କେମିତି ଦେଖା ଯାଆନ୍ତି Jhia Amara ନୂଆ ବୋହୁ ସିରିଏଲର ଆକ୍ଟର ମାନେ ପ୍ରକୃତ ଜୀବନରେ,୩ Number ଙ୍କ ସୁନ୍ଦରତା ଦେଖିଲେ ଚମକି ପଡିବେ

Spread the love

ସାଙ୍ଗମାନେ ଆଜିର ଏହି ଆର୍ଟିକିଲରେ ଆମେ ଜାଣିବା ଓଡ଼ିଆ ସିରିଏଲ ଜଗତ ବିଷୟରେ କିଛି ବିଶେଷ ତଥ୍ୟ।ଆପଣ ତ ଓଡ଼ିଆ ସିରିଏଲ ନିଶ୍ଚିତ ଭାବରେ ଦେଖୁଥିବେ ଏବଂ ଏହାକୁ ପସନ୍ଦ ମଧ୍ୟ କରୁଥିବେ।ବର୍ତ୍ତମାନ ସମୟରେ ଅନେକ ଲୋକ ଓଡ଼ିଆ ସିରିଏଲ ଦେଖିବାକୁ ପସନ୍ଦ କରିଥାନ୍ତି।ଯେତେବେଳେ କୌଣସି ଏକ ଭଲ ସିରଏଲ ଆସିଥାଏ ତାହା ବିଷୟରେ ଲୋକଙ୍କୁ ଆଲୋଚନା କରିବା ମଧ୍ୟ ପସନ୍ଦ ଆସିଥାଏ।ଓଡ଼ିଆ ସିରିଏଲର ଚର୍ଚ୍ଚା ବର୍ତ୍ତମାନ ସାରା ଓଡିଶାରେ ଚାଲିଛି।ଏହି ଭଳି ଏକ ସିରିଏଲ ହେଉଛି ନୂଆ ବୋହୁ।

ଆପଣମାନେ ତ ନୂଆ ବୋହୁ ସିରିଏଲ ନିଶ୍ଚିତ ଭାବରେ ଦେଖିଥିବେ।ଏବଂ ଏହା ଅନେକ ଦର୍ଶକ ମାନଙ୍କ ହୃଦୟ ଜିତି ପାରି ଥିଲେ।ଏହି ସିରିଏଲଟି ଲୋକଙ୍କୁ ଏତେ ପସନ୍ଦ ଆସିଥିଲା ଯେ ଲୋକମାନେ ଏହା ପ୍ରସାରିତ ହେବା ମାତ୍ରେ ଟିଭି ଆଗରେ ବସି ରହୁଥିଲେ।ଏହି ସିରିଏଲରେ ଥିବା ଅଭିନେତା ଏବଂ ଅଭିନେତ୍ରୀ ଖୁବ ସୁନ୍ଦର ଅଭିନୟ ବଳରେ ଲୋକଙ୍କ ହୃଦୟ ଜିତି ପାରି ଥିଲେ।

ଏହି ସିରିଏଲଟି ବର୍ତ୍ତମାନ ସମାପ୍ତ ହୋଇ ଏହା ବଦଳରେ ଅନ୍ୟ ଏକ ସିରିଏଲ ପ୍ରସାରିତ ହେଉଛି।ଏହାର ନାମ ରହିଛି ଝିଅ ଆମର ନୂଆ ବୋହୁ।ଏଥିରେ ଅନେକ ନୂଆ ନୂଆ ଅଭିନେତା ଏବଂ ଅଭିନେତ୍ରୀ ମଧ୍ୟ ଅଛନ୍ତି।ଅପଣମାନେ ତ ଏହି ଅଭିନେତା ଏବଂ ଅଭିନେତ୍ରୀ ମାନଙ୍କୁ ସିରିଏଲରେ ଦେଖୁଥିବେ।କଣ ଆପଣ ଜାଣିଛନ୍ତିକି ଏହି ଅଭିନେତା ଏବଂ ଅଭିନେତ୍ରୀ ମାନେ ପ୍ରକୃତରେ କିପରି ଦେଖା ଯାଆନ୍ତି?ଏହି ବିଷୟରେ ଆଜି ଆମେ ଏହି ଆର୍ଟିକିଲରେ ଜଣାଇବୁ।

