ମହିଳା ଙ୍କ ବିଷୟରେ Ravan କହିଥିବା ଚାରୋଟି ମହା ସତ୍ୟ କଥା,ଯାହା ଅପ୍ରିୟ ହେଲେ ମଧ୍ୟ ସଠିକ ଅଟେ – ଆପଣ ପଢିବା ଦରକାର

Spread the love

ତେବେ ଆମେ ସମସ୍ତେ ରାବଣଙ୍କୁ ବହୁତ ଭଲଭାବରେ ଜାଣୁ।ଶାସ୍ତ୍ର ଅନୁସାରେ ସେ ଜଣେ ମହାନ ପଣ୍ଡିତ ଥିଲେ।ଏହା ସହିତ ସେ ଅନେକ ଜ୍ଞାନ ସମ୍ପର୍କରେ ଭଲଭାବରେ ଅବଗତ ମଧ୍ୟ ଥିଲେ।ସେ ଜଣେ ଏପରି ଜ୍ଞାନୀ ଥିଲେ ଯିଏକି ଆଗକୁ ଆସୁଥିବା ସମସ୍ତ ପ୍ରକାରର ବିପଦ ସମ୍ପର୍କରେ ପୂର୍ବରୁ ଅବଗତ ହୋଇ ଯାଉଥିଲେ।ଏହା ସହିତ ସେ ମାତା ସୀତାଙ୍କର ଅପହରଣ ମଧ୍ୟ ନିଜର ସୀମା ମଧ୍ୟରେ ରହି କରିଥିଲେ।ସେ ନିଜର ଛାଇକୁ ମଧ୍ୟ ମାତା ସୀତାଙ୍କ ଉପରେ ପଡ଼ିବାକୁ ଦେଇ ନଥିଲେ।

ତେବେ ଏହା ସବୁ ପରେ ମଧ୍ୟ ତାଙ୍କୁ ନିଜର ଅମର ଓ ସ୍ୱର୍ଣର ଲଙ୍କା ଉପରେ ବହୁତ ଅଧିକ ଗର୍ବ ହୋଇ ଯାଇଥିଲା।ଯାହା ତାଙ୍କର ବିନାଶର ଏକ ପ୍ରମୁଖ କାରଣ ହୋଇଥିଲା।ତେବେ ସେ ନିଜର ମୃତ୍ୟୁ ସମୟରେ ନାରୀ ମାନଙ୍କ ବିଷୟରେ କିଛି କଥା କହିଥିଲେ ଆମେ ବର୍ତ୍ତମାନ ସେହି ସବୁ କଥା ସମ୍ପର୍କରେ ଏଠାରେ ଆଲୋଚନା କରିବା।

ପ୍ରଥମ କଥା:- ରାବଣ କହିଥିଲେ କି ନାରୀମାନଙ୍କର ମଧ୍ୟରେ ବହୁତ ଅଧିକ ଲୋଭ ରହିଥାଏ।ସେମାନେ ନିଜର ସ୍ବାର୍ଥ ପୂରଣ କରିବା ପାଇଁ ବହୁତ ତଳକୁ ମଧ୍ୟ ଖସି ଜାଇ ପାରନ୍ତି।ଏହା ସହିତ ସେ ଆହୁରି ମଧ୍ୟ କହିଥିଲେ କି ନାରୀମାନେ ଅତି ସହଜରେ କୌଣସି ଲୋଭର ବଶବର୍ତ୍ତୀ ହୋଇ ଯାଇଥାନ୍ତି।ସେଥିପାଇଁ ସେମାନେ ନିଜର ସ୍ବାର୍ଥ ପାଇଁ ଅଥବା ନିଜର ଲୋଭ ପୂରଣ କରିବା ପାଇଁ କିଛି ମଧ୍ୟ କରି ପାରିବେ।ସେଥିପାଇଁ ସତର୍କ ରହିବା ଆବଶ୍ୟକ।

