ବାହାଘର ପରେ ପ୍ରଥମ ଥର ପୁରୀ ରେ ଓଡ଼ିଆ Album କଲେ ଗୁଡୁ ଓ ତାଙ୍କ ପତ୍ନୀ Priyanka,ପ୍ରଥମଥର ଏହି ଗୀତରେ ଦିଜଣ ଆସିବେ ନଜର

Spread the love

ଓଡ଼ିଆ ଅଭିନୟ ଜଗତର ହାସ୍ୟ ଅଭିନେତା ଗୁଡୁଙ୍କୁ ଆମେ ସମସ୍ତେ ଭଲ ଭାବରେ ଜାଣୁ।ସେ ନିଜର ଅଭିନୟ ମାଧ୍ୟମରେ ନିଜର ଏକ ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିବାରେ ସଫଳ ହୋଇ ପାରିଛନ୍ତି।ଏହା ସହିତ ସେ ନିଜର ଅଭିନୟ ଦ୍ୱାରା ଅନେକ ଲୋକଙ୍କ ପ୍ରିୟ ହୋଇ ପାରିଛନ୍ତି।ତାଙ୍କର ଅଭିନୟ ଦେଖିବା ପାଇଁ ଅନେକ ଲୋକ ପସନ୍ଦ କରିଥାନ୍ତି।ଏହା ସହିତ ସେ ଜଣେ ଏପରି ଅଭିନେତା ଯିଏକି ଅଳ୍ପ ସମୟ ମଧ୍ୟରେ ନିଜକୁ ସାରା ଓଡ଼ିଶାର ଲୋକଙ୍କ ନିକଟରେ ପରିଚିତ କରି ପାରିଥିଲେ।

ଏହା ସହିତ ସେ ବର୍ତ୍ତମାନ ପର୍ଯ୍ୟନ୍ତ ଅନେକ ଚଳଚ୍ଚିତ୍ରରେ ଅଭିନୟ କରି ସାରିଛନ୍ତି।ତାଙ୍କର ଅଭିନୟ ଦ୍ଵାରା ସେ ଅନେକ ଲୋକଙ୍କ ପ୍ରିୟ ଅଭିନେତା ହୋଇ ପାରିଛନ୍ତି।ଏହା ସହିତ ସେ ଜଣେ ଏପରି ଅଭିନେତା ଯିଏକି ଲୋକଙ୍କୁ ହସାଇବା ପାଇଁ ନିଜର ସମସ୍ତ ପ୍ରୟାସ କରିଥାନ୍ତି।ତାଙ୍କର ଅଭିନୟ ମଧ୍ୟ ଅନେକ ଲୋକଙ୍କୁ ଆକର୍ଷିତ କରିଥାଏ।ଏହା ସହିତ ସେ ଅତି ସ୍ଵଳ୍ପ ସମୟ ମଧ୍ୟରେ ନିଜକୁ ଏକ ପ୍ରତିଷ୍ଠା ଦେଇ ପାରିଥିଲେ।

ଏହା ସହିତ ସେ ବହୁତ ଭଲ ଓ ଉଚ୍ଚକୋଟୀର ଅଭିନେତା।ତାଙ୍କର ଅଭିନୟ ଦେଖିବା ପାଇଁ ଓଡ଼ିଶାର ସମସ୍ତ ଦର୍ଶକ ପସନ୍ଦ କରିଥାନ୍ତି।ଏହା ସହିତ ଆମେ ସମସ୍ତେ ଜାଣୁ ତାଙ୍କର କିଛି ଦିନ ତଳେ ବିବାହ ହୋଇ ଯାଇଥିଲା।ଏହା ସହିତ ସେ ନିଜର ପିଲା ଦିନର ବାନ୍ଧବୀଙ୍କୁ ବିବାହ କରିଥିଲେ।ସେ ନିଜର ବିବାହରେ ଅନେକ ଲୋକଙ୍କୁ ଆମନ୍ତ୍ରଣ କରିଥିଲେ।

