ମୁଖ୍ୟମନ୍ତ୍ରୀ କଲେ ବଡ ଘୋଷଣା – ମୁକ୍ତା ଯୋଜନା ର ହେଲା ଶୁଭାରମ୍ଭ – ଏହି ଲୋକ ପାଇବେ ଚାଉଳ ଓ ରୋଜଗାର ସହିତ ୧ ହଜାର ଟଙ୍କା – ଏବେ ଦେଖି ନିୟନ୍ତୁ

Spread the love

ନମସ୍କାର ପାଠକ ବୃନ୍ଦ ଯେପରି ଆମେ ଆଗକୁ ଆପଣାକୁ କହିଥିଲୁ କି ଏହି ମହାମାରୀ ସମୟରେ ସରକାର ଗରିବ ଲୋକଙ୍କ ପାଇଁ ଅନେକ ନୂଆ ନୂଆ ଯୋଜନା ମାନ ଆରମ୍ଭ କରୁଛନ୍ତି ଯାହା ଫଳ ରେ ଗରିବ ଲୋକ ମାନେ କିଛି ମାତ୍ର ରେ ଉପକୃତ ହେଇ ପାରିବେ ବୋଲି ସରକାର ଆଶା ରଖିଛନ୍ତି |ତେବେ ଆଜି ଆମେ ସରକାର ଙ୍କ ଏକ ନୂଆ ଯୋଜନା ବିଷୟରେ କହିବା ପାଇଁ ଯାଉଛୁ ଯାହା ଜାଣିଲେ ଆପଣ ମଧ୍ୟ ଖୁସି ହେଇଯିବେ ତେବେ ଚାଲନ୍ତୁ ଜାଣିବା

ତେବେ ଆମେ ଆପଣାକୁ ପୂର୍ବରୁ କହିଥିଲୁ ରାଜ୍ୟ ସରକାର ରାଜ୍ୟର ଆର୍ଥିକ ଓ ସାମାଜିକ ଦୁର୍ବଳ ଶ୍ରେଣୀ ର ଲୋକଙ୍କ ପାଇଁ ୧୬୯୦ କୋଟି ୪୬ ଲକ୍ଷ ଟଙ୍କାର ପ୍ୟାକେଜ ଘୋଷଣା କରିଛନ୍ତି |ଏହି ନ୍ପ୍ୟାକେ ରେ କାଳିଆ ଯୋଜନା ର ଭୂମିହୀନ ଲୋକଙ୍କୁ ଦିଆଯିବ ନେଇ ଘୋଷଣା ହେଇଚି |ତେବେ ଏଥିରେ ୨୦୭ କୋଟି ତାଙ୍କର ଘୋଷଣା ରେ ପ୍ରତେକ ପରିବାର ର ହିତାଧିକାରୀ ଙ୍କ ମୁଣ୍ଡ ପିଛା ୧୦୦୦ ଟଙ୍କା ଘୋଷଣା କରିଛନ୍ତି |

ଯାହାକି କାଲି କିଛି ଚାଷୀ ମାନକୁ ପଇସା ଦିଅ ସାରିଛି |ଯଦି ଆପଣ ଭୂମିହୀନ ଚାଷୀ ତେବେ ଆପଣ ନିଜ ଖାତା ଏବେ ଚେକ କରି ନିୟନ୍ତୁ |ଆପଣଙ୍କ ପଇସା ଅସିଜାଇଥାଏପାରେ |ଯଦି ଆପଣଙ୍କ ପଇସା ଆସିଛି ତେବେ ନିଶ୍ଚୟ କମେନ୍ଟ କରିବେ |ତେବେ କାଳିଆ ଯୋଜନା ପରେ ବାକି ପଇସା କେଉଁଥିରେ ଖର୍ଚ ହେବ ସେ ନେଇ ଜାଣିରଖନ୍ତୁ |କାହାକୁ ରୋଜଗାର ଦିଆଯିବ ସେ ବିଷୟରେ ଏବେ ଜାଣିବା