ଦିତୀୟ କଥା:- ତେବେ ରାବଣ କହିଥିଲେ କି ନାରୀମାନେ ଯେ କୌଣସି ସମୟରେ ନିଜର କଥାରୁ ଓଲଟି ଜାଇ ପାରନ୍ତି।ସେଥିପାଇଁ ସେମାନଙ୍କ ଉପରେ ଅଧିକ ବିଶ୍ୱାସ କରିବା ସଠିକ ନୁହେଁ।ଏହା ସହିତ ସେମାନେ ଅନ୍ୟର କଥା ଆଉ କାହା ଆଗରେ କହିବା ପୂର୍ବରୁ ଚିନ୍ତା ମଧ୍ୟ କରନ୍ତି ନାହିଁ।ଯାହା ଫଳରେ ସେମାନେ ଅନ୍ୟ ଲୋକଙ୍କ ମଧ୍ୟରେ ଅତି ସହଜରେ ଝଗଡ଼ା ମଧ୍ୟ କରାଇ ଦେଇଥାନ୍ତି।ସେଥିପାଇଁ ନାରୀ ମାନଙ୍କ କଥା ଉପରେ ସହଜରେ ବିଶ୍ୱାସ କରିବା ଉଚିତ ନୁହେଁ।

ତୃତୀୟ କଥା:- ନାରୀ ମାନେ କେବେ ମଧ୍ୟ କୌଣସି ଗୁପ୍ତ କଥାକୁ ଅଧିକ ସମୟ ନିଜ ଭିତରେ ଲୁଚାଇ ରଖି ପାରନ୍ତି ନାହିଁ।ସେଥିପାଇଁ ସେମାନେ କୌଣସି ବି ଗୁପ୍ତ କଥାକୁ ସହଜରେ ଅନ୍ୟ ସମ୍ମୁଖରେ ପ୍ରକାଶ କରି ଦେଇ ପାରନ୍ତି।ସେଥିପାଇଁ ସେମାନଙ୍କ ପାଖରୁ ସର୍ବଦା ସତର୍କ ରହିବା ଆବଶ୍ୟକ।ଏହା ସହିତ ନିଜର କୌଣସି ଗୁପ୍ତ କଥା ସେମାନଙ୍କ ସହିତ ବାଣ୍ଟିବା ମଧ୍ୟ ଉଚିତ ନୁହେଁ।

ଚତୁର୍ଥ କଥା:- ନାରୀମାନେ ଅତ୍ୟନ୍ତ ରାଗି ସ୍ୱଭାବର ହୋଇଥାନ୍ତି।ଯେତେବେଳେ ଏମାନଙ୍କୁ କୌଣସି କଥା କଷ୍ଟ ଦେଇଥାଏ ସେତେବେଳେ ସେମାନେ ଏହାକୁ ସହଜରେ ଭୁଲି ପାରନ୍ତି ନାହିଁ।ଏହା ସହିତ ସେମାନେ ଅନ୍ୟର କଥାରେ ମଧ୍ୟ ସହଜରେ ଆସି ଯାଇଥାନ୍ତି ଓ ସେମାନେ ଅନ୍ୟର କଥାରେ ଆସି ନିଜ ଘରର ସର୍ବନାଶ କରିବାକୁ ମଧ୍ୟ ପଛାଇ ନଥାନ୍ତି।ଏହା ସହିତ କିଛି ମହିଳା ଏପରି ଅଛନ୍ତି ଯେଉଁମାନେ ଏହାର ସମ୍ପୂର୍ଣ୍ଣ ବିପରୀତ ହୋଇଥାନ୍ତି।ସେମାନଙ୍କ ମଧ୍ୟରେ ଅଧିକ ସହନଶୀଳତା ଥିବା ଯୋଗୁ ସେମାନେ ସହଜରେ ରାଗି ନଥାନ୍ତି।

Leave a Reply

Your email address will not be published. Required fields are marked *