ସୁନାର ସାର୍ଟ ପିନ୍ଧିବା ଏହି ଲୋକ ପାଇଁ ମାହାଙ୍ଗା ପଡିଗଲା – Gold Man ଙ୍କ ସହ ହେଇଗଲା ଏପରି କିଛି ଯେ ଜାଣିଲେ ଆପଣ ଡରିଯିବେ ନିଶ୍ଚୟ

Spread the love

ଆମେ ବର୍ତ୍ତମାନ ଏପରି କିଛି ଘଟଣା ସମ୍ପର୍କରେ ଆଲୋଚନା କରିବା ଯାହାକୁ ଶୁଣିବା ପରେ ଆପଣ ମଧ୍ୟ ଏହା ଭାବିବେ ବାସ୍ତବରେ ଦୁନିଆରେ କଣ ଏପରି ଘଟଣା ହୋଇଥାଏ।ତେବେ ଆମ ଦୁନିଆରେ ଏପରି କିଛି ଘଟଣା ଘଟିଥାଏ ଯାହାକୁ ବିଶ୍ୱାସ କରିବା ଜଣେ ସାଧାରଣ ବ୍ୟକ୍ତି ପକ୍ଷରେ କେବେ ମଧ୍ୟ ସମ୍ଭବ ନୁହେଁ।ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ କି ଆମ ଦୁନିଆର ଅଧା ଟଙ୍କା କେବଳ ୮ ଜଣ ଲୋକଙ୍କ ପାଖରେ ରହିଛି।ସେହି ୮ ଜଣ ଲୋକ ଏତେ ଅଧିକ ଧନୀ କି ଦୁନିଆର ଅଧା ଟଙ୍କା କେବଳ ସେମାନଙ୍କ ପାଖରେ ହିଁ ରହି ଯାଇଛି।

ତେବେ ଆମ ପୃଥିବୀରେ ପ୍ରାୟ ୧୯୫ ଦେଶ ରହିଛି।ଏହି ଦେଶ ଗୁଡ଼ିକ ମଧ୍ୟରୁ କେତେକ ଏପରି ଦେଶ ରହିଛି ଯେଉଁ ଦେଶରେ ଖାଦ୍ୟ ମିଳେ ନାହିଁ।ସେହି ଦେଶର ଲୋକମାନେ ନିଜର ପେଟ ପାଳିବା ପାଇଁ ବିଭିନ୍ନ ପ୍ରକାରର କାର୍ଯ୍ୟ କରିଥାନ୍ତି।ତେବେ ଦେତି ନାମକ ଏକ ଦେଶ ରହିଛି ଯେଉଁ ଦେଶରେ ଲୋକମାନେ ଖାଦ୍ୟ ଖାଇବାକୁ ପାଆନ୍ତି ନାହିଁ।ଏହି ଦେଶର ଲୋକସଂଖ୍ୟା ପ୍ରାୟ ୧ କୋଟି ୧୪ ଲକ୍ଷରୁ ଅଧିକ।ଆପଣ ଜାଣିଲେ ଆଶ୍ଚର୍ଯ୍ୟ ହେବେ ଏହି ଦେଶର ଲୋକମାନେ ମାଟିରେ ଲୁଣ ମିଶାଇ ଏହାକୁ ଶୁଖାଇ ଖାଇ ଥାଆନ୍ତି।

ଏପରି ଅବସ୍ଥା ଦେଖି ଏହି ଲୋକମାନଙ୍କ ପାଖକୁ ସମଗ୍ର ଦୁନିଆରୁ ବିଭିନ୍ନ ସାହାଯ୍ୟ ଆସିଥିଲା।କିନ୍ତୁ ଏଠାକାର ରାଜନେତା ମାନେ ଏହି ସମସ୍ତ ଟଙ୍କାକୁ ଲୁଟି ନେଇଥିଲେ।ତେବେ ଏହି ଲୋକମାନଙ୍କୁ ଏବେ ପର୍ଯ୍ୟନ୍ତ ମଧ୍ୟ ସଠିକ ଭାବରେ ଖାଦ୍ୟ ଖାଇବାକୁ ମିଳି ପାରୁ ନାହିଁ।ଇଟାଲୀ ଦେଶରେ ଖାଦ୍ୟ ଚୋରି କରିବାର ଅନୁମତି ରହିଛି।ଯଦି ସେହି ବ୍ୟକ୍ତି ଜଣଙ୍କ ଅତ୍ୟନ୍ତ ଭୋକିଲା ଥିବେ ଓ ତାଙ୍କ ପାଖରେ ଖାଦ୍ୟ କିଣିବା ପାଇଁ କୌଣସି ଅର୍ଥ ନଥିବ ତେବେ ସେ ଖାଦ୍ୟ ଚୋରି କରି ପାରିବେ।

ତେବେ ଆମେରିକାର ଏକ ସହରରେ ଥରେ ଏକ ହରିଣ ଖାଦ୍ୟ ଖାଇବା ପାଇଁ ଏକ ଦୋକାନକୁ ଆସିଥିଲା।ଏହାପରେ ସେହି ଦୋକାନୀ ସେହି ହରିଣକୁ ଖାଦ୍ୟ ଖାଇବାକୁ ଦେଲେ।ଏହାର କିଛି ସମୟ ପରେ ସେହି ହରିଣ ତାର ସମ୍ପୂର୍ଣ୍ଣ ପରିବାରକୁ ନେଇ ସେହି ଦୋକାନକୁ ଖାଦ୍ୟ ଖାଇବା ପାଇଁ ଆସି ଯାଇଥିଲା।

ତେବେ କିଛି ଦିନ ତଳେ ପୁଣେର ତାନେ ଲୋକ ଯାହାଙ୍କର ନାମ ହେଉଛି ଦତ୍ତା ସେ ଏକ ସୁନାରେ ତିଆରି ସାର୍ଟ ପିନ୍ଧିବାକୁ ଲାଗିଲେ।ସେହି ସାର୍ଟର ମୂଲ୍ୟ ଥିଲା ପ୍ରାୟ ଦେଢ଼ କୋଟି ଟଙ୍କା।ଥରେ କିଛି ଲୁଟେରା ତାଙ୍କ ସାର୍ଟ ଚୋରି କରିବାକୁ ଆସିଥିଲେ ଓ ତାଙ୍କୁ ମାରି ତାଙ୍କର ସେହି ପୋଷକ ଚୋରି କରି ନେଇଥିଲେ।

ତେବେ ଆପଣ ଜାଣି ରଖିବା ଆବଶ୍ୟକ କି ଜଣେ ବ୍ୟକ୍ତି ଯଦି ଅଧିକ ରାତି ଯାଏ ଚାହେଁ ତେବେ ସେହି ବ୍ୟକ୍ତି ମାନଙ୍କର ଉପସ୍ଥିତ ବୁଦ୍ଧି ବହୁତ ଅଧିକ ହୋଇଥାଏ।ଏହା ସହିତ ସେମାନେ କୌଣସି ପରିସ୍ଥିତିର ମୁକାବିଲା କରି ପାରିବେ।ତେବେ ସେମାନେ ଅନେକ ଭଲ ପ୍ରକୃତିର ମଧ୍ୟ ହୋଇଥାନ୍ତି।ତେବେ କିଛି ଲୋକ ନିଜର ଅତ୍ୟଧିକ ଲୋଭ ଫଳରେ ଅସୁବିଧାରେ ପଡିଥାନ୍ତି।ସେଥିପାଇଁ ଅଧିକ ଲୋଭ କରିବା ଉଚିତ ନୁହେଁ

Leave a Reply

Your email address will not be published. Required fields are marked *