ବନ୍ଧୁଗଣ ଆମ ମୁଖ୍ୟମନ୍ତ୍ରୀ ଗୁରୁବାର ଆର୍ଥିକ ଓ ସାମାଜିକ ଅନଗ୍ରସର ଲୋକଙ୍କ ପାଇଁ ୧୬୦୦ କୋଟି ୪୬ ଲକ୍ଷ ଟଙ୍କାର ଘୋଷଣା କରିଛନ୍ତି |ତେବେ ଆମ ରାଜ୍ୟର ଭୂମିହୀନ ଚାଷୀ,ନିର୍ମାଣ ଶ୍ରମିକ ଗରିବ ଲୋକ ଆଦିବା ଜନଜାତି NRGS ଶ୍ରମିକ ଆଦି ଉପକୃତ ହେବେ |ପ୍ରତି ହିତାଧିକାରୀ ଙ୍କ ପାଇଁ ୧ ହଜାର ଟଙ୍କା ଦିଆଯିବ |କାଳିଆ ଯୋଜନା ସବୁ ଭୂମି ହୀନ ଚାଷୀଙ୍କୁ ୩ଟି କିସ୍ତି ରେ ପଇସା ଦିଆଯିବ |କୋଭିଡି ପାଇଁ ସାରା ରେ ରହୁଥିବା ଗରବ ଲୋକ ପାଇଁ ମୁକ୍ତ ଯୋଜନା ଘୋଷଣା କରିଛନ୍ତି |ଡିସେମ୍ବର ୨୦୨୧ପର୍ଯ୍ୟନ୍ତ ରୋଜଗାର ପାଇଁ ୨୬୦ କୋଟି ଟଙ୍କା ଦିଆଯିବ

NRGS ରେ କାମ କରୁଥିବା ଶ୍ରମିକ ମାନକ ପାଇଁ ସେମାଙ୍କରେ ମଜୁରୀ ବ୍ୟତୀତ ପ୍ରତିଦିନ ଅଧିକ ୫୦ ଟଙ୍କା ଦିଅ ଯିବା ବୋଲି ଘୋଷଣା କରିଛନ୍ତି|ଏପ୍ରିଲ ୨୧ ରୁ ଜୁନ ୨୧ ଯାଏ ଏହି ବୈଧତା ମଂଜୁର ପାଇବା |ଏଥିରେ ସରକାର ୩୦୦ କୋଟି ଟଙ୍କା ବହନ କରିବେ |ସେହିପରି ରାଜ୍ୟ ଖାଦ୍ୟ ସୁରକ୍ଷା ଯୋଜନା ରେ ହିତାଧିକାରୀ ମାନକୁ ଜୁଲାଇ ରୁ ନଭେମ୍ବର ଯାଏ ପ୍ରତି ଲୋକଙ୍କୁ ୫ କେଜି ଚାଉଳ ଦିଆଯିବ ବୋଲି ଘୋଷଣା କରିଛନ୍ତି

ଏଠି ପାଇଁ ୪୨ କୋଟି ଖର୍ଚ କରାଯିବ |ଏହି ଅବସର ରେ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ କୋଭିଡି ମହାମାରୀ ପାଇଁ ସମାଜର ସବୁ ବର୍ଗ ଲୋକଙ୍କ ପାଇଁ ଆର୍ଥିକ ଅବସ୍ଥା ପ୍ରଭାବିତ ହେଇଚି କିନ୍ତୁ ସାମାଜିକ ତଥା ଆର୍ଥିକ ଦୁର୍ଶ୍ୱଟି ରୁ ଗରିବ ଲୋକଙ୍କୁ ସହାୟତା ଦିଆଯାଉଛି |ତେବେ ପୂର୍ବ ବର୍ଷ ମଧ୍ୟ ସରକାର ଅନେକ ସହାୟତା ଦେଇଥିଲେ ଓ ଲୋକ ଉପକୃତ ହେଇଥିଲେ |ଦ୍ୱିତୀୟ ଲହରୀ ପାଇଁ ଲକ ଡାଉନ ଚଲାଇଥିବାରୁ ଏହାକୁ ବିଚାର କରି ରାଜ୍ୟ ସରକାର ଏହି ସହାୟତା ଦେଇଛନ୍ତି |ତେବେ ଆଗାମୀ ଦିନରେ ଆମେ ସମସ୍ତ ଟିକିନିଖି ଖବର ଦେବୁ

Leave a Reply

Your email address will not be published. Required fields are marked *