ମାଳିକାର ପୂର୍ବାନୁମାନ – ଯୁଗ ଶେଷର ପ୍ରମାଣ ମିଳିଲା – ମିଳିଗଲା ୧୨ ହାତ ୩ ଆଙ୍ଗୁଳି ର ହୁଙ୍କା -ଜାଣିରଖନ୍ତୁ ଏହା ପଛର ରହସ୍ୟ କଣ

Spread the love

ମାଳିକାରେ ମହାପୁରୁଷ ଅଚ୍ୟୁତାନନ୍ଦ କିଛି ପୂର୍ବାନୁମାନ କରିଯାଇଛନ୍ତି।ମାଳିକାରେ କରାଯାଇଥିବା ପୂର୍ବାନୁମାନ ଧୀରେ ଧୀରେ ସତ ହେବାରେ ଲାଗିଛି।ମାଳିକାରେ କରାଯାଇଥିବା ଭବିଷ୍ୟବାଣୀରେ କୁହାଯାଇଥିଲା କି ଲୋକମାନେ ମୁହଁରେ ଗାଈ ଭଳି ତୁଣ୍ଡି ବନ୍ଧିବେ ଏହା ମଧ୍ୟ ସତ ହୋଇଛି।କୋଭିଡ ଆସିବା ଫଳରେ ସମସ୍ତ ଲୋକ ମୁହଁରେ ତୁଣ୍ଡୀ ବାନ୍ଧି ବୁଲୁଛନ୍ତି।ଏହିପରି ମାଳିକାରେ କୁହାଯାଇଥିବା ସମସ୍ତ ଭବିଷ୍ୟବାଣୀ ଧୀରେ ଧୀରେ ସତ ହେବାରେ ଲାଗିଛି।ସମସ୍ତ ଘଟଣା ଯାହା ଭଗବାନ ଅଚ୍ୟୁତ ରଚନା କରିଯାଇଛନ୍ତି ତାହା ସବୁ ସତ ହେଉଛି।

ଧୀରେ ଧୀରେ ମୋବାଇଲ ରୁ ମୋବାଇଲକୁ ଘୁରି ବୁଲୁଛି ମାଳିକାରେ କୁହାଯାଇଥିବା ସମସ୍ତ ତଥ୍ୟ।କରାଯାଇଥିବା ସେ ସମସ୍ତ ଭବିଷ୍ୟବାଣୀ ଯେତେବେଳେ ଧୀରେ ଧୀରେ ସତ ହେବାକୁ ଲାଗୁଛି ସେହି ସମୟରେ ଲୋକଙ୍କ ମନରେ ଭୟର ବାତାବରଣ ମଧ୍ୟ ସୃଷ୍ଟି ହେବାରେ ଲାଗୁଛି।କାରଣ ଏହି ମାଳିକାରେ ପୃଥିବୀର ଶେଷ ବିଷୟରେ ମଧ୍ୟ ଉଲ୍ଲେଖ କରାଯାଇଛି।ସମସ୍ତଙ୍କ ମନରେ ଏବେ ଗୋଟିଏ ପ୍ରଶ୍ନ।କଣ ମାଳିକାରେ କରାଯାଇଥିବା ଭବିଷ୍ୟବାଣୀ ସତ ହେବ ସତରେ କଣ ଏହି ପୃଥିବୀ ଧ୍ଵଂସ ହେବ ?

ଭଗବାନ ଅଚ୍ୟୁତ କହିଥିଲେ କି ଅନେକ ମହାମାରୀ ଆସିବ ସମସ୍ତ ଧରାକୁ ଏହି ମହାମାରୀ ଗ୍ରାସ କରିବ।ଏହା ମଧ୍ୟ ସତ୍ୟ ହୋଇଛି ଏବେ ମହାମାରୀର ପ୍ରକୋପରେ ଆମେ ସମସ୍ତେ ଭୟଭୀତ।ଆମେ ଦେଖୁଛୁ କିଭଳି ଭାବରେ ମହାମାରୀ ପ୍ରକୋପରେ ଆମେ ସମସ୍ତେ ହତସନ୍ତ ହେଉଛେ।ଏଭଳି ଅନେକ ବଚନ ଭଗବାନ ଅଚ୍ୟୁତ ରଚନା କରୁଛନ୍ତି ଯାହା ଧୀରେ ଧୀରେ ସତ ହେବା ସହ ଆମ ମନରେ ଭୟର ବାତାବରଣ ସୃଷ୍ଟି କରୁଛି।ବର୍ତ୍ତମାନ।ସେ ଏହା ମଧ୍ୟ ରଚନା କରିଛନ୍ତି କି ସମସ୍ତ ବୁଦ୍ଧି ଓ ବଳ ବିଫଳ ହେବ।