ତାଙ୍କର ବିବାହରେ ମଧ୍ୟ ଅନେକ ବଡ଼ ବଡ଼ ଅଭିନେତା ଓ ଅଭିନେତ୍ରୀ ମାନେ ଯୋଗ ଦେଇଥିଲେ।ତାଙ୍କର ବିବାହ ମଧ୍ୟ ଅନେକ ଆଡମ୍ବର ସହକାରେ ଅନୁଷ୍ଠିତ ହୋଇଥିଲା।ଏହା ସହିତ ସେ ଏହି ବିବାହର ଫଟୋ ନିଜର ସୋସିଆଲ ମିଡିଆରେ ଛାଡିଥିଲେ।ତାଙ୍କର ଏହି ସମସ୍ତେ ଫଟୋକୁ ଅନେକ ଲୋକ ପସନ୍ଦ କରିଥିଲେ।ଏହା ସହିତ ଏହି ଅଭିନେତାଙ୍କ ଅଭିନୟ ଦେଖିବା ପାଇଁ ମଧ୍ୟ ଅନେକ ଲୋକ ପସନ୍ଦ କରୁ ଥିବାରୁ ସେ ନିଜର ଅଭିନୟ ଦ୍ୱାରା ସମସ୍ତଙ୍କୁ ଆକର୍ଷିତ କରି ପାରିଥିଲେ।

ତାଙ୍କର ଅଭିନୟ ଦ୍ଵାରା ସେ ନିଜର ଏକ ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିବା ସହିତ ଓଡ଼ିଶାର ଲୋକଙ୍କ ମନରେ ନିଜ ପାଇଁ ଏକ ସ୍ବତନ୍ତ୍ର ସ୍ଥାନ ମଧ୍ୟ ସୃଷ୍ଟି କରି ପାରିଥିଲେ।ତେବେ ଏହି ହାସ୍ୟ ଅଭିନେତା ଜଣଙ୍କ ନିଜର ଅଭିନୟ ଦ୍ୱାରା ନିଜର ଯେଉଁ ସମ୍ମାନ ସୃଷ୍ଟି କରି ପାରିଛନ୍ତି ତାହା ଅନ୍ୟ କୌଣସି ଅଭିନେତା ପାଇଁ କଷ୍ଟ ସାଧ୍ୟ ହୋଇ ପାରେ।।

ତେବେ ଏହି ଅଭିନେତା ଜଣଙ୍କ ନିଜର ବିବାହ ପରେ ପ୍ରଥମ ଥର ପାଇଁ ପୁରୀ ବୁଲିବାକୁ ଯାଇଥିଲେ।ସେ ନିଜର ପତ୍ନୀଙ୍କ ସହିତ ପୁରୀ ବେଳାଭୂମିରେ ବୁଲିବା ସହିତ ସେଠାରେ ଅନେକ ମଜା ମସ୍ତି କରିଥିଲେ।ଏହା ସହିତ ସେଠାରେ ସେ ଅନେକ ଫଟୋ ଉଠାଇଥିଲେ।ଏହା ସହିତ ସେ ସେଠାରେ ବର୍ତ୍ତମାନ କିଛିଦିନ ରହିବେ ବୋଲି ସୂଚନା ଦେଇଛନ୍ତି।

ତେବେ ଏହା ତାଙ୍କର ବିବାହ ପରେ ପ୍ରଥମ ଥର ଭଗବାନ ଜଗନ୍ନାଥଙ୍କ ପାଖରେ ଦର୍ଶନ ବୋଲି ସେ କହିଥିଲେ।ଏହା ସହିତ ଏହି ଅଭିନେତା ନିଜର ପିଲାଦିନର ବନ୍ଧନୀଙ୍କୁ ବିବାହ କରି ଅନେକ ଖୁସି ଥିବା ଜଣା ପଡିଛି।

 

Leave a Reply

Your email address will not be published. Required fields are marked *