ଆଜି ୧୫ ଜୁନ ରୁ ବଦଳିଯିବ ଏହି ରାଶି ମାନକ ଭାଗ୍ୟ – ଏହି ୫ଟି ରାଶିରେ ଆସନ୍ତାକାଲିଠାରୁ ଗଦା ଗଦା ଟଙ୍କା ବର୍ଷା – ଘରେ ଲକ୍ଷ୍ମୀ ଆସିବେ

Spread the love

ସାଙ୍ଗମାନେ ଯେତେବେଳେ ବି କିଛି ଗ୍ରହର କିଛି ଟିକେ ବି ପରିବର୍ତ୍ତନ ଆସିଥାଏ, ସେ ସମୟରେ ମନୁଷ୍ୟ ଜୀବନରେ ମଧ୍ୟ ଏହାର ପ୍ରଭାବ ଦେଖା ଯାଇଥାଏ।କିନ୍ତୁ ଆମେ ଏହି ପ୍ରଭାବ ଗୁଡ଼ିକ ଓ ଗ୍ରହ ଗୁଡ଼ିକର ଚଳପ୍ରଚଳକୁ ଏତେ ଧ୍ୟାନରେ ରଖି ନଥାଉ ।ସେଥିପାଇଁ ଆମେ କିଛି ଅସୁବିଧାରେ ପଡିଥାଉ ନଚେତ କିଛି ଭଲ ସୁଯୋଗକୁ ହାତଛଡ଼ା କରିଥାଉ।ତେବେ ଆଜି ଆମେ ଏଠାରେ ଶନି ଦେବଙ୍କ ବିଷୟରେ କିଛି ଜାଣିବା।ଶନି ଦେବଙ୍କୁ ନ୍ୟାୟର ଦେବତା ବୋଲି କୁହା ଯାଇଥାଏ।ଯଦି ଶନି ଦେବଙ୍କର ଆଶୀର୍ବାଦ ଆପଣଙ୍କ ଉପରେ ପଡିଥାଏ ତେବେ ଆପଣଙ୍କର ସବୁ କିଛି ଭଲ ହେଇଥାଏ।ଆପଣଙ୍କୁ ଧନ ଓ ଜ୍ଞାନ ଉଭୟ ମିଳିଥାଏ।ଶନି ଦେବତା ବହୁତ ନ୍ୟାୟ ପ୍ରିୟ ଅଟନ୍ତି।ତେବେ ଯେଉଁ ଲୋକ କିଛି ଭୁଲ ବା ଅନୈତିକ କାମ କରିଥାଏ ତା ଉପରେ ଶନିଙ୍କ କୋପ ଦୃଷ୍ଟି ପଡିଥାଏ।ତେବେ ଏହି ମାସରେ ହେଇଥିବା ଚଳପ୍ରଚଳ ଯୋଗୁ ୬ଟି ରାଶି ଉପରେ ଶନି ଦେବଙ୍କର କୃପା ବର୍ଷିଯିବ।ଏହା ଆଗାମୀ ୨୧ ବର୍ଷ ଯାଏଁ ଲାଗି ରହିବ।ତେବେ ଆସନ୍ତୁ ଜାଣିବା ସେହି ସବୁ ରାଶି ଗୁଡ଼ିକ ବିଷୟରେ।

୧)ମେଷ ରାଶି- ଏହି ରାଶିର ଲୋକଙ୍କ ଉପରେ ଶନି ଦେବଙ୍କର ଅସୀମ କୃପା ରହିବ। ଆଗାମୀ ୨୧ ବର୍ଷ ଯାଏଁ ଏମାନଙ୍କର ଧନର କୌଣସି ଅସୁବିଧା ରହିବ ନାହିଁ।ତେବେ ଗୋଟିଏ ସର୍ତ୍ତ କି ଏମାନେ ଶନି ଦେବଙ୍କ ଉପରେ ଭରସା କମ କରିବେନି।