ଯେତେବେଳେ ଏହି ସଂସାରର ଅନ୍ତ ସମୟ ପାଖରେ ପହଞ୍ଚିଜିବ ସେତେବେଳେ ସମସ୍ତ ଲୋକଙ୍କର ବୁଦ୍ଧି ଓ ବଳ ଶେଷ ହୋଇଯିବ।ସେମାନଙ୍କର ଏହି ସଂସାରକୁ ରକ୍ଷାକରିବାର ସମସ୍ତ ପ୍ରୟାସ ନିଷ୍ଫଳ ହେବ।ସଂସାରରେ ଯେତେ ବୈଦ୍ୟ ଥିବେ ସେମାନେ କୌଣସି ରୋଗକୁ ଚିହ୍ନି ପାରିବେ ନାହିଁ।ସେମାନେ ଏହି ରୋଗର ନିରାକରଣ କରିବାରେ ଅସମର୍ଥ ହେବେ।ସେମାନେ ଭୟଭୀତ ହୋଇପଡ଼ିବେ ଏଭଳି ରୋଗ ଦେଖିକି।ଏପରି ରୋଗ ଯାହା ପୂର୍ବରୁ କେବେ ସଂସାରକୁ ଆସିନଥିବ।ଯାହା ଏବେକାର ସମୟରେ ମଧ୍ୟ ଘଟିବାରେ ଲାଗିଛି।

ବହୁତ ଲୋକଙ୍କର ମୃତ୍ୟୁ ମଧ୍ୟ ଘଟିବ ବୋଲି କୁହାଯାଇଥିଲା ଓ ଏବେ ତାହା ସତ୍ୟ ମଧ୍ୟ ହେଉଛି।ସମଗ୍ର ସଂସାରରେ ହାହାକାର ପଡିଯିବ।ସମସ୍ତେ ତ୍ରାହି ତ୍ରାହି ଡାକିବେ।ସମସ୍ତେ ଭଗବାନଙ୍କ ନିକଟରେ ନିଜକୁ ରକ୍ଷା କରିବାପାଇଁ ଗୁହାରି କରିବେ।ଭାଗବାନ ସର୍ବଦା କିଛି ଖରାପ ସମୟ ଆସିବା ପୂର୍ବରୁ କିଛି ନା କିଛି ସୂଚନା ଦେଇଥାନ୍ତି।ଏବେ ମଧ୍ୟ ଧୀରେ ଧୀରେ ସୃଷ୍ଟି ନାସର ସୂଚନା ଭଗବାନ ଦେଉଛନ୍ତି।ଯାହା ଫଳରେ ସମସ୍ତେ ଏବେ ଭୟଭୀତ ଅବସ୍ଥାରେ ଅଛନ୍ତି।ତେଣୁ ସମସ୍ତେ ନିଜର କୁକର୍ମ କୁ ପଛରେ ପକାଇ କିଛି ସୂକର୍ମ କରିବା ଆବଶ୍ୟକ।ନିଜର କୁକର୍ମକୁ ଏବେ ହିସାବ କରିବାର ସମୟ ଆସିଯାଇଛି।ଭଗବାନ ସମସ୍ତଙ୍କୁ ନିଜର କୁକର୍ମ ତଥା ସୁକର୍ମର ଫଳ ନିଶ୍ଚୟ ଦେବେ।

Leave a Reply

Your email address will not be published. Required fields are marked *