ।ଏଥିପାଇଁ ସକାଳୁ ଉଠିବା ମାତ୍ରେ ଆଇନାର ଦର୍ଶନ କରନ୍ତୁ ନାହିଁ।ଏହାପରେ ଦ୍ୱିତୀୟ ଜିନିଷ ହେଉଛି ଛାଇ।ଶାସ୍ତ୍ର ଅନୁସାରେ ସକାଳୁ ଉଠିବା ମାତ୍ରେ ଛାଇ ଦେଖିବା ଦ୍ୱାରା ମନୁଷ୍ୟ ଜୀବନରେ ଦୁର୍ଭାଗ୍ୟ ଆସିଥାଏ।କାରଣ ଏହା ମନୁଷ୍ୟ ଜୀବନରେ ଭ୍ରମ ଏବଂ ଭୟ ନିର୍ମାଣ କରିଥାଏ।

ଏବଂ ଏହା ଆପଣଙ୍କ ଆର୍ଥିକ ପରିସ୍ଥିତି ଖରାପ କରିଥାଏ।ଏହାପରେ ସକାଳୁ ଉଠି ଆପଣ ନିଜ ହାତ ପାପୁଲି ଦେଖନ୍ତୁ।ସକାଳୁ ଉଠି ମଣିଷକୁ ନିଜ ହାତର ପାପୁଲି ଦେଖିବା ଉଚିତ।କାରଣ ପାପୁଲିର ମାଆ ଲକ୍ଷ୍ମୀ ନିବାସ କରିଥାନ୍ତି।ମଧ୍ୟ ଭାଗରେ ମାଆ ସରସ୍ୱତୀ ଏବଂ ସମ୍ପୂର୍ଣ୍ଣ ହାତରେ ଶ୍ରୀକୃଷ୍ଣ ଗୋବିନ୍ଦଙ୍କ ନିବାସ ହୋଇଥାଏ।ଏଥିପାଇଁ ଆପଣ ସକାଳୁ ଉଠି ହାତର ଦର୍ଶନ କରନ୍ତୁ।

ଏହାଦ୍ୱାରା ଆପଣଙ୍କୁ ଧନ ସମ୍ପତ୍ତି ବିଦ୍ୟା ଏବଂ ସୁଖ ଶାନ୍ତି ପ୍ରାପ୍ତି ହୋଇଥାଏ।ପ୍ରତି ବିଦ୍ୟାର୍ଥୀଙ୍କୁ ସକାଳୁ ଉଠି ନିଜ ହାତ ପପୁଲିର ଦର୍ଶନ କରି ପାଠ ପଢାର ଆରମ୍ଭ କରିବା ଉଚିତ।ଏହାପରେ ହେଉଛି ଗୋ ମାତାଙ୍କ ଦର୍ଶନ।ଚତୁର୍ଥରେ ଯଦି ଆପଣ ସକାଳୁ ଉଠି ଗୋ ମାତାଙ୍କ ଦର୍ଶନ କରନ୍ତି ତେବେ ଏହା ଅତ୍ୟନ୍ତ ଶୁଭ ହୋଇଥାଏ।

ଏଥିପାଇଁ ଆପଣ ଗୋ ମାତାଙ୍କୁ ନ ଘୋଉଡାଇ ରୁଟି ଖାଇବାକୁ ଦିଅନ୍ତୁ ଏବଂ ତାଙ୍କ କାନରେ ମନସ୍କାମନା କୁହନ୍ତୁ।ଏହାଦ୍ୱାରା ଭଗବାନ କାମଧେନୁ ଆପଣଙ୍କ ମନସ୍କାମନା ପୁରଣ କରିଥାନ୍ତି। ଏବଂ ଆପଣଙ୍କୁ ସକାଳୁ ଉଠି ନିହାତି ଭାବରେ ତୁଳସୀର ଦର୍ଶନ କରିବା ଉଚିତ।

Leave a Reply

Your email address will not be published. Required fields are marked *