ଏବେ ଏବେ Cinema ଜଗତ ପାଇଁ ଆସିଲା ବଡ ଦୁଃଖ ଖବର,ଏହି ଅଭିନେତାଙ୍କ ମୃତ୍ୟୁରେ କାନ୍ଦୁଛି ସମ୍ପୂର୍ଣ୍ଣ ଫିଲ୍ମ ଦୁନିଆ,ସାରା ଦେଶରେ ଶୋକର ଛାୟା..

Spread the love

ତେବେ ଆମେ ସମସ୍ତେ ଅଭିନେତା ତଥା ନିର୍ଦ୍ଦେଶକ କେ ସି ସେଥୁମାଧବନଙ୍କୁ ବହୁତ ଭଲ ଭାବରେ ଜାଣୁ।ଦକ୍ଷିଣ ଭାରତର ଏହି ଅଭିନେତା ଜଣକ ନିଜର ଅଭିନୟ ପାଇଁ ଅନେକ ପ୍ରତିଷ୍ଠା ପାଇ ପାରିଛନ୍ତି।ତାଙ୍କର ଅଭିନୟ ସମସ୍ତଙ୍କୁ ଗଭୀର ଭାବରେ ପ୍ରଭାବିତ କରିଥାଏ।ଏହା ସହିତ ନିଜର ଅଭିନୟ ପାଇଁ ସେ ସମସ୍ତଙ୍କ ପାଖରେ ନିଜକୁ ଏକ ସ୍ବତନ୍ତ୍ର ପରିଚୟ ଦେବାରେ ସଫଳ ହୋଇ ପାରିଛନ୍ତି।ତାଙ୍କର ଅଭିନୟ ସମସ୍ତଙ୍କୁ ବହୁତ ପ୍ରଭାବିତ କରିଥାଏ।

ତେବେ ଏହି ଅଭିନେତା ଅନେକ ଦିନ ହେବ ବୟସ ଜନିତ ରୋଗରେ ପୀଡ଼ିତ ହୋଇ ଥିଲେ।ତେବେ ତାଙ୍କର ଅଚାନକ ଭାବରେ ସେହି କାରଣରୁ ମୃତ୍ୟୁ ହୋଇ ଯାଇଛି।ହେବେ ଏହି ଅଭିନେତାଙ୍କୁ ମୃତ୍ୟୁ ବେଳକୁ ୯୦ ବର୍ଷ ବୟସ ହୋଇଥିଲା।ତେବେ ଏପରି ଭାବରେ ତାଙ୍କର ମୃତ୍ୟୁରେ ସମ୍ପୂର୍ଣ୍ଣ ଅଭିନୟ ଜଗତରେ ଶୋକର ଛାୟା ଖେଳି ଯାଇଛି।

ତାଙ୍କର ଅଭିନୟ ସମସ୍ତଙ୍କୁ ଗଭୀର ଭାବରେ ପ୍ରଭାବିତ କରିଥାଏ।ଏହା ସହିତ ନିଜର ଅଭିନୟ ପାଇଁ ସେ ସମସ୍ତ ଲୋକଙ୍କ ପ୍ରିୟ ମଧ୍ୟ ହୋଇ ପାରିଥିଲେ।ସେ ଅନେକ ଫିଲ୍ମରେ ଅଭିନୟ କରିବା ସହିତ ଅନେକ ଫିଲ୍ମରେ ନିର୍ଦ୍ଦେଶନା ମଧ୍ୟ ଦେଇ ସାରିଛନ୍ତି।ତାଙ୍କର ଅଭିନୟ ସମସ୍ତଙ୍କୁ ଅନେକ ଆକର୍ଷିତ କରିଥାଏ।

