ଆସିଲା ଆଉ ଏକ ଦୁଃଖ ଖବର – ଗୁରୁତର ଅବସ୍ଥାରେ ମେଡିକାଲ ରେ ଭର୍ତି ହେଲେ ଏହି ଲୋକ ପ୍ରିୟ ଅଭିନେତ୍ରୀ – ସାରା ଦେଶର ଶୋକର ମାହୋଲ ହେଇଗଲା

Spread the love

୨୦୨୦ ଓ ୨୦୨୧ରେ ଓଡ଼ିଆ ହେଉ କିମ୍ବା ହିନ୍ଦୀ ହେଉ ମନୋରଞ୍ଜନ ଜଗତକୁ ବେଶ ଭଲ ଖବର ସହ ଅନେକ ଦୁଃଖର ଖବର ମଧ୍ୟ ଦେଇଛି.।ଏବଂ ଲୋକମାନେ ଯେତିକି ଖୁସି ହେଇଛନ୍ତି, କିନ୍ତୁ ଏହା ସହିତ ସେତିକି ଦୁଃଖୀ ମଧ୍ୟ ହେଇଛନ୍ତି।ତେବେ ଏହି ସମୟରେ ଓଲିଉଡ ଓ ବଲିଉଡ ପାଇଁ ଏକ ଦୁଃଖର ଖବର ଆସି ପହଁଚିଛି।ଓ ଏହି ଦୁଃଖ ଖବରଟି କଣ ଆଉ ଏହି ବିଷୟରେ ସମ୍ପୂର୍ଣ୍ଣ ରୂପେ ଜାଣିବା ପାଇଁ ଆପଣ ଏହି ଆର୍ଟିକଲକୁ ପ୍ରଥମରୁ ଶେଷ ପର୍ଯ୍ୟନ୍ତ ସମ୍ପୂର୍ଣ୍ଣ ଭାବରେ ପଢନ୍ତୁ।ତେବେ ଆସନ୍ତୁ ଜାଣିବା କଣ ରହିଛି ସମ୍ପୂର୍ଣ୍ଣ ଖବର।

ତେବେ ସାଙ୍ଗମାନେ ଏହି ଦୁଃଖ ଖବରଟି କାହା ମୃତ୍ୟୁର ଖବର ନୁହେଁ।ଏହି ଖବରଟି ହେଉଛି ଡାକ୍ତରଖାନାରେ ଭର୍ତ୍ତି ହେଲେ ଆପଣ ସମସ୍ତଙ୍କ ପ୍ରିୟ ହିନ୍ଦୀ ଧାରାବାହିକ ସାଥ ନିଭାନା ସାଥିୟାରେ ଗୋପୀ ବୋହୂର ଶାଶୁ ବା କୋକିଲା ବେହେନ ନାମରେ ପରିଚିତ ଥିବା ଅଭିନେତ୍ରୀ ରୁପେଲ ପଟେଲ।ତେବେ କିଛି ନ୍ୟୁଜ ଚ୍ୟାନେଲର ଖବର ଅନୁସାରେ କୋକିଲା ବେହେନ ଭୂମିକାରେ ଥିବା ଅଭିନେତ୍ରୀ ରୂପେଲ ପଟେଲଙ୍କୁ ଏକ ଡାକ୍ତରଖାନାରେ ଭର୍ତ୍ତି କରା ଯାଇଛି।ଏବଂ ଏହାର ପ୍ରକୃତ କାରଣ କଣ ରହିଛି ତାହା ସମ୍ପୂର୍ଣ୍ଣ ଭାବରେ ସ୍ପଷ୍ଟ ହୋଇନାହିଁ।

ତାଙ୍କ ଡାକ୍ତରଖାନାରେ ଭର୍ତ୍ତି ଖବର ଶୁଣି ରୁପେଲ ପଟେଲ ବା କୋକିଲା ବେହସନଙ୍କର ଅନେକ ଫ୍ୟାନ ଏବଂ ଦର୍ଶକ ମାନେ ବହୁତ ଦୁଃଖ ପ୍ରକାଶ କରିଛନ୍ତି।ଏବଂ କିଛି ଦିନ ତଳେ ତାଙ୍କର ସେହି ଧାରାବାହିକର ଏକ ଭିଡିଓ ବହୁତ ଭାଇରାଲ ହେଇଥିଲା।