୨)ସିଂହ ରାଶି- ଶନି ଦେବଙ୍କର କୃପା ଏହି ରାଶି ଉପରେ ମଧ୍ୟ ବର୍ଷିବ।ଏହି ରାଶିର ଲୋକମାନଙ୍କର ସବୁ ମନସ୍କାମନା ପ୍ରଭୁ ଶନି ଦେବଙ୍କ ଦ୍ବାରା ପୂରଣ ହେବ।ଏମାନଙ୍କ ଭିତରେ ଆତ୍ମବିଶ୍ବାସର କମି ରହିବନି।କିନ୍ତୁ ଏହା ସବୁ ସମ୍ଭବ ହେବ ଯେତେବେଳେ ଏମାନେ କଠିନ ପରିଶ୍ରମ କରିବେ।

୩)କନ୍ୟା ରାଶି- ଆପଣଙ୍କର ଉଦ୍ଧାର ମଧ୍ୟ ଶନି ମହାରାଜ କରିବେ।କିନ୍ତୁ ଏଥିପାଇଁ ଆପଣଙ୍କୁ ନିଜର ଜୀବନ ସାଥି ସାଙ୍ଗରେ ସମୟ ବିତାଇବାକୁ ପଡ଼ିବ।ଆପଣଙ୍କର ସବୁ ଅଟକି ରହିଥିବା କାର୍ଯ୍ୟ ପୂରଣ ହେବ।ତେବେ ଯଦି ଆପଣଙ୍କର ବିବାହ ହେଉନାହିଁ ତେବେ ଆପଣ ନିଜ ମାତାପିତାଙ୍କ ସହ ସମୟ ବିତାନ୍ତୁ।

୪)ତୁଳା ରାଶି- ଶନି ଦେବଙ୍କର କୃପାରୁ ସଫଳତା ଆପଣଙ୍କ କବାଟ ସାମନାରେ ଛିଡା ହେଇଛି।ଆପଣଙ୍କୁ କେବଳ ଏତିକି କରିବାକୁ ପଡ଼ିବ କି, ଆପଣ କୌଣସି କଳି ଝଗଡାରୁ ଦୁରେଇ ରୁହନ୍ତୁ।ତେବେ ଯାଇ ଆପଣଙ୍କର ଘର ପରିବାରରେ ସୁଖ ଶାନ୍ତି ଲାଗି ରହିବ।ଅନ୍ୟ ସବୁ ବ୍ୟର୍ଥ କାମରୁ ନିଜକୁ ଦୂରେଇ ରଖି ନିଜର କାର୍ଯ୍ୟରେ ଧ୍ୟାନ ଦେଲେ ଶନି ଦେବଙ୍କ କୃପା ୨୧ ବର୍ଷ ଯାଏଁ ଲାଗି ରହିବ।

୫)କର୍କଟ ରାଶି- ଏହି ରାଶିର ଲୋକଙ୍କର ଖୁସି ଓ ଶାନ୍ତି ଲାଗି ରହିବ।ଏହା ସହ ଏମାନଙ୍କର ଧନର କୌଣସି ଅସୁବିଧା ହେବନାହିଁ।ଅନେକ ଅଟକି ରହିଥିବା କାର୍ଯ୍ୟ ଜୋରସୋରରେ ଆଗକୁ ବଢ଼ିବ।

୬)କୁମ୍ଭ ରାଶି- ଆପଣଙ୍କର ନିଜ ଜୀବନ ସାଥି ସହ ସମ୍ପର୍କ ଆହୁରି ସୁଦୃଢ ହେବ।ଆପଣଙ୍କର ନୂଆ ବାହନ କିଣିବାର ମଧ୍ୟ ସମ୍ଭାବନା ରହିଛି।ଏହା ସହ ଆପଣଙ୍କୁ ବିଦେଶ ଯାତ୍ରାର ମଧ୍ୟ ସୁଯୋଗ ମିଳିପାରେ।

Leave a Reply

Your email address will not be published. Required fields are marked *