ଏହା ସହିତ ସେ ଅଭିନୟ ଜଗତରେ ଜଣେ ଆଗ ଧାଡ଼ିର ଅଭିନେତା ମଧ୍ୟ ଅଟନ୍ତି।ତାଙ୍କର ଅଭିନୟ ସମସ୍ତଙ୍କୁ ଅନେକ ଆକର୍ଷିତ କରୁଥିବା ବେଳେ ସେ ଅଭୀନୟ ଜଗତରେ ନିଜର ଏକ ସ୍ବତନ୍ତ୍ର ଛାପ ଛାଡ଼ି ଯାଇଛନ୍ତି।ଏହା ସହିତ ନିଜର ଅଭିନୟ ପାଇଁ ସେ ସମସ୍ତଙ୍କ ପାଇଁ ସବୁବେଳେ ଚିର ସ୍ମରଣୀୟ ହୋଇ ରହିବେ।

ତେବେ ଏହି ଅଭିନେତା ଅନେକ ସମୟ ଧରି ଅଭିନୟ ଜଗତ ଉପରେ ରାଜ କରିଥିଲେ।ଦକ୍ଷିଣ ଭାରତର ଅଭିନୟ ଜଗତ ଉପରେ ସେ ରାଜ କରିଥିଲେ।ତେବେ ତାଙ୍କର ଏପରି ଭାବରେ ମୃତ୍ୟୁରେ ବର୍ତ୍ତମାନ ସମସ୍ତ ଅଭିନେତା ଓ ଅଭିନେତ୍ରୀ ଦୁଃଖ ପ୍ରକାଶ କରିଛନ୍ତି।ଏହା ସହିତ ଏପରି ଭାବରେ ଜଣେ ପ୍ରସିଦ୍ଧ ଅଭିନେତାଙ୍କ ମୃତ୍ୟୁ ସମସ୍ତ ଅଭିନୟ ଜଗତ ପାଇଁ ଏକ ବହୁତ ବଡ଼ କ୍ଷତି ବୋଲି ସେ କହିଥିଲେ।

ଏହା ସହିତ ତାଙ୍କର ଅଭିନୟ ପାଇଁ ସେ ସମସ୍ତ ଲୋକଙ୍କ ପାଖରେ ନିଜକୁ ପରିଚିତ କରିବାରେ ସଫଳ ହୋଇ ପାରିଥିଲେ।ତେବେ ତାଙ୍କର ଏପରି ମୃତ୍ୟୁରେ ତାଙ୍କର ପରିବାର ଲୋକ ସବୁଠାରୁ ଅଧିକ ଦୁଃଖ ପ୍ରକାଶ କରିବା ସହିତ ସେମାନେ ବର୍ତ୍ତମାନ ସମ୍ପୂର୍ଣ୍ଣ ଭାବରେ ଭାଙ୍ଗି ପଡ଼ିଛନ୍ତି।ଏହା ସହିତ ଆମେ ସମସ୍ତେ ଭଗବାନଙ୍କ ପାଖରେ ତାଙ୍କର ଆତ୍ମାର ସଦଗତି ନିମନ୍ତେ ପ୍ରାର୍ଥନା କରିବା ଆବଶ୍ୟକ।

ଏହା ସହିତ ତାଙ୍କର ମୃତ୍ୟୁ ଫଳରେ ଅଭିନେତା କମଲ ହସନ ମଧ୍ୟ ସୋସିଆଲ ମିଡିଆରେ ଏହା କହିଥିଲେ କି ଏହା ଅଭିନୟ ଜଗତ ପାଇଁ ଏକ ଅପୂରଣୀୟ କ୍ଷତି ଯାହାକୁ କେହି କେବେ ମଧ୍ୟ ପୂରଣ କରି ପାରିବେ ନାହିଁ।ଏହା ସହିତ ତାଙ୍କର ସମସ୍ତ ପ୍ରଶଂସକ ମାନେ ମଧ୍ୟ ବର୍ତ୍ତମାନ ବହୁତ ଅଧିକ ଦୁଃଖିତ ହୋଇ ପଡ଼ିଛନ୍ତି।

Leave a Reply

Your email address will not be published. Required fields are marked *