ତେବେ ସେ ସେହି ଭିଡ଼ିଓରେ ତାଙ୍କ ଗୋପୀ ବୋହୂକୁ ରୋଷେଇ ଘରେ କିଏ ଥିଲା ବୋଲି ପ୍ରଶ୍ନ କରୁଥିଲେ ଓ ସମ୍ପୂର୍ଣ୍ଣ ଭାବେ ରାଗିକି କହୁଥିଲେ।କାରଣ ତାଙ୍କ ରୋଷେଇ ଘରେ କିଏ ଜଣେ ଖାଲି ପ୍ରେସର କୁକରକୁ ଗ୍ୟାସରେ ବସାଇ ଦେଇଥିଲା।ଏବଂ ଗୋପୀ ବୋହୂ କି ସେ କାମଟିକୁ ରାଶି ବେନ କରିଛନ୍ତି ବୋଲି ଉତ୍ତର ଦେଇଥିଲେ।ତେବେ ଏହି ଭିଡିଓଟି ପୁରା ଦେଶର ମନକୁ ଛୁଇଁ ଯାଇଥିଲା।

ଏପରି ମଧ୍ୟ କେନ୍ଦ୍ର ମନ୍ତ୍ରୀ ସ୍ମୃତି ଇରାନି ମଧ୍ୟ ସେହି ଭିଡ଼ିଓକୁ ନିଜ ସୋସିଆଲ ମିଡିଆରେ ସେୟାର କରିଥିଲେ।ଏବଂ ସେହି ଦିନ ପରେ ସମସ୍ତେ ରୁପେଲ ପଟେଲଙ୍କ ପ୍ରଶଂସକ ହେଇ ଯାଇଥିଲେ।ଯେତେବେଳେ ରୁପେଲଙ୍କ ସ୍ଵାମୀ ତାଙ୍କ ଡାକ୍ତରଖାନାରେ ଭର୍ତ୍ତି ଖବର ମିଡିଆ ଆଗରେ କହିଥିଲେ ବହୁତ ଲୋକ ଭାଙ୍ଗି ପଡ଼ିଥିଲେ।ଏବଂ ସେଥିପାଇଁ ବହୁତ ଲୋକ ତାଙ୍କର ଆରୋଗ୍ୟ କାମନା ପାଇଁ ବହୁତ ପ୍ରାର୍ଥନା କରିଛନ୍ତି।

ଡାକ୍ତରମାନେ ଖବର କରିଛନ୍ତି ଯେ ସେ ଏବେ ସମ୍ପୂର୍ଣ୍ଣ ରୂପେ ବିପଦ ମୁକ୍ତ ଅଟନ୍ତି ଏବଂ ଚିନ୍ତା କରିବାର କୌଣସି କାରଣ ନାହିଁ।ତେବେ ରୁପେଲ ନିଜର ଅଭିନୟ ସାଥ ନିଭାନା ସାଥିୟାରେ ଶାଶୁ ରୋଲ କରି ସେ ଅଭିନୟ କରିଥିଲ ଏବଂ ତାଙ୍କର ବ୍ୟକ୍ତିତ୍ଵକୁ ଏହି ଚରିତ୍ରକୁ ପୁରା ଖାପ ଖାଉଥିଲା।ତେବେ ଏହି ସୋ ମଧ୍ୟ ବହୁତ ଲୋକପ୍ରିୟ ହେଇଥିଲା।ଏହା ସହିତ ରୁପେଲ ବହୁତ ଭଲ ଅଭିନୟ କରିବା ସହ ଏକ ବହୁତ ଭଲ ନର୍ତ୍ତକୀ ମଧ୍ୟ ଅଟନ୍ତି।ଏବଂ ଆମେ ରୁପେଲ ବହୁତ ଜଲଦି ସୁସ୍ଥ ହେବା ପାଇଁ ଭଗବାନଙ୍କ ନିକଟରେ ପ୍ରାର୍ଥନା କରୁଛୁ।

Leave a Reply

Your email address will not be published. Required fields are marked *