ତେବେ ଆପଣ ଏହି ସମ୍ପର୍କରେ ସମ୍ପୂର୍ଣ୍ଣ ତଥ୍ୟ ଜାଣିବା ପାଇଁ ଏହି ଆର୍ଟିକିଲକୁ ପ୍ରଥମରୁ ଶେଷ ପର୍ଯ୍ୟନ୍ତ ସମ୍ପୂର୍ଣ୍ଣ ଭାବରେ ପଢନ୍ତୁ।ତେବେ ଆସନ୍ତୁ ଜାଣିବା ଏହି ବିଷୟରେ।ପ୍ରଥମେ ଆସୁଛନ୍ତି ରାଜେନ୍ଦ୍ର।ଆପଣ ତାଙ୍କୁ ଏହି ସିରିଏଲରେ ଖୁବ ସୁନ୍ଦର ଅଭିନୟ କରିବାର ଦେଖିଥିବେ।ସେ ବାସ୍ତବ ଜୀବନରେ ଜଣେ ସିଧା ସାଧା ଏବଂ ହ୍ୟାଣ୍ଡସମ ଦେଖା ଯାଆନ୍ତି।ଏହାପରେ ଆସୁଛନ୍ତି ବିରାଜ।ଆପଣ ବିରାଜଙ୍କୁ ମଧ୍ୟ ନିଶ୍ଚିତ ଭାବରେ ସିରିଏଲରେ ଦେଖିଥିବେ।ସେ ମଧ୍ୟ ତାଙ୍କ ବାସ୍ତବ ଜୀବନରେ ଖୁବ ଭଲ ଦେଖା ଯାଆନ୍ତି ଏବଂ ସୁନ୍ଦର ମଧ୍ୟ ଦେଖା ଯାଆନ୍ତି।

ଏହାପରେ ଆମ ଲିଷ୍ଟରେ ଆସନ୍ତି ବୈଶାଳୀ।ସେ ସିରିଏଲରେ ଜଣେ ସାଧାରଣ ନାରୀ ଭାବରେ ଅଭିନୟ କରିଛନ୍ତି।କିନ୍ତୁ ସେ ବାସ୍ତବ ଜୀବନରେ ଖୁବ ଷ୍ଟାଇଲିସ ଅଟନ୍ତି ଏବଂ ସେ ଖୁବ ସୁନ୍ଦର ମଧ୍ୟ ଦେଖା ଯାଆନ୍ତି।ଏହାପରେ ଆସୁଛନ୍ତି ଲୋପା।ସେ ବାସ୍ତବ ଜୀବନରେ ଖୁବ ସୁନ୍ଦର ଏବଂ ଭଲ ଦେଖା ଯାଆନ୍ତି।ଏହାପରେ ଆସୁଛନ୍ତି ଅର୍ଚନା।ସେ ମଧ୍ୟ ବାସ୍ତବ ଜୀବନରେ ଷ୍ଟାଇଲିସ ଅଟନ୍ତି ଏବଂ ଖୁବ ସୁନ୍ଦର ଦେଖା ଯାଆନ୍ତି।

ଏହାପରେ ଅସୁଛନ୍ତି ପୂଜା।ପୂଜା ବାସ୍ତବ ଜୀବନରେ ଖୁବ ସୁନ୍ଦର ଏବଂ ଷ୍ଟାଇଲିସ ଅଟନ୍ତି।ଏହାପରେ ଆସୁଛନ୍ତି ଜ୍ୟୋତିକା।ସେ ବସ୍ତାଵ ଜୀବନରେ ଖୁବ ସୁନ୍ଦର ଦେଖା ଯାଆନ୍ତି।ଏବଂ ବହୁତ ସୁନ୍ଦର ପୋଷାକ ମଧ୍ୟ ପିନ୍ଧିଥାନ୍ତି।ଏହାପରେ ଆସୁଛନ୍ତି ସିବ।ସିବ ନିଜ ବାସ୍ତବ ଜୀବନରେ ଖୁବ ଷ୍ଟାଇଲିସ ଅଟନ୍ତି ଏବଂ ହ୍ୟାଣ୍ଡସମ ମଧ୍ୟ ଦେଖା ଯାଆନ୍ତି।ଏହାପରେ ଆସୁଛନ୍ତି ରାହୁଲ।ରାହୁଲ ମଧ୍ୟ ନିଜ ବସ୍ତାଵ ଜୀବନରେ ହ୍ୟାଣ୍ଡସମ ଅଟନ୍ତି।ତେବେ ସାଙ୍ଗମାନେ ଏହା ଥିଲା ଝିଅ ଆମର ନୂଆ ବୋହୁ ସିରିଏଲ ଆକ୍ଟର ମାନଙ୍କ ରିୟଲ ଲାଇଫ ଲୁକ।

Leave a Reply

Your email address will not be published. Required fields are marked *