୧୯୯୯ ଆଉ ୨୦୨୨ ମଧ୍ୟରେ ଥିବା Similarity ଶୁଣିଲେ ଆପଣଙ୍କ ହେଇପାରେ ମୁଣ୍ଡ ବ୍ୟଥା,ପୁଣି ଆସିପାରେ କି ବଡ ବିପଦ..ଦେଖନ୍ତୁ Video

Spread the love

ହିମାଳୟ ଗିରି ଫାଟିଲୋ ବଉଳ ଦୋହଲି ଯିବ କଲିଜା କଳାପାହାଡ଼ ଯେ ଦେଶରେ ବୁଲିବ ବଜାଇ ବିଧ ବାଜା। ତେବେ ୫୨ ଟା କଳିଯୁଗ ପରେ ଆସେ ଅନନ୍ତ କଳିଯୁଗ ଯାହାର ଅନ୍ତ କେହି ପାଆନ୍ତି ନାହିଁ। ଅନନ୍ତ କଳିଯୁଗରେ ୪ ଟି ଯୁଗ ଭୋଗ ହୋଇଥାଏ।ସତ୍ୟ କଳି,ତ୍ରେତୟା କଳି,ଦ୍ଵାପର କଳି,ଘୋର କଳି।ଆପଣ ଦେଖିବେ ଯେଉଁଦିନ ୧୦ ଲକ୍ଷ ଲୋକ ମରିଗଲେ ଜାଣିବେ କଳୀର ବାରଣା ଅଂଶ ସରିଗଲା ଆଉ ଚାରେଣା ରହିଲା।

୭ ଦିନ ଯେ ଅନ୍ଧାର ଲୋ ବଉଳ ସୂର୍ଯ୍ୟ ନ ହୋଇବେ ଦେଖା।ଶୃଗାଳ କୁକୁର ଘରେ ପଶୁଥିବେ କେହି ନ କରିବେ ରକ୍ଷା।କାହିଁକି ଏସବୁ ଲେଖିଛନ୍ତି ସେ।କୁକୁର ଶ୍ୱାନ ସବୁ ଘରେ ପଶିବେ।କାହାକୁ ଖାଇବା ପାଇଁ ଏ ଶବକୁ ଖାଇବା ପାଇଁ।ମରିକି ପଡ଼ିଥିବେ ଗନ୍ଧ ହେଉଥିବ କେହି ଯାଉ ନଥିବେ ସେମାନେ ଟାଣି ଖାଉଥିବେ।ଯୁଗ୍ନି ମାନେ ସେସବୁ ସମୟରେ ବାହାରିବେ।

କଣ ପାଇଁ ବାହାରିବେ ସେମାନେ ଏ ଅକାଳ ବେଳେ।ସେମାନେ ଆମର ପାପ କର୍ମ ପାଇଁ ହିଁ ବାହାରିବେ।ତେଣୁ ସେ କାମ ପାଇଁ ଯେତେବେଳେ ସେମାନେ ବାହାରିବେ ସେମାନେ ଗୋଟିଏ ଜିନିଷ କରିବେ କଣ କରିବେ ଏବେ ଯେଉଁ ମାନେ ଏଇ ପ୍ରକୃତିର ଲୋକ ରହିଛନ୍ତି ସେମାନଙ୍କୁ ଆଗ ନେବେ।ସେଇଭଳି ଲୋକ ମାନଙ୍କୁ ସେ ଟାଣିକି ନେବେ।

ସେଇ ମାନଙ୍କୁ ନ ନେଲେ ଧ୍ଵଂସ ହେବନି ପୃଥିବୀ।ସେଇ ମାନଙ୍କ ପାଇଁ ଅତ୍ୟାଚାର ଅନ୍ୟାୟ ବଢ଼ି ଯାଉଚି ନା।ଭିନ୍ନ ଭିନ୍ନ ରୂପ ଧରିବେ।ତେବେ ଚଣ୍ଡୀ ଚାମଡ଼ା ମାତିବେ ଲୋ ବଉଳ ଚାଟି ଖାଇବେ ରୁଧିର।ଚସା ପୁଅ କୋଢିଣ ମରିବେ ଜମି ହୋଇବ ଗୋଚର।ଛନ୍ଦ ଭିଆଇବେ ହରି ଲୋ ବଉଳ ଛକି ବସି ବର ମୂଳେ।

ଛାଡ଼ି ନୀଳାଚଳ ଦାରୁ ବ୍ରହ୍ମ ମୂର୍ତ୍ତି ତକିଆ ଆସିବେ ହେଳେ।ଜଗତ ହରିଣ କରିଲୋ ବଉଳ ଜଗନ୍ନାଥ ଚକା ଛାଡ଼ି।ଯାଇ ରହିବେ ଛତିଆ ପୁରୀଲୋ ଜଗତରେ ପଡ଼ିବ ହୁରୀ।ଜଗନ୍ନାଥ କୁଆଡେ ପଳେଇଲେ ସମସ୍ତେ ଚକିତ ହୋଇଯିବେ।ଏଇ ଅନ୍ୟାୟ ଏଇ ଅସତ୍ୟ ପାଇଁ।ଏହାର ପ୍ରତିକାର ହେଉଛି ଯେଉଁମାନେ ପ୍ରଭୁଙ୍କ ପାଦ ପଦ୍ମରେ ଭକ୍ତି ରଖିଥିବେ ତାଙ୍କ ନିକଟରେ ଭକ୍ତି ରଖିଥିବେ

ସେମାନଙ୍କୁ ସେ ତାଙ୍କ ସୁଦର୍ଶନ ଚକ୍ର ତଳେ ଘୋଡେ଼ଇ ରଖିବେ।ତେବେସେ ଯେତେବେଳକୁ ହେବ ଆଉ ଲୋକମାନେ କିଛି ପାଇବେନି।ସେଇ ଯୋଉ ସାତ ଦିନ ଅନ୍ଧାର ହେବ ଘୋର ଅନ୍ଧାର ହେବ କଳାପାହାଡ଼ ଘେରିଲା ଭଳିଆ ଘେରିଥିବ ଲୋକମାନେ ଯାଇ ଆସି ପାରୁନଥିବେ ଆଜ୍ଞା ଏଇ ଜିନିଷ ହେବ।ଏଇଟା କେବଳ ସାତ ଦିନ ସାତ ରାତି ହିଁ ହେବ ଓ ପ୍ରାକୃତିକ ଉପାୟରେ ହେବ।

Leave a Reply

Your email address will not be published. Required fields are marked *