ଆସିଲା ବଡ ଖୁସି ଖବର,ଏବେ ଏବେ ପୁଣି କମିଲା ସୁନା ଦର.ଗ୍ରାମ (GRAM) ପିଛା ହେଲା ଏବେ ଏତିକି ଟଙ୍କା…ଦେଖନ୍ତୁ Video

Spread the love

ପୂର୍ବ ଅପେକ୍ଷା ଏବେ ସୁନା ରୂପା ଦର ବହୁତ ମାତ୍ରାରେ ବୃଦ୍ଧି ପାଇଛି।ସେହି ଭଳି ଅନେକ ସହରରେ ଏହାର ଦର କେତେବେଳେ ବୃଦ୍ଧି ହେଉଛି ତ କେତେବେଳେ କମି ଯାଉଛି।ଏହାକୁ ନେଇ ଏବେ ଅନେକ ସମସ୍ୟା ଲାଗି ରହିଛି।ବର୍ତ୍ତମାନର ବଡ଼ ଖବର ଯାହାକି ସୁନା ରୂପ ଦରକୁ ନେଇ।ଯାହାକି ଆସିଲା ବଡ଼ ଖୁସି ଖବର।ପୁଣି କମିଲା ସୁନା ଦର।ତେବେ ଆଜି ଜାଣିବାର ଆଜି ସୁନାର ଦର କେତେ ଅଛି।

ତେବେ ଏହାକୁ ନେଇ କଣ ଖବର ଅଛି ଆଉ କେତେ ରହୁଛି ସୁନା ରୂପା ଦର ଆଜି ଆମେ ଏହା ବିଷୟରେ ସମ୍ପୂର୍ଣ୍ଣ ତଥ୍ୟ ଜାଣିବା।ଯଦି ଆପଣ ସୁନା ଓ ରୂପ କିଣିବା ପାଇଁ ଯୋଜନା କରୁଛନ୍ତି ତେବେ ଆପଣଙ୍କ ପାଇଁ ବଡ଼ ଖୁସି ଖବର।ଆଜି ଭାରତୀୟ ବଜାରରେ ୨୨ କ୍ୟାରେଟ ସୁନା ଦର ୧୦ ଗ୍ରାମ ପ୍ରତି ୪୬ ହଜାର ୫୮୦ ଟଙ୍କା ରହିଥିବା

ବେଳେ ୨୪ କ୍ୟାରେଟ ସୁନା ମୁଖ୍ୟ ୧୦ ଗ୍ରାମ ପ୍ରତି ୫୦ ହଜାର ୮୫୦ ଟଙ୍କା ଅଛି।ତେବେ ଓଡିଆ ରାଜଧାନୀ ଭୁବନେଶ୍ଵରରେ ୨୨ କ୍ୟାରେଟ ଓ ୨୪ କ୍ୟାରେଟ ସୁନା ମୂଲ୍ୟ ୧୦ ଗ୍ରାମ ପ୍ରତି ଯଥା ଭାବେ ୪୬ ହଜାର ୮୫୦ ଟଙ୍କା ଓ ୫୧ ହଜାର ୧୧୦ ଟଙ୍କା ଅଛି।ଅନ୍ୟ ପଟେ ଆଜି କିନ୍ତୁ ରୂପା ମୂଲ୍ୟ ସାମାନ୍ୟ ବଢ଼ିଛି।

ଆଜି ରୂପ କିଲୋ ଗ୍ରାମ ପ୍ରତି ୧୦୦ ଟଙ୍କା ବଢ଼ି ୫୭ ହଜାର ଟଙ୍କା ରହୁଥିବା ବେଳେ ରେକର୍ଡ ହୋଇଛି। ଦେଶର ପ୍ରମୁଖ ସହରରେ ସୁନା ଦରରେ କିଛି ପରିବର୍ତ୍ତନ ଆସିଛି।ଯାହା କି ମୁମ୍ୱାଇରେ ୨୨ କ୍ୟାରେଟ ଓ ୨୪ କ୍ୟାରେଟ ମୁଲ୍ୟ ୪୬ ହଜାର ୮୫୦ ଟଙ୍କା ଓ ୫୧ ହଜାର ୧୧୦ ଟଙ୍କା ଥିବା ରେକର୍ଡ ହୋଇଥିବା ବେଳେ ନୂଆ ଦିଲ୍ଲୀରେ

ଏହି ଦର ଯଥା କ୍ରମେ ୪୬ ହଜାର ୮୫୦ ଟଙ୍କା ଓ ୪୧ ହଜାର ୧୧୦ ଟଙ୍କା ଅଛି।ତେବେ ଦକ୍ଷିଣ ଭାରତର ପ୍ରମୁଖ ସହର ଚେନ୍ନାଇରେ ୨୨ କ୍ୟାରେଟ ସୁନା ମୂଲ୍ୟ ୪୭ ହଜାର ୯୨୦ ଟଙ୍କା ଥିବା ବେଳେ ୨୪ କ୍ୟାରେଟ ସୁନା ଦର ୫୨ ହଜାର ୨୮୫ ଟଙ୍କା ଥିବା ରେକର୍ଡ଼ ହୋଇଛି।ତେବେ ପୁର୍ବ ଭାରତ ପ୍ରମୁଖ ସହର କୋଲକାତାରେ ସୁନା ଦର ଯଥା କ୍ରମେ ୪୬ ହଜାର ୮୧୦ ଟଙ୍କା ଓ ୫୧ ହଜାର ୧୧୦ ଟଙ୍କା ଅଛି।ତେବେ ସୁନା ରୂପାର ଦର ଏବେ କେତେ ଟଙ୍କା ରହିଲେ ଠିକ ହେବ।

Leave a Reply

Your email address will not be published. Required fields are marked *