ଆଜି Suddenly ଏହି ପ୍ରସିଦ୍ଧ ଅଭିନେତା ଙ୍କ ହେଲା ଦେହାନ୍ତ,ସବୁ ଆଡେ ଖେଳିଗଲା ଶୋକର ଛାୟା…

Spread the love

ଅଭିନେତା ରାଜେନ୍ଦ୍ର ପ୍ରସାଦ ଆଉ ଆମ ଗହଣରେ ନାହାନ୍ତି।ସେ ଆମ ସମସ୍ତଙ୍କୁ ଛାଡ଼ି ଚାଲି ଯାଇଛନ୍ତି।ତେବେ ତାଙ୍କର ବିୟୋଗରେ ଅଭିନୟ ଦୁନିଆରେ ଶୋକର ଲହରୀ ଖେଳି ଯାଇଛି।ଅନେକ ଲୋକ ବର୍ତ୍ତମାନ ମଧ୍ୟ ଏହାକୁ ସହଜରେ ଗ୍ରହଣ କରି ପାରୁ ନାହାଁନ୍ତି କି ଏହି ଅଭିନେତା ଆଉ ଆମ ଗହଣରେ ନାହାନ୍ତି।ତେବେ ଏହି ଅଭିନେତାଙ୍କ ଅଭିନୟ ଜୀବନ ଅନେକ ବଡ଼ ଥିଲା ସେ ଅନେକ ଆଲବମ ଅନେକ ଧାରାବାହିକ

ଅଭିନୟ କରି ଅନେକ ଲୋକଙ୍କ ପାଖରେ ନିଜର ଅଭିନୟ ପହଞ୍ଚାଇ ପାରି ଥିଲେ।ତାଙ୍କର ଅଭିନୟ ଅନେକ ଲୋକଙ୍କୁ ଆକର୍ଷିତ କରି ପାରି ଥିଲା।ଏହି ଅଭିନେତାଙ୍କ ମୃତ୍ୟୁ ୮୪ ବର୍ଷ ବୟସରେ ହୋଇ ଯାଇ ଥିଲା।ତେବେ ତାଙ୍କର ମୃତ୍ୟୁ ହେବାର କାରଣ ବୟସଗତ ରୋଗ ବୋଲି ଜଣା ପଡ଼ିଛି ଓ ତାଙ୍କର ମୃତ୍ୟୁ ଅନେକ

ଲୋକଙ୍କୁ ଅନେକ ଭାବରେ ଆଘାତ ଦେଇଚି।ଅନେକ ବଡ଼ ବଡ ଅଭିନେତା ଓ ଅଭିନେତ୍ରୀ ତାଙ୍କର ଏପରି ଅଚାନକ ଭାବରେ ବିୟୋଗରେ ଅନେକ ଭାବରେ ଦୁଃଖ ପ୍ରକାଶ କରିଛନ୍ତି ତେବେ ତାଙ୍କର ମୃତ୍ୟୁ ଏପରି ଭାବରେ ଅଚାନକ ହୋଇ ଯିବ ବୋଲି କେହି କେବେ ମଧ୍ୟ ଭାବି ନ ଥିଲେ।ସେ ଅନେକ ଦିନ ଧରି ଚିକିତ୍ସିତ ହୋଇ ଆସୁ ଥିଲେ।

ତାଙ୍କର ସ୍ଥାନ ଏହି ଅଭିନୟ ଦୁନିଆରେ କେହି ମଧ୍ୟ ପୁରଣ କରି ପାରିବେ ନାହିଁ।ତେବେ ସେ ଜଣେ ବହୁତ ଭଲ ଅଭିନେତା ଥିଲେ।ଅନେକ ଚଳଚ୍ଚିତ୍ରରେ ଅଭିନୟ କରିବା ସହିତ ସେ ଅନେକ ଆଲବମରେ ମଧ୍ୟ ଅଭିନୟ କରି ଥିଲେ।ତେବେ ସେ ନିଜର ଅଭିନୟ ଜୀବନରେ ଅନେକ ସଫଳତା ପାଇଥିଲେ।

ତେବେ ତାଙ୍କର ମୃତ୍ୟୁ ପରେ ବର୍ତ୍ତମାନ ଅଭିନୟ ଜଗତରେ ସୋକର ଲହରୀ ଖେଳି ଯାଇଛି ଓ ଅନେକ ଲୋକ ତାଙ୍କର ଏପରି ଅଚାନକ ମୃତ୍ୟୁ ଫଳରେ ବହୁତ ଅଧିକ ଦୁଃଖ ପ୍ରକାଶ କରି ଥିଲେ।ତେବେ ସେ ଜଣେ ବହୁତ ଭଲ ଅଭିନେତା ଅଟନ୍ତି ବୋଲି ତାଙ୍କର ପ୍ରଶଂସକ ମାନେ କହି ଥିଲେ।ତେବେ ତାଙ୍କର ଏପରି ଅଚାନକ ମୃତ୍ୟୁ ଫଳରେ ଅନେକ ଲୋକ

ଏହାକୁ ନେଇ ଅନେକ ଭାବରେ ଦୁଃଖ ପ୍ରକାଶ କରିଛନ୍ତି।ତେବେ ତାଙ୍କର ଅଭିନୟ ବାସ୍ତବରେ ଅନେକ ଲୋକଙ୍କୁ ପ୍ରଭାବିତ କରି ଥାଏ।ତେବେ ବାସ୍ତବରେ ତାଙ୍କର ଅଭିନୟ ଅନେକ ପ୍ରଭାବୀ ହୋଇ ଥାଏ ସେହି କାରଣରୁ ସେ ଅନେକ ଲୋକଙ୍କ ପ୍ରିୟ ହୋଇ ପାରି ଥିଲେ।ସେ ୧୯୭୪ ମସିହାରେ ଅଭିନୟ ଆରମ୍ଭ କରି ଥିଲେ।ଏହା ପରେ ସେ ଧୀରେ ଧୀରେ ଅନେକ ସଫଳତା ପାଇ ଚାଲି ଥିଲେ।ତେବେ ସେ ଅଭିନୟ ଜଗତରେ ନିଜକୁ ବିଶେଷ ଭାବରେ ପରିଚିତ କରି ପାରି ଥିଲେ।

Leave a Reply

Your email address will not be published. Required fields are marked *